‘ତେରା ଇଂତଜାର’ରେ ରୋମାନ୍ସ କରିବେ ଅରବାଜ ଓ ସନ୍ନି

ମୁମ୍ବାଇ: ରୋମାଣ୍ଟିକ୍ ଫିଲ୍ମ ‘ତେରା ଇଂତଜାର’ରେ ରୋମାନ୍ସ କରିବେ ସଲମାନ ଖାଁଙ୍କ ଭାଇ ଅରବାଜ ଓ ସନ୍ନି ଲିଓନ। ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବେ ଅରବାଜ ଓ ସନ୍ନି। ଗୁଜରାଟର କଚ୍ଛରେ ଅଗଷ୍ଟ ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ସନ୍ନି କହିଛନ୍ତି,“ଅରବାଜଙ୍କ ସହିତ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ଉତ୍ସାହିତ ଅଛି।” ରାଜୀବ ୱାଲିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। କଚ୍ଛରେ ୨୫ ଦିନ ଧରି ଏହି ଫିଲ୍ମ ସୁଟିଂ […]

Sunny-Leone

Sunny-Leone

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 05:17 AM IST

Sports

Latest News

ମୁମ୍ବାଇ: ରୋମାଣ୍ଟିକ୍ ଫିଲ୍ମ ‘ତେରା ଇଂତଜାର’ରେ ରୋମାନ୍ସ କରିବେ ସଲମାନ ଖାଁଙ୍କ ଭାଇ ଅରବାଜ ଓ ସନ୍ନି ଲିଓନ। ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବେ ଅରବାଜ ଓ ସନ୍ନି। ଗୁଜରାଟର କଚ୍ଛରେ ଅଗଷ୍ଟ ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ।

ସନ୍ନି କହିଛନ୍ତି,“ଅରବାଜଙ୍କ ସହିତ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ଉତ୍ସାହିତ ଅଛି।”

ରାଜୀବ ୱାଲିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। କଚ୍ଛରେ ୨୫ ଦିନ ଧରି ଏହି ଫିଲ୍ମ ସୁଟିଂ ହେବ। ତା’ସହିତ ବିଦେଶରେ ବି ଏହି ଫିଲ୍ମର କିଛି ଭାଗ ସୁଟିଂ କରାଯିବ।

ଅରବାଜ ଏ ଫିଲ୍ମ ନେଇ ଅଫର ପାଇବା ମାତ୍ରେ ହଁ ମାରି ଦେଇଥିଲେ ବୋଲି ଜଣାପଡ଼ିଛି। ସନ୍ନି କାହାଣୀ ଶୁଣିବା ପରେ ହଁ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos