ଜେଲ୍‌ ଭିତରେ ଜୁନିୟର ବଚ୍ଚନଙ୍କ ରାଜନୀତି

ମୁମ୍ବାଇ: ମୁଣ୍ଡରେ ପଗଡି, ଆଉ ମୁହଁରେ ମୁଖ୍ୟମନ୍ତ୍ରୀର ରୁବାବ। ପୁରା ଜାଟ୍‌ ଲୁକ୍‌ରେ ଜୁନିୟର ବଚ୍ଚନ। ଏବେ ଚୌକି ଉପରେ ବସି ଜେଲ ଭିତରେ ରାଜନୀତି କରିବେ ଅଭିଷେକ ବଚ୍ଚନ। କଏଦୀ ହୋଇ ଜେଲର୍‌ଙ୍କ ଉପରେ ଚଲାଇବେ ହୁକୁମ। ଚୌଧୁରୀ ସାଜି ଜେଲ୍‌ ଭିତରେ କରିବେ ରାଜ୍‌। ଏଭଳି କିଛି ଦମ୍‌ଦାର ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ବହୁ ପ୍ରତିକ୍ଷିତ ଫିଲ୍ମ ‘ଦଶବି’ର ଟ୍ରେଲରରେ। ରିଲିଜ ହୋଇଥିବା ଏହି ଟ୍ରେଲରରେ ଶିକ୍ଷକ ନିଯୁକ୍ତି ଠକେଇ ମାମଲାରେ […]

abhishek-bachchan

abhishek-bachchan

Madhupriya Mistry
  • Published: Wednesday, 23 March 2022
  • Updated: 23 March 2022, 04:19 PM IST

Sports

Latest News

ମୁମ୍ବାଇ: ମୁଣ୍ଡରେ ପଗଡି, ଆଉ ମୁହଁରେ ମୁଖ୍ୟମନ୍ତ୍ରୀର ରୁବାବ। ପୁରା ଜାଟ୍‌ ଲୁକ୍‌ରେ ଜୁନିୟର ବଚ୍ଚନ। ଏବେ ଚୌକି ଉପରେ ବସି ଜେଲ ଭିତରେ ରାଜନୀତି କରିବେ ଅଭିଷେକ ବଚ୍ଚନ। କଏଦୀ ହୋଇ ଜେଲର୍‌ଙ୍କ ଉପରେ ଚଲାଇବେ ହୁକୁମ। ଚୌଧୁରୀ ସାଜି ଜେଲ୍‌ ଭିତରେ କରିବେ ରାଜ୍‌। ଏଭଳି କିଛି ଦମ୍‌ଦାର ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ବହୁ ପ୍ରତିକ୍ଷିତ ଫିଲ୍ମ 'ଦଶବି'ର ଟ୍ରେଲରରେ।

ରିଲିଜ ହୋଇଥିବା ଏହି ଟ୍ରେଲରରେ ଶିକ୍ଷକ ନିଯୁକ୍ତି ଠକେଇ ମାମଲାରେ ଫସିଥିବା ମୁଖ୍ୟମନ୍ତ୍ରୀ ଗଙ୍ଗରାମ ଚୌଧୁରୀ ଭୂମିକାରେ ନଜର ଆସିଥିବା ଅଭିଷେକଙ୍କୁ ଜେଲ ଯିବାକୁ ପଡୁଛି। ଜେଲ୍‌ ଭିତରେ ଅଭିଷେକ ଏସ୍‌ଆଇଟ୍‌ ତଦନ୍ତର ସାମ୍ନାକୁ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଅଶିକ୍ଷିତ ହୋଇଥିବା ଲାଗି ଜେଲ୍‌ ଭିତରେ ହିଁ ୧୦ମ ପାସ୍‌ କରିବା ଜିଦ୍‌ରେ ଅଡି ବସିଛନ୍ତି ଅଭିଷେକ। ଏଥିପାଇଁ କରୁଛନ୍ତି କଠିନ ପରିଶମ୍ର। ସେପଟେ ଧାକଡ ଆଇପିଏସ୍‌ ଅଧିକାରୀରେ ୟାମି ଅଶିକ୍ଷିତ ଅଭିଷେକଙ୍କ ମଜାକ ଉଡାଉଛନ୍ତି। ଅନ୍ୟପଟେ ଅଭିଷେକଙ୍କ ପତ୍ନୀ ରୂପେ ନିମ୍ରିତ କୌର ମୁଖ୍ୟମନ୍ତ୍ରୀ ଚୌକି ହାତେଇବା ପାଇଁ ଚଲାଇଛନ୍ତି ପ୍ରୟାସ।

Dasvi' trailer: Abhishek Bachchan shows quest for education, promises political satire  ହସିବ ଇଣ୍ଡିତା, ତ ପଢ଼ିବ ଇଣ୍ଡିଆ। ରିଲିଜ ହୋଇଥିବା 'ଦଶବି'ର ଟ୍ରେଲରକୁ ଦେଖିଲେ ଠିକ୍‌ ଏଭଳି ମନେ ହେଉଛି। ଅଭିଷେକ ବଚ୍ଚନ ଜଣେ ଅଶିକ୍ଷିତ ଜାଟ୍‌ ଅବତାରରେ ନଜର ଆସିଛନ୍ତି। ଜାଟ୍‌ ନେତା ଗଙ୍ଗାରାମ ଚୌଧୁରୀ ରୂପେ ଅଭିଷେକଙ୍କ ଦମଦାର ଡାଏଲଗ୍‌ ଫ୍ୟାନ୍‌ମାନଙ୍କ ଏବେ ଏକ୍ସାଇଟମେଣ୍ଟ ବଢ଼ାଇ ଦେଇଛି। ସେପଟେ ଧାକଡ୍‌ ଆଇପିଏସ୍ ଅଧିକାରୀ ରୂପେ ନଜର ଆସିଛନ୍ତି ୟାମି ଗୌତମ। ବିମଲା ଦେବୀ ଚରିତ୍ରରେ ଅଭିନେତ୍ରୀ ନିମ୍ରତ କୌର ମଧ୍ୟ ଏକଦମ ପରଫେକ୍ଟ ଦେଖାଯାଉଛନ୍ତି।

ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଆସନ୍ତା ଏପ୍ରିଲ ୭ରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ଜଲୋଟା। ଏହି ଫିଲ୍ମ ଜରିଆରେ ସେ ନିର୍ଦ୍ଦେଶକ ରୂପେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମଟି ନେଟ୍‌ଫ୍ଲିକ୍ସ ସମେତ ଜିଓ ପ୍ରାଇମ୍‌ରେ ମଧ୍ୟ ରିଲିଜ ହେବ।

https://youtu.be/-FrqlHlUgz4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story