ଉଲଗ୍ନ ଫଟୋ ଶୁଟ୍‌ କରି ବିବାଦରେ ରଣବୀର ସିଂହ, ହାଜର ପାଇଁ ୨ ସପ୍ତାହ ସମୟ ମାଗିଲେ

ମୁମ୍ବାଇ: ଉଲଗ୍ନ ଫଟୋ ଶୁଟ୍‌ କରି ବିବାଦରେ ଫସିଥିବା ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ପାଇଁ ଅଡ଼ୁଆ ବଢ଼ୁଛି।  ଥାନାରେ ହାଜର ହେବା ପାଇଁ ସମୟ ମାଗିଛନ୍ତି।  ଆସନ୍ତାକାଲି ମୁମ୍ବାଇ ପୁଲିସରେ ହାଜର ହେବାର ଥିଲା। ହେଲେ ରଣବୀର ସିଂହ ଅଧିକ ୨ ସପ୍ତାହ ମାଗିଛନ୍ତି।ପୂର୍ବରୁ ପୁଲିସ ତାଙ୍କୁ ହାଜର ପାଇଁ ନୋଟିସ କରିଥିଲା।  ଆସନ୍ତାକାଲି ରଣବୀର ସିହଙ୍କର ବୟାନ ରେକର୍ଡ଼ ହୋଇଥାନ୍ତା।  ସମନ ସମ୍ପର୍କରେ ରଣବୀର ସିଂହ ପୁଲିସକୁ ଏକ ଚିଠି ଲେଖିଛନ୍ତି। ସେଥିରେ ଆସନ୍ତା […]

Ranveer singh

Ranveer singh

Tapas Behera
  • Published: Sunday, 21 August 2022
  • Updated: 21 August 2022, 08:05 PM IST

Sports

Latest News

ମୁମ୍ବାଇ: ଉଲଗ୍ନ ଫଟୋ ଶୁଟ୍‌ କରି ବିବାଦରେ ଫସିଥିବା ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ପାଇଁ ଅଡ଼ୁଆ ବଢ଼ୁଛି।  ଥାନାରେ ହାଜର ହେବା ପାଇଁ ସମୟ ମାଗିଛନ୍ତି।  ଆସନ୍ତାକାଲି ମୁମ୍ବାଇ ପୁଲିସରେ ହାଜର ହେବାର ଥିଲା। ହେଲେ ରଣବୀର ସିଂହ ଅଧିକ ୨ ସପ୍ତାହ ମାଗିଛନ୍ତି।ପୂର୍ବରୁ ପୁଲିସ ତାଙ୍କୁ ହାଜର ପାଇଁ ନୋଟିସ କରିଥିଲା।  ଆସନ୍ତାକାଲି ରଣବୀର ସିହଙ୍କର ବୟାନ ରେକର୍ଡ଼ ହୋଇଥାନ୍ତା।  ସମନ ସମ୍ପର୍କରେ ରଣବୀର ସିଂହ ପୁଲିସକୁ ଏକ ଚିଠି ଲେଖିଛନ୍ତି। ସେଥିରେ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ଥାନାରେ ହାଜର ପାଇଁ ଅକ୍ଷମତା ପ୍ରକାଶ କରିଛନ୍ତି। ତେବେ ପୁଲିସ ଆଉ ଏକ ତାରିଖ ଧାର୍ଯ୍ୟ କରିପାରେ। ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ଅଭିନେତା ରଣବୀର ସିଂହ କରିଥିବା ନଗ୍ନ ଫଟୋସୁଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ରଣବୀର ସିଂହଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଅଧୀନରେ ଧାରା ୫୦୯, ୨୯୨, ୨୯୪ ଲାଗିଥିବା ବେଳେ ଆଇଟି ଆକ୍ଟ ଅଧୀନରେ ସେକ୍ସନ ୬୭ଏ ଧାରା ଲାଗିଥିଲା। ଜୁଲାଇ ୨୬ରେ ରଣବୀରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ଏକ ସ୍ୱେଚ୍ଛାସେବୀ ସଂଗଠନର ଜଣେ ମହିଳା କର୍ମୀ ଓ ଜଣେ ମହିଳା ଓକିଲଙ୍କ ଦ୍ୱାରା ୨ଟି ଭିନ୍ନ ଅଭିଯୋଗ ହୋଇଥିଲା। ଲୋକପ୍ରିୟ ଫେସନ୍‌ ପତ୍ରିକା ପେପର୍‌ ମାଗାଜିନ୍‌ ପାଇଁ ରଣବୀର ତାଙ୍କର ଏହି ନଗ୍ନ ଫଟୋସୁଟ୍‌ କରି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛନ୍ତି। ଏକ କସ୍‌ମୋପଲିଟାନ୍‌ ମାଗାଜିନ୍‌ ପାଇଁ ଏପରି ଫଟୋସୁଟ୍‌ କରିଥିଲେ।

ବର୍ଟ ରେନୋଲ୍‌ଡସଙ୍କ ଠାରୁ ସେ ପ୍ରେରିତ ହୋଇ ଏପରି ଫଟୋସୁଟ୍‌ କରିଥିବା ସୂଚନା ରହିଛି। ରଣବୀର ଫଟୋସୁଟ୍‌ରେ ଏକ ଅନ୍ତର୍ବସ୍ତ୍ର ପରିଧାନ କରିଛନ୍ତି, ମାତ୍ର ତାହା ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେଉନାହିଁ। ରଣବୀରଙ୍କ ଏହି ନଗ୍ନ ଫଟୋସୁଟ୍‌ ଟ୍ୱିଟର୍‌ରେ ଖୁବ୍‌ ଜୋର୍‌ରେ ଟ୍ରେଣ୍ଡ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story