ବଲିଉଡ୍‌ର ମଦୁଆ ହିରୋଇନ୍; ଫିଲ୍ମରେ ନୁହେଁ ବାସ୍ତବରେ

ବଲିଉଡ୍‌ ହିରୋଇନମାନେ ବେଳେ ବେଳେ ଫିଲ୍ମରେ ମଦ ପିଉଥିବା ଆମେ ଦେଖିଛେ। ତେବେ ଏହା ମିଛିମିଛିକା। ସେମାନେ କେବଳ ମଦ ପିଇବାର ଅଭିନୟ କରନ୍ତି। କିନ୍ତୁ ବଲିଉଡ୍‌ରେ ଏମିତି କିଛି ହିରୋଇନ୍ ଅଛନ୍ତି ଯେଉଁମାନେ ବାସ୍ତବ ଜୀବନରେ ମଦ ପିଅନ୍ତି। ଆସନ୍ତୁ ଜାଣିବା ନିଶାରେ ବୁଡ଼ି ରହୁଥିବା ଏମିତି କିଛି ହିରୋଇନଙ୍କ ସଂପର୍କରେ। ମୀନା କୁମାରୀ ବଲିଉଡ୍‌ର ଟ୍ରାଜେଡି କୁଇନ୍‌ ମୀନା କୁମାରୀଙ୍କ ଅଭିନୟ ଆଗରେ ଦିଲ୍ଲୀପ କୁମାରଙ୍କ ଭଳି ଅଭିନେତା ବି ଫେଲ୍ ମାରି ଯାଉଥିଲେ। […]

drink

drink

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 10:57 AM IST

ବଲିଉଡ୍‌ ହିରୋଇନମାନେ ବେଳେ ବେଳେ ଫିଲ୍ମରେ ମଦ ପିଉଥିବା ଆମେ ଦେଖିଛେ। ତେବେ ଏହା ମିଛିମିଛିକା। ସେମାନେ କେବଳ ମଦ ପିଇବାର ଅଭିନୟ କରନ୍ତି। କିନ୍ତୁ ବଲିଉଡ୍‌ରେ ଏମିତି କିଛି ହିରୋଇନ୍ ଅଛନ୍ତି ଯେଉଁମାନେ ବାସ୍ତବ ଜୀବନରେ ମଦ ପିଅନ୍ତି। ଆସନ୍ତୁ ଜାଣିବା ନିଶାରେ ବୁଡ଼ି ରହୁଥିବା ଏମିତି କିଛି ହିରୋଇନଙ୍କ ସଂପର୍କରେ।

ମୀନା କୁମାରୀ

ବଲିଉଡ୍‌ର ଟ୍ରାଜେଡି କୁଇନ୍‌ ମୀନା କୁମାରୀଙ୍କ ଅଭିନୟ ଆଗରେ ଦିଲ୍ଲୀପ କୁମାରଙ୍କ ଭଳି ଅଭିନେତା ବି ଫେଲ୍ ମାରି ଯାଉଥିଲେ। ପରଦାରେ ଏତେ ସୁନ୍ଦର ଅଭିନୟ କରୁଥିବା ମୀନା ବାସ୍ତବ ଜୀବନରେ ବହୁତ ମଦ ପିଉଥିଲେ। ଅତ୍ୟଧିକ ମଦପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ରାଖୀ

ରାଖୀଙ୍କ ଆକ୍ଟିଂ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଭାବିତ କରିଥିବ। କିନ୍ତୁ ରାଖୀ ବହୁତ ମଦ ପିଅନ୍ତି। ପ୍ରେମରେ ହୃଦୟ ଭାଙ୍ଗି ଯିବା ଯୋଗୁଁ ସେ ମଦ ପିଉଥିବା କୁହାଯାଏ।

ସୁସ୍ମିତା ସେନ୍

ପୂର୍ବତନ ମିସ୍ ୟୁନିଭର୍ସ ତଥା ଦୁଇଟି ଝିଅଙ୍କ ସିଙ୍ଗିଲ୍‌ ମଦର ସୁସ୍ମିତା ସେନ୍ ନିଜର ଲିଙ୍କ୍‌ଅପ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କିନ୍ତୁ ଅନେକେ ବୋଧହୁଏ ଜାଣି ନ ଥିବେ ସେ ପ୍ରଚୁର ମଦ ପିଅନ୍ତି। ଅନେକ ପାର୍ଟିରେ ମଧ୍ୟ ସେ ମଦ ପିଇବା ଦେଖିବାକୁ ମିଳିଛି।

ଅମିଷା ପଟେଲ

‘ଗଦର ଏକ ପ୍ରେମ କଥା’ରେ ମାଇଲଷ୍ଟୋନ୍‌ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିବା  ଅମିଷା ପଟେଲ ବାସ୍ତବ ଜୀବନରେ ଅନେକ ଥର ନିଜ ଡ୍ରେସକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କେବଳ ଏତିକି ନୁହେଁ ଅନେକ ଥର ମଦ ପିଇ ସେ ଏମିତି ମାତାଲ ହୋଇଯାଆନ୍ତି ଯେ ତାଙ୍କୁ ସମ୍ଭାଳିବା ମୁସ୍କିଲ୍ ହୋଇଯାଏ। ମିଡିଆରେ ତାଙ୍କର ଏଭଳି ଅବସ୍ଥାର ଭିଡିଓ ବି ଅନେକ ଥର ଦେଖିବାକୁ ମିଳିଛି।

ଫିଲ୍ମରେ ମଦୁଆ ରୋଲ୍ କରୁ କରୁ ସେ ସତକୁ ସତ ମଦୁଆ ହୋଇଯାଇଛନ୍ତି। ମଦ ବ୍ୟତୀତ ସେ ସିଗାରେଟ୍ ଟାଣନ୍ତି। ଡ୍ରଗ୍ସ ଆଦି ମଧ୍ୟ ସେବନ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story