ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କୋଳରେ ଉଠାଇ ଦୌଡ଼ିଲେ ସୋନୁ

ମୁମ୍ବାଇ: ପୁଣି ମନ ଜିଣିଲେ ରିଲ୍‌ରୁ ରିଆଲ୍‌ ହିରୋ ପାଲଟିଥିବା ସୋନୁ ସୁଦ। ଦେଖାଇଲେ ମହାନତା। ଲକଡାଉନ୍‌ ବେଳେ ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁ ଏବେ ପୁଣି ଥରେ ଚର୍ଚ୍ଚାରେ। ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଛନ୍ତି। ପଞ୍ଜାବର ମୋଗା-ଭଟିଣ୍ଡା ରୋଡରେ ଦୁଇଟି କାର ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଯୋଗୁଁ ଜଣେ ଯୁବକ କାର ଭିତରେ ହିଁ ଫଶି ରହିଥିଲେ। ଆଉ […]

Sonu Sood

Sonu Sood

Madhupriya Mistry
  • Published: Wednesday, 09 February 2022
  • Updated: 09 February 2022, 05:57 PM IST

Sports

Latest News

ମୁମ୍ବାଇ: ପୁଣି ମନ ଜିଣିଲେ ରିଲ୍‌ରୁ ରିଆଲ୍‌ ହିରୋ ପାଲଟିଥିବା ସୋନୁ ସୁଦ। ଦେଖାଇଲେ ମହାନତା। ଲକଡାଉନ୍‌ ବେଳେ ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁ ଏବେ ପୁଣି ଥରେ ଚର୍ଚ୍ଚାରେ। ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଛନ୍ତି।

ପଞ୍ଜାବର ମୋଗା-ଭଟିଣ୍ଡା ରୋଡରେ ଦୁଇଟି କାର ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଯୋଗୁଁ ଜଣେ ଯୁବକ କାର ଭିତରେ ହିଁ ଫଶି ରହିଥିଲେ। ଆଉ ଏହି ସମୟରେ ସୋନୁ ସେହି ବାଟ ଦେଇ ଯାଉଥିବା ବେଳେ ଦୁର୍ଘଟଣାସ୍ଥଳରେ ଅଟକିବା ସହ ଯୁବକଙ୍କୁ କାର ଭିତରୁ ବାହାର କରି ଜୀବନ ବଞ୍ଚାଇଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଭୟଙ୍କର ଦୁର୍ଘଟଣା ପରେ କାର ଭିତରେ ଯୁବକ ଜଣକ ଗୁରୁତର ଆହତ ଅବସ୍ଥାରେ ଫଶି ରହିଥିଲେ। ଏହି ସମୟରେ ସୋନୁ ସେହି ବାଟ ଦେଇ ଯାଉଥିବାରୁ ଗାଡି ଅଟକାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। କାର ଭିତରୁ ଯୁବକଙ୍କୁ ଉଦ୍ଧାର କରିବା ସହ ନିଜ କୋଳରେ ଯୁବକଙ୍କୁ ଉଠାଇ ଦୌଡି ନିଜ କାର ଭିତରକୁ ନେଇଥିଲେ। ପରେ ଆହତ ଯୁବକଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ ସୋନୁ। ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିବାରୁ ଆହତ ଯୁବକଙ୍କ ଜୀବନ ବଞ୍ଚି ଯାଇଛି।

ଏହି ପୂରା ଘଟଣା ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ ସୋନୁ ପାଲଟି ଯାଇଛନ୍ତି ଭାରାତୀୟଙ୍କ ରିଆଲ୍‌ ହିରୋ। ସୋନୁଙ୍କ ଏଭଳି ପ୍ରୟାସ ପାଇଁ ଜଣେ ଯୁବକଙ୍କ ଜୀବନ ବଞ୍ଚିଥିବାରୁ ଚାରିଆଡେ ତାଙ୍କ କାମକୁ ନେଇ ପ୍ରଶଂସା କରାଯାଉଛି।

https://twitter.com/Gagan4344/status/1491111163995643904?s=20&t=I4-X4jhLh7vDlnIiGBwtTA

ମିଡିଆ ରିପୋର୍ଟ ମୁତାବକ, ମୋଗା-ଭଟିଣ୍ଡା ରୋଡରେ ଦୁଇ କାର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଥିଲା। ଦୁଇ କାର ପରସ୍ପରକୁ ଏତେ ଜୋରରେ ଧକ୍କା ଦେଇଥିଲେ ଯେ, କାର ଆଗ ପାଶ୍ୱର୍ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଏପରିକି ଆହତ ଯୁବକ ଜଣକ ଯେଉଁ ଗାଡିରେ ଫଶିଥିଲେ ତାହା ଦୁର୍ଘଟଣା ପରେ ସେଣ୍ଟ୍ରାଲ ଲକ୍‌ ହୋଇଯାଇଥିଲା। ଯାହା ଫଳରେ ଯୁବକ ଜଣକ ବାହାରକୁ ଆସି ପାରିନଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବ ନିର୍ବାଚନୀ ମଇଦାନରେ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଲଢ଼ୁଛନ୍ତି ସୋନୁ ସୁଦଙ୍କ ଭଉଣୀ ମାଲବିକା। ସେ ପଞ୍ଜାବର ମୋଗା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ନିଜ ଭଉଣୀଙ୍କ ପାଇଁ ପ୍ରଚାର କରିବାକୁ ସୋନୁ ପଞ୍ଜାବ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story