ପ୍ରକୃତିଙ୍କ ପ୍ରେମରେ ବାୟା ବାବୁଶାନ! ରାସ୍ତା ଉପରେ ହାଇଡ୍ରାମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ ସୁପରଷ୍ଟାର ବାବୁଶାନଙ୍କ ଉପରେ ସନ୍ଦେହ କରୁଛନ୍ତି ତାଙ୍କ ପତ୍ନୀ ତୃପ୍ତି। ଆଉ ଆଜି ଏହା ନେଇଛି ବିସ୍ଫୋରକ ରୂପ।ଘର ଚାରିକାନ୍ଥରୁ ବାହାରି ରାଜରାସ୍ତାରେ ଗଡ଼ିଛି ଷ୍ଟାର ଘର କଳି। ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିତ୍କାର କଲେ ତାଙ୍କ ପତ୍ନୀ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇଥିବା ଦେଖିବାକୁ ମିଳିଛି। ଏପରି ହାଇଡ୍ରାମା […]

babusan

babusan

Niharika Rout
  • Published: Saturday, 23 July 2022
  • Updated: 23 July 2022, 03:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ ସୁପରଷ୍ଟାର ବାବୁଶାନଙ୍କ ଉପରେ ସନ୍ଦେହ କରୁଛନ୍ତି ତାଙ୍କ ପତ୍ନୀ ତୃପ୍ତି। ଆଉ ଆଜି ଏହା ନେଇଛି ବିସ୍ଫୋରକ ରୂପ।ଘର ଚାରିକାନ୍ଥରୁ ବାହାରି ରାଜରାସ୍ତାରେ ଗଡ଼ିଛି ଷ୍ଟାର ଘର କଳି।

ବାବୁଶାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିତ୍କାର କଲେ ତାଙ୍କ ପତ୍ନୀ। ରାସ୍ତା ଉପରେ ସେ ବାବୁଶାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଗୋଡ଼ାଇଥିବା ଦେଖିବାକୁ ମିଳିଛି। ଏପରି ହାଇଡ୍ରାମା ରାଜଧାନୀର ସତ୍ୟନଗରରେ ଅଞ୍ଚଳରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଏକ କାର୍‌ରେ ବାବୁଶାନ ଓ ପ୍ରକୃତି ରାସ୍ତା ଉପରେ ଥିବା ବେଳେ ହଠାତ୍‌ ତାଙ୍କ ପତ୍ନୀ ସେଠାରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ହାଇ ଭୋଲଟେଜ ଡ୍ରାମା । ବାବୁଶାନଙ୍କ ପତ୍ନୀ କାର୍‌ ଡୋର୍ ଖୋଲି ତାଙ୍କ ଶାର୍ଟକୁ ଟାଣି ତାଙ୍କୁ ତଳକୁ ଆସିବାକୁ କହିଥିଲେ। ବାବୁଶାନ ଡ୍ରାଇଭର ସିଟ୍‌ରେ ବସିଥିବା ବେଳେ ପ୍ରକୃତି ମିଶ୍ର ପାଖ ସିଟ୍‌ରେ ବସିଥିଲେ। ପରେ ବାବୁଶାନଙ୍କ ପତ୍ନୀ କାର୍‌ ପଛ ଡୋର୍ ଖୋଲି ଭିତରକୁ ଯାଇ ପ୍ରକୃତିଙ୍କ ଉପରେ ହମ୍‌ଲା କରିଥିଲେ। ସେ ଜୋରରେ ପ୍ରକୃତିଙ୍କ ଚୁଟି ଟାଣିଥିଲେ। ଏହି ସମୟରେ ଅସହାୟ ହୋଇପଡ଼ିଥିବା ପ୍ରକୃତି ଉପସ୍ଥିତ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ପ୍ରକୃତି କୌଣସି ମତେ କାର୍‌ରୁ ଖସି ଦୌଡ଼ି ପଳାଉଥିବା ବେଳେ ବାବୁଶାନଙ୍କ ପତ୍ନୀ ତାଙ୍କୁ ଗୋଡ଼ାଇବା ସହ ଗାଳି କରୁଥିଲେ। ପ୍ରକୃତି ଏକ ଅଟୋ ପାଖକୁ ଯାଇ ସେଥିରେ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବାବୁଶାନଙ୍କ ପତ୍ନୀ ସେଠାରେ ପହଞ୍ଚି ଜୋରରେ ଚିତ୍କାର କରି କହୁଥିଲେ ଯେ ଇଏ ମୋ ପରିବାର ଭାଙ୍ଗୁଛି। ଅନ୍ୟପକ୍ଷରେ ତାଙ୍କ (ବାବୁଶାନଙ୍କ ପତ୍ନୀଙ୍କ) ମୁଣ୍ଡ ଖରାପ ହୋଇଯାଇଥିବା ପ୍ରକୃତି କହୁଥିବା ଶୁଣିବାକୁ ମିଳିଛି।  ପରେ ପ୍ରକୃତି ଏକୁଟିଆ ଚାଲି ଚାଲି ସେଠାରୁ ପଳାଉଥିବା ଦେଖିବାକୁ ମିଳିଛି।

