ପର୍ଣ୍ଣସାଇଟ୍‌ରେ ‘ଅନୁପମ୍’!

ନୂଆଦିଲ୍ଲୀ: ଚଳିତ ବର୍ଷ ରିଲିଜ ହୋଇଥିବା ଅନୁପମ୍ ଖେରଙ୍କ ହଲିଉଡ୍‌ ଫିଲ୍ମ ‘ଦି ବିଗ୍ ସିକ୍’ ଏବେ ଚର୍ଚ୍ଚାରେ। କାରଣ ଏହି ଫିଲ୍ମଟି ବର୍ତ୍ତମାନ ପର୍ଣ୍ଣ ସାଇଟ୍‌ରେ ଉପଲବ୍ଧ। କେହି ଜଣେ ଅଜଣା ବ୍ୟକ୍ତି ଫିଲ୍ମଟିକୁ ପର୍ଣ୍ଣ ୱେବସାଇଟ୍ ‘ପର୍ଣ୍ଣହବ୍‌’ରେ ଅପଲୋଡ୍ କରି ଦେଇଛି। ଏହି ଫିଲ୍ମର ହାସ୍ୟ ଅଭିନେତା କୁମୌଲ ନନ୍‌ଜିଆନୀ ଟ୍ୱିଟ୍ କରି ଏହା ଜଣାଇଛନ୍ତି।  ସେ ଲେଖିଛନ୍ତି, ‘ଏହି ଫିଲ୍ମକୁ ଦେଖିବା ପାଇଁ ଏବେ ଆମାଜନ ପ୍ରାଇମ୍ ଭିଡିଓରେ ନୁହେଁ, ପର୍ଣ୍ଣ ସାଇଟକୁ […]

anupam

anupam

Rakesh Mallick
  • Published: Friday, 29 December 2017
  • Updated: 29 December 2017, 11:59 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ରିଲିଜ ହୋଇଥିବା ଅନୁପମ୍ ଖେରଙ୍କ ହଲିଉଡ୍‌ ଫିଲ୍ମ ‘ଦି ବିଗ୍ ସିକ୍’ ଏବେ ଚର୍ଚ୍ଚାରେ। କାରଣ ଏହି ଫିଲ୍ମଟି ବର୍ତ୍ତମାନ ପର୍ଣ୍ଣ ସାଇଟ୍‌ରେ ଉପଲବ୍ଧ। କେହି ଜଣେ ଅଜଣା ବ୍ୟକ୍ତି ଫିଲ୍ମଟିକୁ ପର୍ଣ୍ଣ ୱେବସାଇଟ୍ ‘ପର୍ଣ୍ଣହବ୍‌’ରେ ଅପଲୋଡ୍ କରି ଦେଇଛି। ଏହି ଫିଲ୍ମର ହାସ୍ୟ ଅଭିନେତା କୁମୌଲ ନନ୍‌ଜିଆନୀ ଟ୍ୱିଟ୍ କରି ଏହା ଜଣାଇଛନ୍ତି।  ସେ ଲେଖିଛନ୍ତି, ‘ଏହି ଫିଲ୍ମକୁ ଦେଖିବା ପାଇଁ ଏବେ ଆମାଜନ ପ୍ରାଇମ୍ ଭିଡିଓରେ ନୁହେଁ, ପର୍ଣ୍ଣ ସାଇଟକୁ ଯାଇ ଦେଖିପାରିବେ’।

ଏହି ଅଭିଯୋଗ ଆସିବା ପରେ ଫିଲ୍ମଟିକୁ ପର୍ଣ୍ଣସାଇଟ୍‌ରୁ ହଟାଇବା ପାଇଁ ଉକ୍ତ ୱେବସାଇଟ୍‌ ତରଫରୁ ପ୍ରତିଶ୍ରୁତି ମିଳିଛି। ଏଥିରେ ଅନୁପମ ଖେର ଲିଡ୍ ରୋଲ୍‌ରେ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story