ଆସନ୍ତାକାଲି ପରଦାକୁ ଆସିବ ତରଙ୍ଗ ସିନେ ପ୍ରଡକ୍ସନର ‘ତୁ ମୋ ଲଭଷ୍ଟୋରୀ’

ଭୁବନେଶ୍ୱର: ଆସନ୍ତାକାଲି ପରଦାକୁ ଆସିବ ତରଙ୍ଗ ସିନେ ପ୍ରଡକ୍ସନ ଏବଂ ଡିକେ ମୁଭିଜ୍‌ର ମିଳିତ ପ୍ରଯୋଜନାରେ ନିର୍ମିତ ‘ତୁ ମୋ ଲଭଷ୍ଟୋରୀ’। ଏହି ଟିନ୍‌ ଏଜ ଲଭଷ୍ଟୋରୀରେ ନବାଗତ ସୌରଭ ଏବଂ ଭୂମିକା ଲିଡ୍‌ ରୋଲରେ ନଜରକୁ ଆସୁଛନ୍ତି। କ୍ଲାସରୁମ୍‌ ଭିତରେ ହାତରେ କେତେବେଳେ ବହି ତ ଆଉ କେତେବେଳେ ବ୍ୟାଗ୍‌। ତାରି ଭିତରେ ଚାଲିଛି ଆଖିରେ ଆଖିରେ କଥା। ଡିଫରେଣ୍ଟ ଷ୍ଟୋରୀ ଲାଇନ, ନୂଆ ଷ୍ଟାରକାଷ୍ଟ, ଫ୍ରେସ୍‌ ଲୋକେସନ୍‌। ଏମିତି କିଛି ଏଲିମେଣ୍ଟସ୍‌କୁ ନେଇ ଏକ୍ସପେରିମେଣ୍ଟ […]

taranga

taranga

Rakesh Mallick
  • Published: Thursday, 06 April 2017
  • Updated: 07 April 2017, 07:28 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ପରଦାକୁ ଆସିବ ତରଙ୍ଗ ସିନେ ପ୍ରଡକ୍ସନ ଏବଂ ଡିକେ ମୁଭିଜ୍‌ର ମିଳିତ ପ୍ରଯୋଜନାରେ ନିର୍ମିତ ‘ତୁ ମୋ ଲଭଷ୍ଟୋରୀ’। ଏହି ଟିନ୍‌ ଏଜ ଲଭଷ୍ଟୋରୀରେ ନବାଗତ ସୌରଭ ଏବଂ ଭୂମିକା ଲିଡ୍‌ ରୋଲରେ ନଜରକୁ ଆସୁଛନ୍ତି।

କ୍ଲାସରୁମ୍‌ ଭିତରେ ହାତରେ କେତେବେଳେ ବହି ତ ଆଉ କେତେବେଳେ ବ୍ୟାଗ୍‌। ତାରି ଭିତରେ ଚାଲିଛି ଆଖିରେ ଆଖିରେ କଥା। ଡିଫରେଣ୍ଟ ଷ୍ଟୋରୀ ଲାଇନ, ନୂଆ ଷ୍ଟାରକାଷ୍ଟ, ଫ୍ରେସ୍‌ ଲୋକେସନ୍‌। ଏମିତି କିଛି ଏଲିମେଣ୍ଟସ୍‌କୁ ନେଇ ଏକ୍ସପେରିମେଣ୍ଟ କରିଛି ତରଙ୍ଗ ସିନେ ପ୍ରଡକ୍ସନ।

ତାପସ ସରଗରିଆ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଫିଲ୍ମରେ ରହିଛି ୫ଟି ଗୀତ। ଭିନ୍ନ ସ୍ୱରର ଗୀତ ଗୁଡିକରେ ସୌରଭ ଓ ଭୂମିକାଙ୍କ ଜବରଦସ୍ତ ଡ୍ୟାନ୍ସ ପୂର୍ବରୁ ଦର୍ଶକଙ୍କ ମନକୁ ଜିଣି ସାରିଛି। ଫିଲ୍ମରେ ଭରି ରହିଛି ରୋମାନ୍ସ, କମେଡି, ଆକ୍ସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story