କିଛି ଦିନ ହେବ ବାବୁଶାନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁ ଠିକ୍‌ଠାକ୍ ଚାଲି ନଥିବା କୁହାଯାଉଛି। ଏମିତିକି ବାବୁଶାନନ ଘରକୁ ଯାଉ ନ ଥିବା ଜଣାଯାଇଛି।

ଘଟଣା ସଂପର୍କରେ ବାବୁଶାନ କହିଛନ୍ତି, ପ୍ରକୃତି ପିଲା ବେଳୁ ମୋ ଭଲ ସାଙ୍ଗ । ତାଙ୍କ ସହ କଥା ହେଲେ ଅସୁବିଧା କ’ଣ ମୁଁ ବୁଝିପାରୁନି। ମୋ ପତ୍ନୀ ଫିଲ୍ମ ଲାଇନ୍‌ର ନୁହନ୍ତି। ତେଣୁ ସେ ବୁଝି ପାରୁ ନାହାନ୍ତି ମୋ କାମ କ’ଣ । ମୁଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରେ । ମୋତେ ବହୁ ଝିଅଙ୍କ ସହ କାମ କରିବାକୁ ପଡ଼ିଥାଏ। ହେଲେ ମୋ ପତ୍ନୀ ଏହା ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ଆମେ ଏକ ଫିଲ୍ମର ପ୍ରମୋସନ ପାଇଁ ଯାଉଥିଲୁ । ମୁଁ ଜାଣିଛି ମୁଁ ଠିକ୍‌ ଅଛି। ମୋ ପତ୍ନୀଙ୍କ ଉପରେ ମୋର କୌଣସି ରାଗ ନାହିଁ। ଏନେଇ ମୁଁ ଆଇନର ଦ୍ୱାରସ୍ଥ ହେବିନି । ହେଲେ ପ୍ରକୃତି କ’ଣ ପଦକ୍ଷେପ ନେବେ, ତାହା ତାଙ୍କ ନିଷ୍ପତ୍ତି ବୋଲି କହିଛନ୍ତି ବାବୁଶାନ।

ସେହିଭଳି ପ୍ରକୃତି କହିଛନ୍ତି, ମୁଁ ଜଣେ କଳାକାର । କାମ କରିବାକୁ ବାହାରିଥିଲି। ଆମେ ଏକ ନୂଆ ମୁଭିର ଘୋଷଣା କରିବାକୁ ଯାଉଥିଲୁ। ବାବୁଶାନଙ୍କ ପତ୍ନୀ ଓ ତାଙ୍କ ବାପା ବହୁତ ଗୁଣ୍ଡାଙ୍କ ସହ ପହଞ୍ଚି ପ୍ରଥମେ ବାବୁଶାନଙ୍କ ସାର୍ଟ ଟାଣିଲେ। ତାଙ୍କ ବାପା ମୋତେ ଟଣାଓଟରା କରି ଅସଦାଚରଣ କରିଛନ୍ତି। ମାନସିକ ଭାବେ ମୁଁ ଖୁବ୍‌ ଆଘାତ ପାଇଛି। ମୁଁ ଜାଣିଛି ମୁଁ ଠିକ୍‌ ଅଛି, ତେଣୁ ମୋର କାହାକୁ ଡରିବାର ନାହିଁ।

ଏହି ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହେବେ ବୋଲି ପ୍ରକୃତି କହିଥିବା ବେଳେ ତାଙ୍କ ବାପାମା’  ଖାରବେଳନଗର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଝିଅର ମାନହାନୀ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରକୃତିଙ୍କ ବାପାମା’। 

ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି, ଲଳିତ ଶତପଥୀ ନାମକ ବ୍ୟକ୍ତିଙ୍କ ନାଁରେ ଥାନାରେ ଏତଲା କରିଛି। ଲଳିତ ଶତପଥୀ ତାଙ୍କ ଝିଅ ଓ ଗୁଣ୍ଡାଙ୍କୁ ଧରି ଆକ୍ରମଣ କରିଛନ୍ତି। ସେମାନେ ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଆଶା କରୁଛି। ଚେନ୍ନାଇରୁ ଫେରିଲା ପରେ ପ୍ରକୃତି ମାନହାନୀ ମାମଲା କରିବ।

https://youtu.be/Olep7AO_4ao

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story