ରିଲିଜ୍ ହେଲା ‘ଅଜହର’

ମୁମ୍ୱାଇ: ସିଲଭର୍‌ ସ୍କ୍ରିନ୍‌ରେ ଆଜି ଫିଲ୍ମ ‘ଅଜହର’ ରିଲିଜ୍ ହୋଇଛି। ପୂର୍ବତନ କ୍ରିକେଟର୍ ମହମ୍ମଦ ଆଜହରୁଦ୍ଦିନ୍‌ଙ୍କ ଜୀବନୀକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମରେ ଅଜହର ଭୂମିକାରେ ଇମ୍ରାନ୍‌ ହାସମୀଙ୍କୁ ଦେଖିବାକୁ ମିଳିଛି। ଇମ୍ରାନଙ୍କ ଅପୋଜିଟ୍‌ରେ ଦୁଇ ସୁନ୍ଦରୀ ପ୍ରାଚୀ ଦେଶାଇ ଓ ନର୍ଗିସ୍‌ ଫଖ୍‌ରୀ ଅଛନ୍ତି। କ୍ରିକେଟ୍, ମ୍ୟାଚ୍‌ ଫିକ୍ସିଂ ଓ ଅଜହରଙ୍କ ଦ୍ୱିତୀୟ ବିବାହକୁ ନେଇ ଫିଲ୍ମ ଗତିଶୀଳ ହୋଇଛି। ଟୋନି ଡିସୋଜା ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା […]

azahar

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 09:26 AM IST

ମୁମ୍ୱାଇ: ସିଲଭର୍‌ ସ୍କ୍ରିନ୍‌ରେ ଆଜି ଫିଲ୍ମ ‘ଅଜହର’ ରିଲିଜ୍ ହୋଇଛି। ପୂର୍ବତନ କ୍ରିକେଟର୍ ମହମ୍ମଦ ଆଜହରୁଦ୍ଦିନ୍‌ଙ୍କ ଜୀବନୀକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମରେ ଅଜହର ଭୂମିକାରେ ଇମ୍ରାନ୍‌ ହାସମୀଙ୍କୁ ଦେଖିବାକୁ ମିଳିଛି। ଇମ୍ରାନଙ୍କ ଅପୋଜିଟ୍‌ରେ ଦୁଇ ସୁନ୍ଦରୀ ପ୍ରାଚୀ ଦେଶାଇ ଓ ନର୍ଗିସ୍‌ ଫଖ୍‌ରୀ ଅଛନ୍ତି।

କ୍ରିକେଟ୍, ମ୍ୟାଚ୍‌ ଫିକ୍ସିଂ ଓ ଅଜହରଙ୍କ ଦ୍ୱିତୀୟ ବିବାହକୁ ନେଇ ଫିଲ୍ମ ଗତିଶୀଳ ହୋଇଛି। ଟୋନି ଡିସୋଜା ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା କପୁରଙ୍କ ବାଲାଜୀ ମୋଶନ୍ ପିକଚର୍ସ ଓ ସୋନି ପିକଚର୍ସ ନେଟ୍‌ୱାର୍କ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହୋଇଛି।

Related story