ଅନୁଷ୍କାଙ୍କ ଲେହେଙ୍ଗା ପିନ୍ଧା ଫଟୋ ଭାଇରାଲ

ମୁମ୍ବାଇ:ବଲିଉଡର ଚୁଲବୁଲି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଲେହେଙ୍ଗା ପିନ୍ଧା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭିଡ଼ିଓ ପୋଷ୍ଟ କରିବାର ୫ ଘଣ୍ଟା ଭିତରେ  ସାଢ଼େ ତିନି ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି। ଏହି ଭିଡ଼ିଓରେ ୫୫୦କମେଣ୍ଟ ମିଳିଛି। ଏହି ଭିଡ଼ିଓରେ  ଅନୁଷ୍କା ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି। ଭିଡ଼ିଓରେ ଅନୁଷ୍କା ଚାଲୁଥିବା ବେଳେ କେହି ଜଣେ ପଛରୁ ତାଙ୍କ ଓଢ଼ଣୀକୁ ଧରିଛି। ଅନୁଷ୍କା ସୁଟିଂ ସେଟ଼ରେ ଥିବା ଦେଖିବାକୁ ମିଳୁଛି। ଅନୁଷ୍କା ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ […]

phillauri-anushka-sharma

phillauri-anushka-sharma

Rakesh Mallick
  • Published: Monday, 13 March 2017
  • Updated: 13 March 2017, 11:59 AM IST

Sports

Latest News

ମୁମ୍ବାଇ:ବଲିଉଡର ଚୁଲବୁଲି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଲେହେଙ୍ଗା ପିନ୍ଧା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭିଡ଼ିଓ ପୋଷ୍ଟ କରିବାର ୫ ଘଣ୍ଟା ଭିତରେ  ସାଢ଼େ ତିନି ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି। ଏହି ଭିଡ଼ିଓରେ ୫୫୦କମେଣ୍ଟ ମିଳିଛି।

ଏହି ଭିଡ଼ିଓରେ  ଅନୁଷ୍କା ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି। ଭିଡ଼ିଓରେ ଅନୁଷ୍କା ଚାଲୁଥିବା ବେଳେ କେହି ଜଣେ ପଛରୁ ତାଙ୍କ ଓଢ଼ଣୀକୁ ଧରିଛି। ଅନୁଷ୍କା ସୁଟିଂ ସେଟ଼ରେ ଥିବା ଦେଖିବାକୁ ମିଳୁଛି।

ଅନୁଷ୍କା ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ ଓ ଫେସବୁକରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ସାହିବା ଚଲି ୱହାଁ ଜହାଁ ମିର୍ଜା’। ଏହି ଗୀତ ଅନୁଷ୍କାଙ୍କ ଆଗାମୀ ଫିଲ୍ମ ‘ଫିଲୋରୀ’ର ଗୀତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos