ହିରୋଇନ୍ ହେବ ତ ଏମିତି, ସବୁ ସିନରେ ନୂଆ ଲୁକ୍, ଦେଖନ୍ତୁ ଫଟୋ

ଭୁବନେଶ୍ବର (ଓଡିଶା ରିପୋର୍ଟର): ଦଶହରାରେ ରିଲିଜ ହୋଇଥିଲା ଫିଲ୍ମ ‘ଶିବା ନଟ ଆଉଟ୍’। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ଅରିନ୍ଦମ ଓ ଅର୍ଚ୍ଚିତା। ତେବେ ରୋମାନ୍ସ ଓ ଆକ୍ସନରେ ଭରା ଏହି ଫିଲ୍ମରେ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିଲା କିଛି ଡିଫରେଣ୍ଟ ଲୁକରେ। ଖାସ କରି ପଞ୍ଜାବି ମୁଣ୍ଡା ବେଶରେ। ଏକଦମ ୟୁନିକ୍ ଗେଟଅପ୍ ଥିଲା ଅର୍ଚ୍ଚିତାଙ୍କର। ମୁଣ୍ଡରେ ପଗଡି, ବ୍ଲୁ କୁର୍ତ୍ତା ପଇଜାମାରେ ପୁରା ପଞ୍ଜାବି ପୁଅ ପରି ଲାଗୁଥିଲେ ଅର୍ଚ୍ଚିତା। […]

Ordigital Desk
  • Published: Tuesday, 10 October 2017
  • Updated: 11 October 2017, 04:22 AM IST

Sports

Latest News

ଭୁବନେଶ୍ବର (ଓଡିଶା ରିପୋର୍ଟର): ଦଶହରାରେ ରିଲିଜ ହୋଇଥିଲା ଫିଲ୍ମ ‘ଶିବା ନଟ ଆଉଟ୍’। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ଅରିନ୍ଦମ ଓ ଅର୍ଚ୍ଚିତା।

ତେବେ ରୋମାନ୍ସ ଓ ଆକ୍ସନରେ ଭରା ଏହି ଫିଲ୍ମରେ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିଲା କିଛି ଡିଫରେଣ୍ଟ ଲୁକରେ।

ଖାସ କରି ପଞ୍ଜାବି ମୁଣ୍ଡା ବେଶରେ। ଏକଦମ ୟୁନିକ୍ ଗେଟଅପ୍ ଥିଲା ଅର୍ଚ୍ଚିତାଙ୍କର। ମୁଣ୍ଡରେ ପଗଡି, ବ୍ଲୁ କୁର୍ତ୍ତା ପଇଜାମାରେ ପୁରା ପଞ୍ଜାବି ପୁଅ ପରି ଲାଗୁଥିଲେ ଅର୍ଚ୍ଚିତା।

କେବଳ ଯ଼େ ପଞ୍ଜାବି ଲୁକରେ ଅର୍ଚ୍ଚିତା ଥିଲେ ତା ନୁହେଁ, କେବେ କେବେ ତାଙ୍କୁ ପିଙ୍କ୍ ଡ୍ରେସରେ ଓ କର୍ଲି ହେୟାରରେ ଦେଖିବାକୁ ମିଳିଥିଲା ରେଷ୍ଟୁରାଣ୍ଡରେ।

ଆଉ କେବେ କେବେ ବ୍ଳାକ ଡ୍ରେସରେ, ବେସ୍ ଷ୍ଟାଇଲିସ ଲୁକରେ ସନଗ୍ଲାସ୍ ପିନ୍ଧି ୱାଟର ପାର୍କରେ ଅରିନ୍ଦମଙ୍କ ସହ ପୋଜ ଦେବାର ନଜର ଆସିଥିଲେ ସେ।

ସୁଇଟ୍, କ୍ୟୁଟ, ଷ୍ଟାଇଲିସ ସବୁ ଲୁକରେ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିଲା ଏହି ଫିଲ୍ମରେ। ତେବେ ଆସନ୍ତୁ ନଜର ପକାଇବା ଅର୍ଚ୍ଚିତାଙ୍କର ଭିନ୍ନ ଭିନ୍ନ ଗେଟଅପ୍ ଉପରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story