ଅଭିଷେକଙ୍କ ଝିଅ ଜନ୍ମଦିନରେ ମିଳିଲା ୧ କୋଟିର ଗିଫ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଅରାଧ୍ୟାର ୫ମ ଜନ୍ମଦିନରେ ତାଙ୍କୁ ୧କୋଟିର ଗିଫ୍ଟ ମିଳିଛି। ଏହି ଗିଫ୍ଟ ଅଭିଷେକଙ୍କୁ ଟଙ୍କା କିମ୍ବା ଚେକ ଆକାରରେ ମିଳିନାହିଁ। ଅଭିଷେକଙ୍କ ଟ୍ୱିଟର ପେଜରେ ଫ୍ୟାନମାନେ ତାଙ୍କୁ ଝିଅ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରାୟ ଏକ କୋଟି ଫ୍ୟାନ ଅଭିଷେକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଭିଷେକ ଟ୍ୱିଟରରେ ଲେଖିଛନ୍ତି, “ମୋ ଝିଅ ଜନ୍ମଦିନରେ ୧ କୋଟିର ଗିଫ୍ଟ ମିଳିଛି। ଆମ ଗ୍ରୁପରେ ଫ୍ୟାନ ବଢ଼ୁଛନ୍ତି। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ […]

abhishek

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 06:02 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଅରାଧ୍ୟାର ୫ମ ଜନ୍ମଦିନରେ ତାଙ୍କୁ ୧କୋଟିର ଗିଫ୍ଟ ମିଳିଛି। ଏହି ଗିଫ୍ଟ ଅଭିଷେକଙ୍କୁ ଟଙ୍କା କିମ୍ବା ଚେକ ଆକାରରେ ମିଳିନାହିଁ। ଅଭିଷେକଙ୍କ ଟ୍ୱିଟର ପେଜରେ ଫ୍ୟାନମାନେ ତାଙ୍କୁ ଝିଅ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରାୟ ଏକ କୋଟି ଫ୍ୟାନ ଅଭିଷେକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଭିଷେକ ଟ୍ୱିଟରରେ ଲେଖିଛନ୍ତି, “ମୋ ଝିଅ ଜନ୍ମଦିନରେ ୧ କୋଟିର ଗିଫ୍ଟ ମିଳିଛି। ଆମ ଗ୍ରୁପରେ ଫ୍ୟାନ ବଢ଼ୁଛନ୍ତି। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।”

ବିଗ୍ ବି ଅମିତାବଚ୍ଚନ ବି ତାଙ୍କ ନାତୁଣୀ ଆରାଧ୍ୟଙ୍କ ଫଟୋକୁ ତାଜା କରିବା ପାଇଁ  ଲେଖିଛନ୍ତି, “ବର୍ତ୍ତମାନର ପୀଢ଼ିର  ପିଲାମାନଙ୍କ ପାଖରେ  ଅସାଧାରଣ ଜ୍ଞାନ ଓ ଆତ୍ମବିଶ୍ୱାସ ଭରି ରହିଛି। ସେମାନଙ୍କ ଆଖପାଖରେ ଯାହା ହେଉଛି ସେମାନେ ସବୁ ଜାଣି ପାରୁଛନ୍ତି।”

Related story