‘ବାଦଶାହୋ’ର ସୁଟିଂ ପାଇଁ ଇମ୍ରାନ ପହଁଞ୍ଚିଲେ ବ୍ଲୁ-ସିଟି

ମୁମ୍ବାଇ: ‘ବାଦ୍‌ଶାହୋ’ ସୁଟିଂ ପାଇଁ ଇମ୍ରାନ ହାସମୀ ପହଁଞ୍ଚିଛନ୍ତି ବ୍ଲୁ-ସିଟି ଯୋଧପୁରରେ। ଯୋଧପୁରରେ ପହଞ୍ଚିବା ପରେ ଇମରାନ୍‌ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫିଲ୍ମର ଦ୍ୱିତୀୟ ଭାଗ ସୁଟିଂ ଯୋଧପୁରରେ କରାଯିବ। ଇମ୍ରାନଙ୍କ ସହ ଏହି ଫିଲ୍ମରେ ଅଜୟ ଦେବଗନ୍‌, ଇଶା ଗୁପ୍ତା, ଇଲିଆନା ଡିକ୍ରୁଜା ଏବଂ ବିଦ୍ୟୁତ୍‌ ଜାମୱାଲ୍‌ ନଜର ଆସିବେ। ତେବେ ଫିଲ୍ମଟି ଆସନ୍ତା ବର୍ଷରେ ରିଲିଜ କରାଯିବ ବୋଲି ଜଣାପଡିଛି।

emraan-hashmi

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 04:57 PM IST

ମୁମ୍ବାଇ: ‘ବାଦ୍‌ଶାହୋ’ ସୁଟିଂ ପାଇଁ ଇମ୍ରାନ ହାସମୀ ପହଁଞ୍ଚିଛନ୍ତି ବ୍ଲୁ-ସିଟି ଯୋଧପୁରରେ। ଯୋଧପୁରରେ ପହଞ୍ଚିବା ପରେ ଇମରାନ୍‌ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଫିଲ୍ମର ଦ୍ୱିତୀୟ ଭାଗ ସୁଟିଂ ଯୋଧପୁରରେ କରାଯିବ। ଇମ୍ରାନଙ୍କ ସହ ଏହି ଫିଲ୍ମରେ ଅଜୟ ଦେବଗନ୍‌, ଇଶା ଗୁପ୍ତା, ଇଲିଆନା ଡିକ୍ରୁଜା ଏବଂ ବିଦ୍ୟୁତ୍‌ ଜାମୱାଲ୍‌ ନଜର ଆସିବେ। ତେବେ ଫିଲ୍ମଟି ଆସନ୍ତା ବର୍ଷରେ ରିଲିଜ କରାଯିବ ବୋଲି ଜଣାପଡିଛି।

Related story