ମୟା ନଗରୀର ସୁନା ହରିଣୀଙ୍କ ପ୍ରକୃତ ଚେହେରା ଦେଖିଛନ୍ତି କି?

ମୁମ୍ୱାଇ: ମୟାନଗରୀରେ ସୁନାହରିଣୀଙ୍କୁ ଦେଖିବା ପାଇଁ ଆଜିର ଯୁବ ପିଢ଼ି ବାୟା। ରୂପେଲି ପରଦାରେ ଟିକେ ଝଲକ ପାଇବା ପାଇଁ ସମସ୍ତେ ଅନାଇ ଥାଆନ୍ତି। କିନ୍ତୁ ପ୍ରକୃତରେ କଣ ସେହି ସୁନାହରିଣୀମାନେ ସୁନ୍ଦରୀ। ନା ସେମାନେ ସୁନ୍ଦର ଦେଖାଯିବା ପାଇଁ ସଜେଇ ହୁଅନ୍ତି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। କାରଣ ପ୍ରକୃତ କଥା ହେଉଛି କେତେକ ସୁନ୍ଦରୀ ସୁନ୍ଦର ଦେଖାଯିବା ପାଇଁ ନିଜ ମୁହଁକୁ ପ୍ଲାଷ୍ଟିକ୍‌ ସର୍ଜରୀ କରିଥାଆନ୍ତି। ଏଥିପାଇଁ ସେମାନଙ୍କ ଶରୀରକୁ ଯେତେ […]

heroin

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 10:54 AM IST

ମୁମ୍ୱାଇ: ମୟାନଗରୀରେ ସୁନାହରିଣୀଙ୍କୁ ଦେଖିବା ପାଇଁ ଆଜିର ଯୁବ ପିଢ଼ି ବାୟା। ରୂପେଲି ପରଦାରେ ଟିକେ ଝଲକ ପାଇବା ପାଇଁ ସମସ୍ତେ ଅନାଇ ଥାଆନ୍ତି। କିନ୍ତୁ ପ୍ରକୃତରେ କଣ ସେହି ସୁନାହରିଣୀମାନେ ସୁନ୍ଦରୀ। ନା ସେମାନେ ସୁନ୍ଦର ଦେଖାଯିବା ପାଇଁ ସଜେଇ ହୁଅନ୍ତି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। କାରଣ ପ୍ରକୃତ କଥା ହେଉଛି କେତେକ ସୁନ୍ଦରୀ ସୁନ୍ଦର ଦେଖାଯିବା ପାଇଁ ନିଜ ମୁହଁକୁ ପ୍ଲାଷ୍ଟିକ୍‌ ସର୍ଜରୀ କରିଥାଆନ୍ତି। ଏଥିପାଇଁ ସେମାନଙ୍କ ଶରୀରକୁ ଯେତେ କଷ୍ଟ ଦେବାକୁ ପଡ଼ିଲେ ମଧ୍ୟ ଦେଇଥାଆନ୍ତି। ଆଉ ସଫଳ ହୋଇଥାଆନ୍ତି। ଏହି ପରମ୍ପରା ଆମ ବଲିଉଡ୍‌ରେ ଦେଖାଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ହଲିଉଡ୍‌ରେ ମଧ୍ୟ ହେଉଛି। ତେବେ ଆସନ୍ତୁ ବଲିଉଡ୍‌ର କିଛି ଅଭିନେତ୍ରୀଙ୍କୁ ଦେଖିବା ଯେଉଁମାନେ ବଦଳାଇଛନ୍ତି ନିଜ ରୂପ।

କାଜୋଲ

କ୍ୟାଟ୍ରିନା କୈଫ

ଆଇଶା ଟାକିଆ

ପ୍ରିୟଙ୍କା ଚୋପ୍ରା

ଅନୁଷ୍କା ଶର୍ମା

ଶିଳ୍ପା ସେଟ୍ଟିକରିନା କପୁର

ପ୍ରୀତି ଜିଣ୍ଟା

ସ୍ମୃତି ହାସନ

Related story