ତାମିଲ୍‌ ବିଜ୍ଞାପନରେ କାମ କଲେ ଅର୍ଚ୍ଚିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଡିଭା ଅର୍ଚ୍ଚିତା ସାହୁ। ଅନେକ୍‌ ହିଟ୍‌ ଫିଲ୍ମ ଦେଇଛନ୍ତି ସେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ। ଏହି ସବୁ ଫିଲ୍ମକୁ ନେଇ ସେ ଅନେକ ପୁରସ୍କାର ମଧ୍ୟ ହାତେଇଛନ୍ତି। ଓଲିଉଡ୍‌ ପରେ ଏବେ ଅର୍ଚ୍ଚିତା ତାମିଲ୍‌ ସିନେମା ଆଡକୁ ମନ ବଳେଇଛନ୍ତି। ନିକଟରେ ତାଙ୍କୁ ତାମିଲ୍‌ ଭାଷାରେ କାମ କରିଥିବା ଦେଖିବାକୁ ମିଳିଛି। ଦୀପାବଳି ଉପଲକ୍ଷେ ଏକ ତାମିଲ୍‌ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଥିରେ ଅର୍ଚ୍ଚିତା ଏକ୍‌ଦମ୍‌ ତାମିଲ୍‌ ବେଶରେ ସଜ ହୋଇଥିଲା। ନାଲି […]

arc

arc

Biswobandita Swain
  • Published: Sunday, 11 November 2018
  • Updated: 11 November 2018, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଡିଭା ଅର୍ଚ୍ଚିତା ସାହୁ। ଅନେକ୍‌ ହିଟ୍‌ ଫିଲ୍ମ ଦେଇଛନ୍ତି ସେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ। ଏହି ସବୁ ଫିଲ୍ମକୁ ନେଇ ସେ ଅନେକ ପୁରସ୍କାର ମଧ୍ୟ ହାତେଇଛନ୍ତି। ଓଲିଉଡ୍‌ ପରେ ଏବେ ଅର୍ଚ୍ଚିତା ତାମିଲ୍‌ ସିନେମା ଆଡକୁ ମନ ବଳେଇଛନ୍ତି। ନିକଟରେ ତାଙ୍କୁ ତାମିଲ୍‌ ଭାଷାରେ କାମ କରିଥିବା ଦେଖିବାକୁ ମିଳିଛି।

ଦୀପାବଳି ଉପଲକ୍ଷେ ଏକ ତାମିଲ୍‌ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଥିରେ ଅର୍ଚ୍ଚିତା ଏକ୍‌ଦମ୍‌ ତାମିଲ୍‌ ବେଶରେ ସଜ ହୋଇଥିଲା।

ନାଲି ଶାଢୀକୁ ମୁଣ୍ଡରେ ଫୁଲର ଗଜରା ଏଥିସହ ସୁନା ହାର ପିନ୍ଧି ଅର୍ଚ୍ଚିତା ପ୍ରସ୍ତୁତ ହୋଇଥିଲେ ସୁଟିଂ ପାଇଁ।

ଏବେ ସେ ତାଙ୍କର ସୁଟିଂ ଏବଂ ମେକଅପ୍‌ ସମୟର ଭିଡିଓ ସେୟାର କରିଛନ୍ତି। ଦେଖନ୍ତୁ କେମିତି ଅର୍ଚ୍ଚିତା ତାମିଲ୍‌ ଗେଟଅପ୍‌ ପାଇ କେମିତି ଦିଶୁଛନ୍ତି।

https://www.youtube.com/watch?v=xfqycZVYYH4&feature=youtu.be

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos