ସୌନ୍ଦର୍ଯ୍ୟର ରହସ୍ୟ ଖୋଲିଲେ କୃତି, ମୁହଁରେ ଲଗାନ୍ତି ପ୍ରାକୃତିକ ଜିନିଷ

ମୁମ୍ବାଇ: ବି ଟାଉନର ହଟ୍‌ ଓ ସେକ୍ସି ଅଭିନେତ୍ରୀ  କୃତି ସେନ୍‌ନ। ନିଜର ସୌନ୍ଦର୍ଯ୍ୟ ପାଇଁ ସେ ବେଶ ଚର୍ଚ୍ଚିତ। କୃତି ନିଜ ସୌନ୍ଦର୍ଯ୍ୟର ରାଜ ଖୋଲିଛନ୍ତି, ତାହା ପୁଣି ଫ୍ୟାନମାନଙ୍କ ସାମ୍ନାରେ।

ସେ କହିଛନ୍ତି, ମୁଁ ନାଚୁରାଲ ପ୍ରଡକ୍ଟକୁ ଅଧିକ ଗୁରୁତ୍ୱ ଦିଏ। ବଜାରରେ ମିଳୁଥିବା ଦାମୀ ପ୍ରଡକ୍ଟ ବଦଳରେ ମୁଁ ମୋ ତ୍ୱଚାରେ ବେସନ ବ୍ୟବହାର କରିଥାଏ। ସପ୍ତାହରେ ୨-୩ ଥର ବେସନର ପ୍ୟାକ୍‌ ଚେହେରାରେ ଲଗାଇଥାଏ।

କୃତି ବେସନ ସହ ଦହି ଓ  ହଳଦୀକୁ ମିଶାଇ ପ୍ୟାକ୍ ତିଆରି କରିଥାନ୍ତି। ଏହାକୁ ନିଜର ଚେହେରାରେ ଲଗାଇଥାନ୍ତି।