ବିଗ୍‌ ବି ଅମିତାଭଙ୍କୁ #MeToo ଧମକ

ମୁମ୍ବାଇ (ଓଡ଼ିଶା ରିପୋର୍ଟର): #MeToo ଅଭିଯାନ ଭାରତରେ ଜୋରସୋରରେ ଚାଲିବା ସହିତ ବଡ଼ ବଡ଼ ନାଁ ସବୁ ସାମ୍ନାକୁ ଆସୁଛି। ଏଥିରେ ଆଲୋକନାଥ, ବିକାଶ ବେହଲ୍‌, ନାନା ପାଟେକର, ସାଜିଦ୍‌ ଖାନ୍‌, ଅନୁ ମଲିକ୍‌ ଏବଂ କୈଲାଶ ଖେର ଆଦି ଅନେକ ନାମ ଏହି ତାଲିକାରେ ଯୋଡ଼ି ହୋଇସାରିଛି। ଅତୀତରେ ଘଟିଥିବା କିଛି ଘଟଣା ଏବେ ସାମ୍ନାକୁ ଆସିବା ପରେ ଅଡ଼ୁଆରେ ପଡ଼ିଛନ୍ତି ଏହି ତାରକାମାନେ। କିନ୍ତୁ ଶୁକ୍ରବାର ସେଲେବ୍ରିଟି ହେୟାର ଷ୍ଟାଇଲିଷ୍ଟ ସପ୍‌ନା ଭବ୍‌ନାନି ଟ୍ୱିଟର୍‌ରେ […]

Big-B

Big-B

Hemant Lenka
  • Published: Saturday, 13 October 2018
  • Updated: 13 October 2018, 06:21 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର): #MeToo ଅଭିଯାନ ଭାରତରେ ଜୋରସୋରରେ ଚାଲିବା ସହିତ ବଡ଼ ବଡ଼ ନାଁ ସବୁ ସାମ୍ନାକୁ ଆସୁଛି। ଏଥିରେ ଆଲୋକନାଥ, ବିକାଶ ବେହଲ୍‌, ନାନା ପାଟେକର, ସାଜିଦ୍‌ ଖାନ୍‌, ଅନୁ ମଲିକ୍‌ ଏବଂ କୈଲାଶ ଖେର ଆଦି ଅନେକ ନାମ ଏହି ତାଲିକାରେ ଯୋଡ଼ି ହୋଇସାରିଛି। ଅତୀତରେ ଘଟିଥିବା କିଛି ଘଟଣା ଏବେ ସାମ୍ନାକୁ ଆସିବା ପରେ ଅଡ଼ୁଆରେ ପଡ଼ିଛନ୍ତି ଏହି ତାରକାମାନେ।

କିନ୍ତୁ ଶୁକ୍ରବାର ସେଲେବ୍ରିଟି ହେୟାର ଷ୍ଟାଇଲିଷ୍ଟ ସପ୍‌ନା ଭବ୍‌ନାନି ଟ୍ୱିଟର୍‌ରେ କିମ୍ବଦନ୍ତୀ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ନାମ ଏଥିରେ ଯୋଡ଼ିବାର ପ୍ରୟାସ କରିଛନ୍ତି। ଏହି ଅଭିଯାନ ସମର୍ଥନରେ ଅମିତାଭ ପୂର୍ବରୁ ପୋଷ୍ଟ କରିଥିବା ଏକ ଟ୍ୱିଟ୍‌ର ଉତ୍ତର ରଖି ସେ କହିଛନ୍ତି, ଏହା ଦୁନିଆର ସବଠାରୁ ବଡ଼ ମିଛ। ସାର୍‌, 'ପିଙ୍କ' ଫିଲ୍ମ ରିଲିଜ୍ ହୋଇ ପରଦାରୁ ଯାଇସାରିଛି। ଆଉ ସାମାଜିକ କର୍ମୀଭାବେ ଆପଣଙ୍କ ଭାବମୂର୍ତ୍ତି ମଧ୍ୟ ଖୁବ୍‌ଶୀଘ୍ର ଯିବ। ସତ୍ୟ ଖୁବ୍‌ ଶୀଘ୍ର ବାହାରକୁ ଆସିବ। ଆଶ କରେ ଏବେ ଆପଣ ହାତ କାମୁଡ଼ୁ ଥିବେ, କାରଣ ନଖ କାମୁଡ଼ିବା ଯଥେଷ୍ଟ ହେବନି।

ଏହି ରିପ୍ଲାଇ ଟ୍ୱିଟ୍‌ରେ ସପ୍‌ନା ବଚ୍ଚନଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି।
https://twitter.com/sapnabhavnani/status/1050334929664524288

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story