ବିଗ୍ ବିଙ୍କ ସହ ବଲିଉଡ୍ କୁଇନ୍

ମୁମ୍ୱାଇ: ଗୋଟେ ଆଣ୍ଟିସେପ୍ଟିକ କ୍ରିମର ବିଜ୍ଞାପନରେ ଦେଖାଦେଇଛନ୍ତି ବଲିଉଡର ମହାନାୟକ ବିଗ ବି ଅମିତାଭ ବଚ୍ଚନ ଏବଂ ତାଙ୍କ ସାଥ ଦେଇଛନ୍ତି ଟିନସେଲ ଟାଉନର କୁଇନ କଙ୍ଗନା ରଣାୱତ। ଏହି ବିଜ୍ଞାପନକୁ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ଚର୍ଚ୍ଚିତ ଡିରେକ୍ଟର ରାଜକୁମାର ହିରାନୀ। ଏଥିରେ ସିନେଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଡାଇଲଗସଗୁଡିକୁ ବିଗ ବିଙ୍କ ମୁହଁରୁ ଶୁଣିବାକୁ ଚାହୁଁଛନ୍ତି ହିମାଚଳ ନାୟିକା କଙ୍ଗନା। ଏମାନଙ୍କ ଅନସ୍କ୍ରିନ୍ ଯୋଡିକୁ ଖୁବ୍ ମଜାଦାର ‌ୱେରେ ପୋଟ୍ରେ କରାଯାଇଛି। ସିନେ ଇଣ୍ଡଷ୍ଟ୍ରିର ଦୁଇଜଣ ଦମଦାର କଳାକାରଙ୍କୁ […]

kangana

Rakesh Mallick
  • Published: Friday, 18 September 2015
  • , Updated: 18 September 2015, 03:12 PM IST

ମୁମ୍ୱାଇ: ଗୋଟେ ଆଣ୍ଟିସେପ୍ଟିକ କ୍ରିମର ବିଜ୍ଞାପନରେ ଦେଖାଦେଇଛନ୍ତି ବଲିଉଡର ମହାନାୟକ ବିଗ ବି ଅମିତାଭ ବଚ୍ଚନ ଏବଂ ତାଙ୍କ ସାଥ ଦେଇଛନ୍ତି ଟିନସେଲ ଟାଉନର କୁଇନ କଙ୍ଗନା ରଣାୱତ। ଏହି ବିଜ୍ଞାପନକୁ ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ଚର୍ଚ୍ଚିତ ଡିରେକ୍ଟର ରାଜକୁମାର ହିରାନୀ। ଏଥିରେ ସିନେଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଡାଇଲଗସଗୁଡିକୁ ବିଗ ବିଙ୍କ ମୁହଁରୁ ଶୁଣିବାକୁ ଚାହୁଁଛନ୍ତି ହିମାଚଳ ନାୟିକା କଙ୍ଗନା। ଏମାନଙ୍କ ଅନସ୍କ୍ରିନ୍ ଯୋଡିକୁ ଖୁବ୍ ମଜାଦାର ‌ୱେରେ ପୋଟ୍ରେ କରାଯାଇଛି। ସିନେ ଇଣ୍ଡଷ୍ଟ୍ରିର ଦୁଇଜଣ ଦମଦାର କଳାକାରଙ୍କୁ ନେଇ ନିର୍ମିତ ଏହି ବିଜ୍ଞାପନକୁ ନେଇ ବେଶ୍ ଖୁସି ଅଛନ୍ତି ନିର୍ଦ୍ଦେଶକ ରାଜକୁମାର ହିରାନୀ।

Related story