ଅର୍ଜୁନ ମୋର ଜଣେ ଭଲ ବନ୍ଧୁ: ମଲାଇକା

ମୁମ୍ବାଇ:  କିଛିମାସ ଧରି ମଲାଇକା ଅରୋରା ଖାନ୍‌ ନିଜ ପତି ଅରବାଜ ଖାନ୍‌ଙ୍କ ଠାରୁ ଅଲଗା ରହିଆସୁଛନ୍ତି। ବର୍ତ୍ତମାନର ଖବର ମୁତାବକ ଦୁହେଁ ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ନିବେଦନ କରିଛନ୍ତି। ସେପଟେ ଦୁହିଁଙ୍କ ଅଲଗା ହେବା ପଛର କାରଣ ହେଉଛନ୍ତି ଅର୍ଜୁନ କପୁର। ଅର୍ଜୁନ ଓ ମଲାଇକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି ବୋଲି ଇଣ୍ଡଷ୍ଟ୍ରିରୁ ଶୁଣିବାକୁ ମିଳୁଛି। ତେବେ ଅର୍ଜୁନ ଓ ତାଙ୍କ ଭିତରେ କୌଣସି ପ୍ରକାର ପ୍ରେମ ସଂପର୍କ ନାହିଁ କିଛି […]

malaika-arora

Rakesh Mallick
  • Published: Thursday, 24 November 2016
  • , Updated: 24 November 2016, 05:33 PM IST

ମୁମ୍ବାଇ:  କିଛିମାସ ଧରି ମଲାଇକା ଅରୋରା ଖାନ୍‌ ନିଜ ପତି ଅରବାଜ ଖାନ୍‌ଙ୍କ ଠାରୁ ଅଲଗା ରହିଆସୁଛନ୍ତି। ବର୍ତ୍ତମାନର ଖବର ମୁତାବକ ଦୁହେଁ ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ନିବେଦନ କରିଛନ୍ତି।

ସେପଟେ ଦୁହିଁଙ୍କ ଅଲଗା ହେବା ପଛର କାରଣ ହେଉଛନ୍ତି ଅର୍ଜୁନ କପୁର। ଅର୍ଜୁନ ଓ ମଲାଇକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି ବୋଲି ଇଣ୍ଡଷ୍ଟ୍ରିରୁ ଶୁଣିବାକୁ ମିଳୁଛି।

ତେବେ ଅର୍ଜୁନ ଓ ତାଙ୍କ ଭିତରେ କୌଣସି ପ୍ରକାର ପ୍ରେମ ସଂପର୍କ ନାହିଁ କିଛି ଲୋକ ସେମାନଙ୍କ ସମ୍ପର୍କକୁ ଖରାପ୍‌ କରୁଥିବା ମଲାଇକା କହିଛନ୍ତି। ଅର୍ଜୁନ୍‌ ତାଙ୍କର ଜଣେ ଭଲ ବନ୍ଧୁ ବୋଲି ସେ କହିଛନ୍ତି।

Related story