ଅନୁଷ୍କାଙ୍କ ଏହି ଫଟୋ ଦେଖିଲେ ହସିହସି ଗଡ଼ିବେ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଆଗାମୀ ଫିଲ୍ମ ‘ସୁଇ ଧାଗା’ରେ ନିଜ ଲୁକ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ। ସୋଶାଲ୍ ମିଡିଆରେ ଅନୁଷ୍କାଙ୍କର ଭିନ୍ନ ଭିନ୍ନ ଲୁକ୍‌ ଦେଖିବାକୁ ମିଳୁଛି। ତାଙ୍କର ଏହି ଲୁକ୍‌କୁ ନେଇ ଫ୍ୟାନମାନେ ମଧ୍ୟ ଖୁବ୍ ମଉଜ କରୁଛନ୍ତି। କିଛି କ୍ରିଏଟିଭ୍‌ ଫ୍ୟାନ୍ ଅନୁଷ୍କାଙ୍କ ଫଟୋକୁ ତାଙ୍କ ସ୍ୱାମୀ ବିରାଟ କୋହଲୀଙ୍କ ସହ ଯୋଡ଼ି ଫଟୋସପ୍‌ରେ ଏମିତି ଡିଜାଇନ୍ କରି ସୋଶାଲ୍ ମିଡିଆରେ ଛାଡ଼ିଛନ୍ତି, ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିଯିବେ। […]

a2

a2

Tapaswini Nayak
  • Published: Friday, 24 August 2018
  • Updated: 24 August 2018, 09:40 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଆଗାମୀ ଫିଲ୍ମ ‘ସୁଇ ଧାଗା’ରେ ନିଜ ଲୁକ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ। ସୋଶାଲ୍ ମିଡିଆରେ ଅନୁଷ୍କାଙ୍କର ଭିନ୍ନ ଭିନ୍ନ ଲୁକ୍‌ ଦେଖିବାକୁ ମିଳୁଛି। ତାଙ୍କର ଏହି ଲୁକ୍‌କୁ ନେଇ ଫ୍ୟାନମାନେ ମଧ୍ୟ ଖୁବ୍ ମଉଜ କରୁଛନ୍ତି। କିଛି କ୍ରିଏଟିଭ୍‌ ଫ୍ୟାନ୍ ଅନୁଷ୍କାଙ୍କ ଫଟୋକୁ ତାଙ୍କ ସ୍ୱାମୀ ବିରାଟ କୋହଲୀଙ୍କ ସହ ଯୋଡ଼ି ଫଟୋସପ୍‌ରେ ଏମିତି ଡିଜାଇନ୍ କରି ସୋଶାଲ୍ ମିଡିଆରେ ଛାଡ଼ିଛନ୍ତି, ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିଯିବେ।

ବରୁଣ ଧୱନ ଓ  ଅନୁଷ୍କା ଶର୍ମାଙ୍କ ଆଗାମୀ ଫିଲ୍ମ‘ସୁଇ ଧାଗା’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଟ୍ରେଲରରେ ୨ଟି ସିନ୍‌ ରହିଛି। ପ୍ରଥମ ସିନ୍‌ରେ ଅନୁଷ୍କା କାନ୍ଦୁଛନ୍ତି ଓ ଦ୍ୱିତୀୟ ସିନ୍‌ରେ ଦୁଃଖୀ ଅଛନ୍ତି। ଅନୁଷ୍କାଙ୍କ ଏହି ଦୁଇଟି ଲୁକ୍‌ସକୁ ଫଟୋସପ୍‌ ଜରିଆରେ ବିଭିନ୍ନ ସ୍ଥାନରେ ଯୋଡ଼ା ଯାଇଛି। ଫ୍ୟାନ୍‌ମାନେ ଅନୁଷ୍କାଙ୍କର ଏହି ଫଟୋ ଦେଖି ଖୁବ୍ ମଜା ନେଉଛନ୍ତି। ଏହି ଫଟୋ ଜରିଆରେ ଫିଲ୍ମର ପ୍ରମୋସନ୍‌ କରାଯାଉଛି। ଦେଖନ୍ତୁ ସେ ସବୁ ଫଟୋ।

anusk....

ଅନୁଷ୍କା ଜଣେ ବ୍ୟକ୍ତିଙ୍କ ପଛ ପଟେ ବସିଛନ୍ତି, ବହୁତ ଦୁଃଖୀ ଅଛନ୍ତି ଓ କାନ୍ଦୁଛନ୍ତି।

NHTFFDRFERR5......

ଏହି ଫଟୋରେ ଅନୁଷ୍କା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଗ୍ରାଫିକ୍ସ ମାଧ୍ୟମରେ ଅନୁଷ୍କା ଲୁକ୍‌ସ ବଦଳାଇ ଦିଆଯାଇଛି।

a2

ଏହି ଫଟୋରେ ଅନୁଷ୍କା ରେସଲିଂ ମ୍ୟାଚ୍‌ ଜିତି ଯିବା ପରେ ଖୁସିରେ  କାନ୍ଦି ପକାଇଛନ୍ତି।

TOM.....

ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ଙ୍କୁ ନିକଟରେ ଦେଖି ଅନୁଷ୍କା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

a5...

ଏହି ଫଟୋରେ ଅନୁଷ୍କାଙ୍କ ଫଟୋକୁ ଫିଲ୍ମ ‘ବାହୁବଲୀ’ର ରାଜମାତା ଶିବଗାମୀ ଭାବେ ପ୍ରଦର୍ଶିତ କରାଯାଇଛି।

a5...

ଏହି ଫଟୋରେ ଅନୁଷ୍କା ସୁପରମ୍ୟାନ୍‌ ଭଳି ଦେଖାଯାଉଛନ୍ତି।

a6

ଏହି ଫୋଟରେ ଅନୁଷ୍କା ଚୁପ୍‌ଚାପ ବସିଛନ୍ତି।

a8

ଏହି ଫୋଟରେ ଅନୁଷ୍କା ଚା’ ଷ୍ଟଲ୍‌ ସାମ୍ନାରେ ବସିଛନ୍ତି।  ବୋର୍ଡରେ ଚା’ ତିଆରି ପାଇଁ ୧୦ ମିନିଟ୍‌ ଲାଗିବ ବୋଲି ଲେଖାଯାଇଛି।

ଫଟୋ ସୌଜନ୍ୟ-ୟଙ୍ଗିସ୍ତାନ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos