ସଲମାନ୍‌ଙ୍କୁ କିସ୍ କରିବାକୁ ଚାହୁଁଛନ୍ତି ବିଗ୍ ବସ୍‌ର ଏହି ପ୍ରତିଯୋଗୀ

ମୁମ୍ବାଇ: ବଲିଉଡ ଟାଇଗର ସଲମାନ ଖାନ୍ ସବୁବେଳେ କିଛି ନା କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଆସନ୍ତି। କେତେବଳେ ଫିଲ୍ମି କ୍ୟାରିୟରକୁ ନେଇ ତ କେତେବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ। ହେଲେ ବର୍ତ୍ତମାନ ସଲ୍ଲୁ ମିଆଁ ନିଜ ପାଇଁ ନୁହେଁ, ତାଙ୍କ ଲୋକପ୍ରିୟ ସୋ’ ବିଗ୍‌ ବସ୍‌ର ଜଣେ ପ୍ରତିଯୋଗୀଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ବିଗ୍‌ ବସ୍‌ର ଜଣେ ମହିଳା ପ୍ରତିଯୋଗୀ ତାଙ୍କର ଏକ ଅଜବ ଇଚ୍ଛା ବାହାରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି […]

Salman_image

Salman_image

Rakesh Mallick
  • Published: Tuesday, 30 January 2018
  • Updated: 30 January 2018, 05:32 PM IST

Sports

Latest News

ମୁମ୍ବାଇ: ବଲିଉଡ ଟାଇଗର ସଲମାନ ଖାନ୍ ସବୁବେଳେ କିଛି ନା କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଆସନ୍ତି। କେତେବଳେ ଫିଲ୍ମି କ୍ୟାରିୟରକୁ ନେଇ ତ କେତେବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ। ହେଲେ ବର୍ତ୍ତମାନ ସଲ୍ଲୁ ମିଆଁ ନିଜ ପାଇଁ ନୁହେଁ, ତାଙ୍କ ଲୋକପ୍ରିୟ ସୋ’ ବିଗ୍‌ ବସ୍‌ର ଜଣେ ପ୍ରତିଯୋଗୀଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।

ବିଗ୍‌ ବସ୍‌ର ଜଣେ ମହିଳା ପ୍ରତିଯୋଗୀ ତାଙ୍କର ଏକ ଅଜବ ଇଚ୍ଛା ବାହାରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ସଲମାନ୍‌ଙ୍କ ସହ କିସିଙ୍ଗ୍ ସିନ୍ କରିବାକୁ ତାଙକର ଭାରି ଇଚ୍ଛା। ସେ ପ୍ରତିଯୋଗୀ ଜଣକକ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସବୁବେଳେ ରୋକ୍‌ଠୋକ୍‌ ମନ୍ତବ୍ୟ ଦେଉଥିବା ‘ଅର୍ଶୀ ଖାନ୍’। ସଲମାନ୍ ତାଙ୍କ ୨୯ ବର୍ଷର ଫିଲ୍ମ କ୍ୟାରିୟରରେ କୌଣସି ଫିଲ୍ମରେ କିସିଂ ସିନ୍ କରିନାହାଁନ୍ତି। ଏକଥା ଜାଣି ବି ଅର୍ଶୀ ଏପରି ଇଚ୍ଛା କାହିଁକି ରଖିଛନ୍ତି ଆସନ୍ତୁ ଜାଣିବା।

ଅର୍ଶୀ କହିଛନ୍ତି, ‘ସଲମାନ୍ ଆଜି ଯାଏଁ କୌଣସି ବି ନାୟିକାଙ୍କୁ ଅନ୍ ସ୍କ୍ରିନ୍ କିସ୍ କରିନାହାଁନ୍ତି। ତେଣୁ ମୁଁ ସଲମାନ୍‌ଙ୍କ ସହ ଏକ କିସିଙ୍ଗ୍ ଓ ରୋମାଣ୍ଟିକ୍ ସିନ୍ କରିବାକୁ ଚାହୁଁଛି। ସେଥିପାଇଁ ମୁଁ ବିଗ୍‌ ବସ୍‌ ଘରେ ତାଙ୍କ ଫଟୋକୁ ବାରମ୍ବାର କିସ୍ କରୁଥିଲି। ମୁଁ ଜାଣିଛି ଯେ ସଲମାନ୍ ତାଙ୍କ ଫିଲ୍ମର କିସିଙ୍ଗ୍ ସିନ୍ ରଖନ୍ତି ନାହିଁ। ତଥାପି ମୁଁ ତାଙ୍କ ସହ ଏହି ସିନ୍ କରିବାକୁ ଚାହୁଁଛି।  ତେବେ ସଲମାନ୍ ଏହା ଶୁଣିବା ପରେ ଅର୍ଶୀଙ୍କୁ କ’ଣ ପ୍ରତିକ୍ରିୟା ଦେବେ ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story