ଆନୁଷ୍କା ପାର୍ଟ-2, କୋହଲିଙ୍କ ପାଇଁ ଆଉ ଜଣେ ପାଗଳୀ

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନଠାରୁ ଭାରତର ପରାଜୟ ପରେ ସବୁଠି ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ପରାଜୟର ଲଜ୍ଜାକୁ ଏବେ ବି ଲୋକେ ଭୁଲିପାରୁ ନାହାନ୍ତି। ଆକ୍ଷେପ ଏବଂ ସମାଲୋଚନାରୁ ମୁକୁଳି ପାରୁନି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚରେ ପରାଜୟ ପଛରେ କିଛି ଲୋକ ଦଳର ଅଧିନାୟକ ବିରାଟ କୋହଲିକୁ ଦୋଷୀ କରୁଛନ୍ତି। ମ୍ୟାଚ ପରେ ନିଜ ପ୍ରଶଂସକଙ୍କଠାରୁ ବିରାଟଙ୍କୁ ମିଳୁଛି ଅନେକ ସମାଲୋଚନା। ତେବେ ଏହି ସମୟରେ ବିରାଟଙ୍କୁ ଘୃଣା କରିବା ବଦଳରେ ତାଙ୍କ ପ୍ରଶଂସାରେ ଲାଗିଯାଇଛନ୍ତି […]

Brhea-chakraborty-virat-kohlii

Brhea-chakraborty-virat-kohlii

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 04:52 PM IST

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନଠାରୁ ଭାରତର ପରାଜୟ ପରେ ସବୁଠି ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ପରାଜୟର ଲଜ୍ଜାକୁ ଏବେ ବି ଲୋକେ ଭୁଲିପାରୁ ନାହାନ୍ତି। ଆକ୍ଷେପ ଏବଂ ସମାଲୋଚନାରୁ ମୁକୁଳି ପାରୁନି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚରେ ପରାଜୟ ପଛରେ କିଛି ଲୋକ ଦଳର ଅଧିନାୟକ ବିରାଟ କୋହଲିକୁ ଦୋଷୀ କରୁଛନ୍ତି। ମ୍ୟାଚ ପରେ ନିଜ ପ୍ରଶଂସକଙ୍କଠାରୁ ବିରାଟଙ୍କୁ ମିଳୁଛି ଅନେକ ସମାଲୋଚନା। ତେବେ ଏହି ସମୟରେ ବିରାଟଙ୍କୁ ଘୃଣା କରିବା ବଦଳରେ ତାଙ୍କ ପ୍ରଶଂସାରେ ଲାଗିଯାଇଛନ୍ତି ଜଣେ ବଲିଉଡ ସୁନ୍ଦରୀ। ଆପଣ ଭାବୁଥିବେ ଆମେ ଅନୁଷ୍କା ଶର୍ମାଙ୍କ କଥା କହୁଛୁ। ଯଦି ଏପରି ଭାବୁଛନ୍ତି ତେବେ ଆପଣଙ୍କ ଭାବନା ସମ୍ପୂର୍ଣ୍ଣ ଭୂଲ। ଏହି ସୁନ୍ଦରୀ ଜଣଙ୍କ ଅନୁଷ୍କା ନୁହନ୍ତି। ଏ ହେଲେ ରିହା ଚକ୍ରବର୍ତ୍ତି। ଆସନ୍ତୁ ଜାଣିବା ରେହା କେଉଁଠି ଓ କାହିଁକି କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

‘ମେରେ ଡାଡ କି ମାରୁତି’ ଚଳଚ୍ଚିତ୍ର ମାଧ୍ୟମରେ ରିହା ବଲିଉଡରେ ପାଦ ରଖିଥିଲେ। ତାଙ୍କର ଅପ୍‌କମିଂ ଫିଲ୍ମ ‘ବ୍ୟାଙ୍କ ଚୋର’କୁ ନେଇ ଚାଲିଥିବା ଏକ ସାକ୍ଷାତକାର। ଏହି ସମୟରେ ସେ ବିରାଟଙ୍କ ପ୍ରତି ଥିବା ତାଙ୍କ ଭାବନାକୁ ବୟାନ କରିବାକୁ ପଛାଇ ନ ଥିଲେ। କୋହଲି ତାଙ୍କୁ ବହୁତ ପସନ୍ଦ ଓ ସେ ତାଙ୍କର ବଡ ଫ୍ୟାନ ବୋଲି ସାକ୍ଷାତକାରରେ ରିହା କହିଛନ୍ତି। ଏଥିସହ କୋହଲିଙ୍କ ଖେଲିବା ଶୈଳି ସବୁଠୁ ନିଆରା ଓ ଶତକ ମାରିବା ପରେ ସେ ତାଙ୍କୁ ଅଧିକ ହଟ୍ ଲାଗନ୍ତି ବୋଲି ରିହା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story