ମାମୁଙ୍କ ରାସ୍ତାରେ ଭଣଜା! ୧୧ ବର୍ଷ ପରେ ପତ୍ନୀଙ୍କୁ ଛାଡପତ୍ର ଦେବେ ଇମ୍ରାନ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ତଥା ମାମୁ ଆମୀର ଖାନ୍‌ଙ୍କ ରାସ୍ତାରେ ତାଙ୍କ ଭଣଜା। ଦୀର୍ଘ ୧୧ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ ଅଭିନେତା ଇମ୍ରାନ୍‌ ଖାନ୍‌। ସେ ତାଙ୍କ ପତ୍ନୀ ଅବନ୍ତିକା ମଲିକଙ୍କୁ ଛାଡପତ୍ର ଦେବେ। ଏନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମ ‘ଜାନେ ତୁ ୟା ଜାନେ ନା’ ଅଭିନେତା ଇମ୍ରାନ୍‌ ଖାନ୍‌ ୨୦୧୧ରେ ପତ୍ନୀ ଅବନ୍ତିକା ମଲିକଙ୍କୁ ବିବାହ କରିଥିଲେ। ତେବେ ବିବାହର କିଛି ବର୍ଷ ପରେ ଇମ୍ରାନ […]

Imran Khan and Avantika

Imran Khan and Avantika

Madhupriya Mistry
  • Published: Monday, 16 May 2022
  • Updated: 16 May 2022, 03:53 PM IST

Sports

Latest News

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ତଥା ମାମୁ ଆମୀର ଖାନ୍‌ଙ୍କ ରାସ୍ତାରେ ତାଙ୍କ ଭଣଜା। ଦୀର୍ଘ ୧୧ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ ଅଭିନେତା ଇମ୍ରାନ୍‌ ଖାନ୍‌। ସେ ତାଙ୍କ ପତ୍ନୀ ଅବନ୍ତିକା ମଲିକଙ୍କୁ ଛାଡପତ୍ର ଦେବେ। ଏନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି।

ଫିଲ୍ମ 'ଜାନେ ତୁ ୟା ଜାନେ ନା' ଅଭିନେତା ଇମ୍ରାନ୍‌ ଖାନ୍‌ ୨୦୧୧ରେ ପତ୍ନୀ ଅବନ୍ତିକା ମଲିକଙ୍କୁ ବିବାହ କରିଥିଲେ। ତେବେ ବିବାହର କିଛି ବର୍ଷ ପରେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ଅବନ୍ତିକାଙ୍କ ମଧ୍ୟରେ ଝଡଗା ଆରମ୍ଭ ହୋଇଥିଲା। ଏହାପରେ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରଠାରୁ ଅଲଗା ରହୁଛନ୍ତି। ଉଭୟ ଆଇନଗତ ଭାବରେ ଛାଡପତ୍ର ପାଇଁ ଆବେଦନ କରିନାହାଁନ୍ତି। କିନ୍ତୁ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଇମ୍ରାନ ଏବଂ ଅବନ୍ତିକା ଦୁହେଁ କୁବ୍‌ ଶୀଘ୍ର ଛାଡପତ୍ର ନେଇପାରନ୍ତି। ମାମୁଁ ଅମୀର ଖାନଙ୍କ ପରି ଇମ୍ରାନ ଏବଂ ଅବନ୍ତିକା ଯେକୌଣସି ସମୟରେ ସେମାନଙ୍କର ଅଲଗା ହେବା ନେଇ ଅଫିସିଆଲି ଘୋଷଣା କରିପାରନ୍ତି।

What Is The Reason Behind Imran Khan And Avantika Malik's Separation

ରିପୋର୍ଟ ଅନୁଯାୟୀ ଇମ୍ରାନ୍‌ ଓ ଅବନ୍ତିକା ଗୋଟିଏ କ୍ଲାସମେଟ୍‌। ଇମ୍ରାନ୍‌ ଅବନ୍ତିକାଙ୍କ ପ୍ରେମରେ ପାଗଳ ଥିଲେ। ତେବେ ବିବାହର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା। ୨୦୧୯ରେ ଇମ୍ରାନ୍‌ ଓ ଅବନ୍ତିକାଙ୍କ ମଧ୍ୟରେ ସବୁ କିଛି ଠିକ୍‌ ନଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଅବନ୍ତିକା ଇମ୍ରାନଙ୍କୁ ଛାଡି ନିଜ ଘରକୁ ଚାଲି ଆସିଥିଲେ। ସେବେଠାରୁ ଅବନ୍ତିକା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି। ଉଭୟଙ୍କର ଗୋଟିଏ ଝିଅ ଅଛି। ଯାହାର ନାଁ ଇମାରା ମଲିକ ଖାନ। ସେମାନଙ୍କ ଝିଅ ଇମାରା ଜୁନ୍ ୨୦୧୪ରେ ଜନ୍ମ ହୋଇଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ତାଙ୍କ ପତ୍ନୀଙ୍କ ଠାରୁଚ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ସହ ସମ୍ପର୍କ ଆଉଆଗକୁ ବଢଇବାକୁ ଚାହୁଁନାହାଁନ୍ତି। କିନ୍ତୁ ଅବନ୍ତିକା ମଲିକ ଏହି ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story