ରିଲିଜ ହେଲା ଓଡ଼ିଆ ଫିଲ୍ମ ‘ଭାଇନା କଣ କଲା ସେ’

ଭୁବନେଶ୍ୱର: ଆଜି ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ଭାଇନା କଣ କଲା ସେ’। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଚନ୍ଦନ, ଜିନା, ବାଳକୃଷ୍ଣ, ତମନ୍ନା, ଉତ୍ତମ ମହାନ୍ତି ଓ କୁନା ତ୍ରିପାଠୀ ପ୍ରମୁଖ। ଫିଲ୍ମଟି ବଲିଉଡର କାଷ୍ଟିଂ କାଉଚ ଓ ଚିଟଫଣ୍ଡ୍‌ ଲିଙ୍କକୁ ନେଇ ନିର୍ମାଣ ହୋଇଥିବା ଚର୍ଚ୍ଚା ହେଉଛି। ଫିଲ୍ମରେ ପପୁ ପମପମ୍‌ଙ୍କ ମାନହାନୀ କରାଯାଇଥିବା ଅଭିଯୋଗ କରି ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫିଲ୍ମ ରିଲିଜ୍‌ ନେଇ ରହିତାଦେଶ ଦେବାକୁ ପପୁ କରିଥିବା […]

kan-kala-se

kan-kala-se

Rakesh Mallick
  • Published: Friday, 16 September 2016
  • Updated: 16 September 2016, 09:52 PM IST

Sports

Latest News

ଭୁବନେଶ୍ୱର: ଆଜି ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ଭାଇନା କଣ କଲା ସେ’। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଚନ୍ଦନ, ଜିନା, ବାଳକୃଷ୍ଣ, ତମନ୍ନା, ଉତ୍ତମ ମହାନ୍ତି ଓ କୁନା ତ୍ରିପାଠୀ ପ୍ରମୁଖ। ଫିଲ୍ମଟି ବଲିଉଡର କାଷ୍ଟିଂ କାଉଚ ଓ ଚିଟଫଣ୍ଡ୍‌ ଲିଙ୍କକୁ ନେଇ ନିର୍ମାଣ ହୋଇଥିବା ଚର୍ଚ୍ଚା ହେଉଛି।

ଫିଲ୍ମରେ ପପୁ ପମପମ୍‌ଙ୍କ ମାନହାନୀ କରାଯାଇଥିବା ଅଭିଯୋଗ କରି ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫିଲ୍ମ ରିଲିଜ୍‌ ନେଇ ରହିତାଦେଶ ଦେବାକୁ ପପୁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରି ନାହାନ୍ତି। କୋର୍ଟ ଅକ୍ଟୋବର ୩ରେ ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଫିଲ୍ମଟି ପପୁ ପମପମ୍‌ଙ୍କ ଜୀବନକୁ ନେଇ ନିର୍ମାଣ ହୋଇନାହିଁ ବୋଲି ନିର୍ଦ୍ଦେଶକ ସଞ୍ଜୟ ନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story