'ଚାମ୍ପିଅନ୍' ଅର୍ଚ୍ଚିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ନିଆରା ଏବଂ ଦମ୍‌ଦାର ଚରିତ୍ରରେ ଆସୁଛନ୍ତି ଅର୍ଚ୍ଚିତା। ଡୋଙ୍ଗୟୁ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ଓଡ଼ିଆ ଫିଲ୍ମ ‘ଚାମ୍ପିଅନ୍’ରେ ଜଣେ ବକ୍ସର ଭୂମିକାରେ ଅଭିନୟ କରୁଛନ୍ତି ଅର୍ଚ୍ଚିତା। ଗୋଟେ ଛୋଟିଆ ଗାଁରେ ଜନ୍ମ ନେଇଥିବା ଝିଅ କେମିତି ଜୀବନର ସବୁ ସ୍ତରରେ ଲଢ଼ି ଲଢ଼ି କିପରି ଆଗକୁ ବଢୁଛି ଏବଂ ଜଣେ ସ୍ପୋର୍ଟସ୍‌ ଗାର୍ଲ ହୋଇ ଦେଖାଉଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହେବ। ଫିଲ୍ମରେ ଅର୍ଚ୍ଚିତାଙ୍କୁ ଆପଣମାନେ ଭିନ୍ନ ଭିନ୍ନ […]

archita-696x401

Rakesh Mallick
  • Published: Thursday, 03 May 2018
  • , Updated: 03 May 2018, 12:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ନିଆରା ଏବଂ ଦମ୍‌ଦାର ଚରିତ୍ରରେ ଆସୁଛନ୍ତି ଅର୍ଚ୍ଚିତା। ଡୋଙ୍ଗୟୁ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା

ଓଡ଼ିଆ ଫିଲ୍ମ 'ଚାମ୍ପିଅନ୍'ରେ ଜଣେ ବକ୍ସର ଭୂମିକାରେ ଅଭିନୟ କରୁଛନ୍ତି ଅର୍ଚ୍ଚିତା। ଗୋଟେ ଛୋଟିଆ ଗାଁରେ ଜନ୍ମ ନେଇଥିବା

ଝିଅ କେମିତି ଜୀବନର ସବୁ ସ୍ତରରେ ଲଢ଼ି ଲଢ଼ି କିପରି ଆଗକୁ ବଢୁଛି ଏବଂ ଜଣେ ସ୍ପୋର୍ଟସ୍‌ ଗାର୍ଲ ହୋଇ ଦେଖାଉଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହେବ।

ଫିଲ୍ମରେ ଅର୍ଚ୍ଚିତାଙ୍କୁ ଆପଣମାନେ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିପାରିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କେ ମୂରଲି କ୍ରିଷ୍ଣା। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଏନ୍‌.ଗଙ୍ଗାଧର ଏବଂ ପି.ଦିପ୍ତୀରାଣୀ।

Related story