ଦେଖନ୍ତୁ ଡିଜେ ସଙ୍ଗରେ କେମିତି ବୋବାଲ କରୁଛନ୍ତି ବାବୁସାନ ଓ ଭୂମିକା

ଭୁବନେଶ୍ବର(ଓଡିଶା ରିପୋର୍ଟର), ପୂଜା ବଜାରରେ ଏଥର ଯ଼େଉଁଠି ବ୍ୟାଣ୍ଡ ବାଜିବ କିମ୍ବା ଭସାଣି ବେଳ ଆସିବ ସେଠି ଡିଜେ ଗୀତ ବାଜିବ । ଏହି ଗୀତକୁ ଶୁଣିଲେ ଆପଣବି ନାଚିବା ଆରମ୍ଭ କରିବେ । ଆମେ କହୁଛୁ ପୂଜାକୁ ଆସୁଥିବା ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ହିରୋନଂ1 ର ଏକ ମ୍ୟୁଜିକାଲ ମେଲୋଡିଅସ ଟ୍ରାକ୍ କଥା । ଗୀତ ଟିକୁ ଏକଦମ ଧମାକେଦାର କରିଛନ୍ତି ପ୍ରଡକ୍ସନ ଟିମ୍। ଗୀତଟିକୁ ଲେଖିଛନ୍ତି ନିର୍ମଳ ନାୟକ। ଏହାର ମ୍ୟୁଜିକ ଡିରେକ୍ଟର ହେଲେ ଅଭିଜିତ ମଜୁମଦାର, ଏବଂ ଏହାକୁ ଗାଇଛନ୍ତି ହ୍ୟୁମାନ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ।  ଗୀତର ଅଡିଓ ମେକିଙ୍ଗ ସରିଛି ଏବେ ସାମ୍ନାକୁ ଆସିଛି ଏହି ଗୀତର ଭିଡିଓ। ଯେଉଁଥିରେ ବାବୁସାନ ଓ ଭୂମିକାଙ୍କୁ  ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି।

ଡିଜେ ସଙ୍ଗଟି ପୁରା ଡିଜେ ମାହୋଲରେ ପ୍ରସ୍ତୁତ କରାଯାଇଛି ଚାରିଆଡେ ଲାଇଟ୍, ପାର୍ଟି ଗେଟପରେ ଫିଲ୍ମର ନାୟକ ଓ ନାୟିକା। ଆଉଏହି ସ୍ପିଡ ମ୍ୟୁଜିକର ତାଳେ ତାଳେ ଦୁହେଁ ଖୁବ୍ ଖୁସିର ସହ ନାଚି ଚାଲିଛନ୍ତି। ଷ୍ଟେପକୁ ଧରିବାରେ ଟିକେ ସମୟ ଲାଗୁଛି ସତ କିନ୍ତୁ ଶେଷରେ ପୁରା ଟିମ ପରଫେକ୍ଟ ଷ୍ଟେପ ଦେବା ଲକ୍ଷରେ। ଫିଲ୍ମରେ ଏହି ଗୀତଟିକୁ ଚିତ୍ରାୟନ ପାଇଁ କୋରିଓଗ୍ରାଫି ଦେଇଛନ୍ତି ଗିରୀଶ ମହାନ୍ତି, ଏହି ଡ୍ୟାନ୍ସ ଭିଡିଓକୁ  ତ ଆପଣ ଆଗକୁ ଦେଖିବେ  କିନ୍ତୁ  ଏବେ ଆସନ୍ତୁ ଦେଖିବା ଏହି ଭିଡିଓର ଏକ ଝଲକ ।

https://www.youtube.com/watch?v=IWBLl42lZw8

Ordigital Desk
• Published: Monday, 11 September 2017
• Updated: 11 September 2017, 07:14 PM IST

Sports

Latest News

ଭୁବନେଶ୍ବର(ଓଡିଶା ରିପୋର୍ଟର), ପୂଜା ବଜାରରେ ଏଥର ଯ଼େଉଁଠି ବ୍ୟାଣ୍ଡ ବାଜିବ କିମ୍ବା ଭସାଣି ବେଳ ଆସିବ ସେଠି ଡିଜେ ଗୀତ ବାଜିବ । ଏହି ଗୀତକୁ ଶୁଣିଲେ ଆପଣବି ନାଚିବା ଆରମ୍ଭ କରିବେ । ଆମେ କହୁଛୁ ପୂଜାକୁ ଆସୁଥିବା ତରଙ୍ଗ ସିନେ ପ୍ରଡକ୍ସନର ଫିଲ୍ମ ହିରୋନଂ1 ର ଏକ ମ୍ୟୁଜିକାଲ ମେଲୋଡିଅସ ଟ୍ରାକ୍ କଥା । ଗୀତ ଟିକୁ ଏକଦମ ଧମାକେଦାର କରିଛନ୍ତି ପ୍ରଡକ୍ସନ ଟିମ୍। ଗୀତଟିକୁ ଲେଖିଛନ୍ତି ନିର୍ମଳ ନାୟକ। ଏହାର ମ୍ୟୁଜିକ ଡିରେକ୍ଟର ହେଲେ ଅଭିଜିତ ମଜୁମଦାର, ଏବଂ ଏହାକୁ ଗାଇଛନ୍ତି ହ୍ୟୁମାନ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ।  ଗୀତର ଅଡିଓ ମେକିଙ୍ଗ ସରିଛି ଏବେ ସାମ୍ନାକୁ ଆସିଛି ଏହି ଗୀତର ଭିଡିଓ। ଯେଉଁଥିରେ ବାବୁସାନ ଓ ଭୂମିକାଙ୍କୁ  ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି।

ଡିଜେ ସଙ୍ଗଟି ପୁରା ଡିଜେ ମାହୋଲରେ ପ୍ରସ୍ତୁତ କରାଯାଇଛି ଚାରିଆଡେ ଲାଇଟ୍, ପାର୍ଟି ଗେଟପରେ ଫିଲ୍ମର ନାୟକ ଓ ନାୟିକା। ଆଉଏହି ସ୍ପିଡ ମ୍ୟୁଜିକର ତାଳେ ତାଳେ ଦୁହେଁ ଖୁବ୍ ଖୁସିର ସହ ନାଚି ଚାଲିଛନ୍ତି। ଷ୍ଟେପକୁ ଧରିବାରେ ଟିକେ ସମୟ ଲାଗୁଛି ସତ କିନ୍ତୁ ଶେଷରେ ପୁରା ଟିମ ପରଫେକ୍ଟ ଷ୍ଟେପ ଦେବା ଲକ୍ଷରେ। ଫିଲ୍ମରେ ଏହି ଗୀତଟିକୁ ଚିତ୍ରାୟନ ପାଇଁ କୋରିଓଗ୍ରାଫି ଦେଇଛନ୍ତି ଗିରୀଶ ମହାନ୍ତି, ଏହି ଡ୍ୟାନ୍ସ ଭିଡିଓକୁ  ତ ଆପଣ ଆଗକୁ ଦେଖିବେ  କିନ୍ତୁ  ଏବେ ଆସନ୍ତୁ ଦେଖିବା ଏହି ଭିଡିଓର ଏକ ଝଲକ ।

https://www.youtube.com/watch?v=IWBLl42lZw8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos