ଫେରୁଛି ‘ବାବୁସାନ୍‌-ଅର୍ଚ୍ଚିତା’ ଯୋଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କିଛି ଦିନର ବ୍ୟବଧାନ ପରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ପୁଣି ପରଦାକୁ ଫେରୁଛନ୍ତି। ତା’ ପୁଣି ଓଲିଉଡ୍‌ ‘ଚକୋଲେଟ୍‌ ବୟ’ ବାବୁଶାନ୍‌ ମହାନ୍ତିଙ୍କ ଯୋଡ଼ି ସାଜି। ଅର୍ଚ୍ଚିତା-ବାବୁଶାନ୍‌ ଯୋଡ଼ି ଆଗାମୀ ଓଡ଼ିଆ ଫିଲ୍ମ ‘ଅଜବ୍‌ ସଞ୍ଜୁର ଗଜବ୍‌ ଲଭ୍‌’ରେ ଅଭିନୟ କରୁଛନ୍ତି। ନୂଆ ତଥା ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ଚାଲିଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ନିକଟରେ ପୁରୀରେ ଏହି ଫିଲ୍ମର ମହୁରତ ଶେଷ ହୋଇଛି। ଫିଲ୍ମ ‘ଅଜବ୍‌ ସଞ୍ଜୁର ଗଜବ୍‌ ଲଭ୍‌’ […]

Songs-of-Odia-Movie-Thokool-Make-Wave-On-Deezer

Biswobandita Swain
  • Published: Saturday, 17 November 2018
  • Updated: 17 November 2018, 06:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କିଛି ଦିନର ବ୍ୟବଧାନ ପରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ପୁଣି ପରଦାକୁ ଫେରୁଛନ୍ତି। ତା' ପୁଣି ଓଲିଉଡ୍‌ 'ଚକୋଲେଟ୍‌ ବୟ' ବାବୁଶାନ୍‌ ମହାନ୍ତିଙ୍କ ଯୋଡ଼ି ସାଜି। ଅର୍ଚ୍ଚିତା-ବାବୁଶାନ୍‌ ଯୋଡ଼ି ଆଗାମୀ ଓଡ଼ିଆ ଫିଲ୍ମ ‘ଅଜବ୍‌ ସଞ୍ଜୁର ଗଜବ୍‌ ଲଭ୍‌’ରେ ଅଭିନୟ କରୁଛନ୍ତି।

ନୂଆ ତଥା ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ଚାଲିଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ନିକଟରେ ପୁରୀରେ ଏହି ଫିଲ୍ମର ମହୁରତ ଶେଷ ହୋଇଛି।

ଫିଲ୍ମ 'ଅଜବ୍‌ ସଞ୍ଜୁର ଗଜବ୍‌ ଲଭ୍‌’ ସମ୍ପର୍କରେ ସୂଚନା ଦେବା ସହ ଅର୍ଚ୍ଚିତା ତାଙ୍କ ନୂଆ କାମ ପାଇଁ ଦର୍ଶକଙ୍କଠାରୁ ଆଶୀର୍ବାଦ ଲୋଡ଼ିଛନ୍ତି।

 'ଅଜବ୍‌ ସଞ୍ଜୁର ଗଜବ୍‌ ଲଭ୍‌’ର ପ୍ରଯୋଜନା କରୁଥିବା 'ସାଇ ଶ୍ରଦ୍ଧା ପ୍ରଡକ୍ସନ୍ସ'ର ଏହା ହେଉଛି ଦ୍ୱିତୀୟ ଫିଲ୍ମ। ପୂର୍ବରୁ ଏହି ପ୍ରଡକ୍ସନ ହାଉସ୍‌ ଜ୍ୟୋତି ଏବଂ ଅନୁଭାଙ୍କୁ ନେଇ ‘ସାଥୀ ତୁ ଫେରିଆ’ ଫିଲ୍ମ ନିର୍ମାଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story