ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲା ‘ବାଲିକା ବଧୂ’

ମୁମ୍ବାଇ: ହିନ୍ଦୀ ଧାରାବାହିକରେ ଲଙ୍ଗେଷ୍ଟ ରନିଂ ସୋ’ ଭାବେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ’। ଗତ ଶୁକ୍ରବାର ଦିନ କଲର୍ସରେ ପ୍ରସାରିତ ଏହି ଧାରାବାହିକଟି ୨୧୯୦ଟି ଏପିସୋଡ୍‌ ସମ୍ପୂର୍ଣ୍ଣ କରିଛି। ଏହି ଧାରାବାହିକଟି ଦୀର୍ଘ ୮ ବର୍ଷ ହେବ ଏହି ଚ୍ୟାନେଲ୍‌ରେ ପ୍ରସାରିତ ହେଉଛି। ୨୦୦୮ ମସିହା ଜୁଲାଇ ୨୧ ତାରିଖରେ ସିରିଏଲ୍‌ର ପ୍ରଥମ ଏପିସୋଡ୍‌ ପ୍ରସାରଣ ହୋଇଥିଲା। ଯାହା ଏପର୍ଯ୍ୟନ୍ତ ଜାରି ରହିଛି। ରାଜସ୍ଥାନରେ ଶିଶୁ ବିବାହକୁ […]

balikabadhu

balikabadhu

Rakesh Mallick
  • Published: Monday, 30 May 2016
  • Updated: 30 May 2016, 04:46 PM IST

Sports

Latest News

ମୁମ୍ବାଇ: ହିନ୍ଦୀ ଧାରାବାହିକରେ ଲଙ୍ଗେଷ୍ଟ ରନିଂ ସୋ’ ଭାବେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ’। ଗତ ଶୁକ୍ରବାର ଦିନ କଲର୍ସରେ ପ୍ରସାରିତ ଏହି ଧାରାବାହିକଟି ୨୧୯୦ଟି ଏପିସୋଡ୍‌ ସମ୍ପୂର୍ଣ୍ଣ କରିଛି। ଏହି ଧାରାବାହିକଟି ଦୀର୍ଘ ୮ ବର୍ଷ ହେବ ଏହି ଚ୍ୟାନେଲ୍‌ରେ ପ୍ରସାରିତ ହେଉଛି। ୨୦୦୮ ମସିହା ଜୁଲାଇ ୨୧ ତାରିଖରେ ସିରିଏଲ୍‌ର ପ୍ରଥମ ଏପିସୋଡ୍‌ ପ୍ରସାରଣ ହୋଇଥିଲା। ଯାହା ଏପର୍ଯ୍ୟନ୍ତ ଜାରି ରହିଛି।

ରାଜସ୍ଥାନରେ ଶିଶୁ ବିବାହକୁ ନେଇ ପ୍ରସାରିତ ହେଉଛି ଏହି ଧାରାବାହିକ।

ସୂଚନାଯୋଗ୍ୟ ଏହି ଧାରାବାହିକରେ ଅଭିନୟ କରୁଥିବା ପ୍ରତ୍ୟୁଷା ବାନାର୍ଜି ଆତ୍ମହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story