ବଲିଉଡ୍‌ର ନମ୍ବର ୱାନ୍‌ ସେଲିବ୍ରେଟି କିଏ, ଜାଣନ୍ତି କି ?

ବଲିଉଡର ଦୁଇ ଶ୍ରେଷ୍ଠ ଅଭିନେତା ଶାହାରୁଖ ଖାନ୍ ଓ ସଲମାନ ଖାନଙ୍କର ଖଟାମିଠା ସମ୍ପର୍କ ଭିତରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ସବୁବେଳେ କିଛି କଥା ନେଇ ଦ୍ୱନ୍ଦ୍ୱ ଲାଗେ। ଆଉ ତାହା ହେଉଛି ଦୁହିଁଙ୍କ ମଧ୍ୟରେ କିଏ ନମ୍ବର ୱାନ୍ ? କାହାର ଫ୍ୟାନ ଫଲୋଇଙ୍ଗ୍‌ ଅଧିକ? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବଲିଉଡର ଅସଲି କିଙ୍ଗ୍ ଓ ଟାଇଗର କିଏ। ବକ୍ସ୍ ଅଫିସ୍‌ରେ ଏହି ଅଭିନେତା ଆଗୁଆ ଯଦି ଆମେ ଫିଲ୍ମର କଥା କହିବା […]

45556

45556

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 04:20 PM IST

Sports

Latest News

ବଲିଉଡର ଦୁଇ ଶ୍ରେଷ୍ଠ ଅଭିନେତା ଶାହାରୁଖ ଖାନ୍ ଓ ସଲମାନ ଖାନଙ୍କର ଖଟାମିଠା ସମ୍ପର୍କ ଭିତରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ସବୁବେଳେ କିଛି କଥା ନେଇ ଦ୍ୱନ୍ଦ୍ୱ ଲାଗେ। ଆଉ ତାହା ହେଉଛି ଦୁହିଁଙ୍କ ମଧ୍ୟରେ କିଏ ନମ୍ବର ୱାନ୍ ? କାହାର ଫ୍ୟାନ ଫଲୋଇଙ୍ଗ୍‌ ଅଧିକ? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବଲିଉଡର ଅସଲି କିଙ୍ଗ୍ ଓ ଟାଇଗର କିଏ।

ବକ୍ସ୍ ଅଫିସ୍‌ରେ ଏହି ଅଭିନେତା ଆଗୁଆ

ଯଦି ଆମେ ଫିଲ୍ମର କଥା କହିବା ତେବେ ବକ୍ସଫିସ୍‌ରେ ସଲମାନ୍ ରାଜ୍ କରୁଛନ୍ତି। ପ୍ରତି ବର୍ଷ ତାଙ୍କର ବ୍ଲକବଷ୍ଟର ଫିଲ୍ମ ଆସୁଛି। ୨୦୧୦ ମସିହାରୁ ତାଙ୍କ କ୍ୟାରିଅରକୁ ଏକ ନୂଆ ଟ୍ରାକ୍ ମିଳିଛି।  ୨୦୧୦ରେ ଆସିଥିବା ଫିଲ୍ମ ‘ଦବଙ୍ଗ୍’ ବ୍ଲକ ବୁଷ୍ଟର ହୋଇଥିଲା। ଏହା ପରଠାରୁ ସଲମାନଙ୍କର ଲଗାତାର ବ୍ଲକବଷ୍ଟର ଫିଲ୍ମ ଆସିବାକୁ ଲାଗିଲା। ୨୦୧୧ରେ ଆସିଥିବା ‘ରେଡି’ A, ‘ବଡିଗାର୍ଡ’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ୨୦୧୨ରେ ଆସିଥିବା ତାଙ୍କର ଫିଲ୍ମ ‘ଏକ୍‌ ଥା ଟାଇଗର’ ତାଙ୍କ କ୍ୟାରିୟରରେ ମାଇଲଷ୍ଟୋନ୍ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଫିଲ୍ମଟି ଜବରଦସ୍ତ କଲେକ୍ସନ୍‌ କରିଥିଲା। ଏହାପରେ ୨୦୧୪ ରେ ଭାଇଜାନ୍‌ ଆଣିଥିଲେ ‘କିକ୍’ ଯାହା ତାଙ୍କ ଫ୍ୟାନ୍‌ମାନଙ୍କ ମନ ଜିଣି ନେଇଥିଲା। ଏହାପରେ ୨୦୧୫ରେ ‘ବଜରଙ୍ଗୀ ଭାଇଜାନ୍’, ୨୦୧୬ରେ ‘ସୁଲତାନ୍’ ଓ ୨୦୧୭ରେ ଆସିଥିବା ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ତାଙ୍କୁ ସୁପରଷ୍ଟାର ବର୍ଗରେ ସାମିଲ୍ କରିଦେଲା। ତାଙ୍କର ଏହି ଫିଲ୍ମଗୁଡ଼ିକ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଜବରଦସ୍ତ ଆୟ କରିଛି।

ତେବେ ଯଦି ଆମେ ବକ୍ସ ଅଫିସ୍ ଆଧାରରେ ଦୁଇଜଣଙ୍କର ତୁଳନା କରିବା, ତେବେ ସଲମାନ୍ ଶାହାରୁଖଙ୍କୁ ପଛରେ ପକାଇ ଦେଇଛନ୍ତି। ଆଉ ସେ ହିଁ ଏବେ ବଲିଉଡ୍‌ର କିଙ୍ଗ୍।

ସୋସିଆଲ୍ ମିଡିଆରେ କାହାର ଅଧିକ ଫ୍ୟାନ୍‌ ଫଲୋଇଙ୍ଗ

ସୋସିଆଲ ମିଡିଆରେ ଫ୍ୟାନ୍‌ ଫଲୋଇଙ୍ଗ କଥା କହିଲେ ଏଠି ମଧ୍ୟ ଶାହାରୁଖ୍‌ଙ୍କୁ ମାତ୍ ଦେଇଛନ୍ତି ସଲମାନ୍। ଫେସବୁକ୍‌, ଟ୍ୱିଟର୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ମଧ୍ୟରେ ୨ଟି ପ୍ଲାଟଫମ୍‌ ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନଙ୍କ ଫ୍ୟାନ୍‌ ଫଲୋଇଂ ଅଧିକ। ଫେସ୍‌ବୁକ୍‌ରେ ଶାହାରୁଖ୍‌ଙ୍କ ଫଲୋଅରଙ୍କ ସଂଖ୍ୟା ପାଖାପାଖି ୨ କୋଟି ଥିବା ବେଳେ, ସଲମାନଙ୍କୁ ୩ କୋଟିରୁ ଅଧିକ ଲୋକ ଫଲୋ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story