ୟୁଜର୍ସଙ୍କୁ ବିପାଶାଙ୍କ କଡ଼ା ଜବାବ, କହିଲେ- ମୋ’ ବେବି ବମ୍ପ ଏବେ ମୋ’ ଛୁଆର ଘର

ମୁମ୍ବାଇ: ସବୁବେଳେ ନିଜ ଡ୍ରେସିଂ ସେନ୍ସ ତଥା ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡର ଡସ୍କି ବିୟୁଟି ବିପାଶା ବସୁ ଏବେ ଏଥିପାଇଁ ଟ୍ରୋଲ୍‌ର ଶିକାର ହୋଇଛନ୍ତି।  ବିପାଶା  ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଥିବା ବେଳେ ନିଜ ବେବି ବମ୍ପ ଫଟୋ ଶେଆର କରି କିଛି ଦିନ ପୂର୍ବେ ଏହି ଗୁଡ ନ୍ୟୁଜ ଫ୍ୟାନ୍ସଙ୍କୁ ଦେଇଥିଲେ।  ଏହି ଫଟୋସୁଟ୍‌ରେ ଏକ ହ୍ୱାଇଟ୍‌ କଲର ସାର୍ଟରେ ବିପାଶା ନିଜ ବେବି ବମ୍ପ  ଦେଖାଉଥିବା କରୁଥିବା ନଜର […]

bipasa-basu

bipasa-basu

Niharika Rout
  • Published: Friday, 02 September 2022
  • Updated: 02 September 2022, 12:58 PM IST

Sports

Latest News

ମୁମ୍ବାଇ: ସବୁବେଳେ ନିଜ ଡ୍ରେସିଂ ସେନ୍ସ ତଥା ଷ୍ଟାଇଲ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡର ଡସ୍କି ବିୟୁଟି ବିପାଶା ବସୁ ଏବେ ଏଥିପାଇଁ ଟ୍ରୋଲ୍‌ର ଶିକାର ହୋଇଛନ୍ତି।  ବିପାଶା  ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଥିବା ବେଳେ ନିଜ ବେବି ବମ୍ପ ଫଟୋ ଶେଆର କରି କିଛି ଦିନ ପୂର୍ବେ ଏହି ଗୁଡ ନ୍ୟୁଜ ଫ୍ୟାନ୍ସଙ୍କୁ ଦେଇଥିଲେ।  ଏହି ଫଟୋସୁଟ୍‌ରେ ଏକ ହ୍ୱାଇଟ୍‌ କଲର ସାର୍ଟରେ ବିପାଶା ନିଜ ବେବି ବମ୍ପ  ଦେଖାଉଥିବା କରୁଥିବା ନଜର ଆସିଛନ୍ତି। ମ୍ୟାଟ୍ରିନିଟି ସମୟରେ ନିଜ ଡ୍ରେସିଂ ସେନ୍ସକୁ ନେଇ ଟ୍ରୋଲ ହେବା ପରେ ୟୁଜର୍ସଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ବିପାଶା।

ବିପାଶା କହିଛନ୍ତି, ଆମେ ଦୁଇରୁ ତିନୋଟି ପାଇବାକୁ ଯାଉଛୁ । ଏହା  ଆମ ପାଇଁ ଖୁବ୍‌ ଖୁସିର ଖବର ।  ମୁଁ ଓ କରନ ମ୍ୟାଟ୍ରିନିଟି ପରି ଖୁସି ମୁହୂର୍ତ୍ତର ଏକ ଫଟୋସୁଟ୍ କରିବାକୁ ଚାହୁଁଥିଲୁ ଏବଂ ମୁଁ ମୋ’ ବେବି ବମ୍ପ ଦୁନିଆକୁ ଦେଖାଇବାକୁ ଚାହୁଁଥିଲି।   ମୁଁ ଯେତେବେଳେ ଜଣେ ମହିଳାଙ୍କ ବେବି ବମ୍ପ ଦେଖେ ଖୁବ୍‌ ଖୁସି ଅନୁଭବ କରେ। ସେଥିପାଇଁ ଆମେ ଏହି ସୁଟ୍ କରିଛୁ। ମୁଁ ଏଥିରେ କିଛି ଭୁଲ୍ ଦେଖୁ ନାହିଁ । କାରଣ ବର୍ତ୍ତମାନ ଏହା ଆମର ଶିଶୁର ଘର ।  ଏହି ସମୟରେ ମୋ ଶରୀରରେ ଅନେକ ପରିବର୍ତ୍ତନ ଘଟୁଛି ।

ଏହା ସହିତ ୟୁଜର୍ସଙ୍କୁ କଡ଼ା ଜବାବ ଦେବାକୁ ଯାଇ ବିପାଶା କହିଛନ୍ତି, ଆମ ଜୀବନରେ ଏକ ସୁଖ ଆସିଛି ଯାହାକୁ ଆମେ ଆମର ପ୍ରିୟଜନଙ୍କ ସହ ବାଣ୍ଟିବାକୁ ଚାହୁଁଥିଲୁ। ଯେଉଁମାନେ ଆମକୁ ଭଲ ପାଆନ୍ତି , ଆମେ ସେମାନଙ୍କ ପାଇଁ ଏହି ବିଶେଷ ଖବର ଆଣିବାକୁ ଚାହୁଁଥିଲୁ । ସେଥିପାଇଁ ଆମେ ଫଟୋ ସୋଶାଲ ମିଡିଆରେ ଶେଆର କରିଥିଲୁ ।  ଆମେ ଏହା କରିଛୁ କାରଣ ଏହା ଏକ ଟ୍ରେଣ୍ଡ ନୁହେଁ ବରଂ ଏହା ଆମ ଜୀବନର ସବୁଠାରୁ ବଡ ଖୁସି । ଏହି ମୁହୂର୍ତ୍ତ ସବୁବେଳେ ଆସିବ ନାହିଁ । ତେଣୁ ଏହାକୁ ଉପଭୋଗ କରିବା ଉଚିତ ।

[caption id="attachment_763095" align="aligncenter" width="754"]bipasa-karan ବିପାଶା ବସୁ ଓ ତାଙ୍କ ସ୍ୱାମୀ କରନ ସିଂ ଗ୍ରୋଭର।[/caption]

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ବିପାଶା ନିଜ ସ୍ୱାମୀ କରନ ସିଂ ଗ୍ରୋଭରଙ୍କର ଏକ ଫଟୋ ସୁଟ୍‌ କରିଥିଲେ। ଏହି ଫଟୋରେ କେବଳ ଏକ ହ୍ୱାଇଟ୍‌ କଲର ସାର୍ଟରେ ବିପାଶା ନିଜ ବେବି ବମ୍ପ ଫ୍ଲଟ କରୁଥିବା ଦେଖିବାକୁ ମିଳିଥିଲା।

ବିପାଶା ଓ କରଣ ସିଂ ଗ୍ରୋଭର ବଲିଉଡର ପାୱାର୍‌ କପଲ୍‌ଙ୍କ ମଧ୍ୟରୁ ଜଣେ। ୨୦୧୫ ଫିଲ୍ମ ‘ଏଲୋନ’ର ଶୁଟିଂ ସେଟ୍‌ରେ ବିପାଶା ଓ କରଣଙ୍କ ଦେଖାସାକ୍ଷାତ ହୋଇଥିଲା। ଏହାପରେ ଉଭୟ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ପରେ ଦୁହେଁ ୩୦ ଏପ୍ରିଲ ୨୦୧୬ରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।ବିବାହର ୬ ବର୍ଷ ପରେ ବିପାଶା ମା’ ହେବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story