ପ୍ଲିଜ୍ ମୋ ଭିଡିଓ ଡିଲିଟ୍‌ କରି ଦିଅ...

ମୁମ୍ବାଇ: ଦୟାକରି ମୋ ଅନ୍ତରଙ୍ଗ ଦୃଷ୍ୟକୁ ଡିଲିଟ୍‌ କରିଦିଅ। ନିଜ ବୟଫ୍ରେଣ୍ଡଙ୍କ ସହ ପ୍ରାଇଭେଟ୍‌ ଭିଡିଓ ଇଣ୍ଟରନେଟ୍‌ରେ ଲିକ୍‌ ହୋଇଯିବା ଭୋଜପୁରୀ ଅଭିନେତ୍ରୀ ତ୍ରିଶାକାର ମଧୁ ନିଜ ଫ୍ୟାନ୍‌ମାନଙ୍କୁ ଏମିତି ନିବେଦନ କରିଛନ୍ତି। ଏଥିସହ ତ୍ରିଶାକାର ନିଜ ଇନ୍‌ଷ୍ଠାଗ୍ରାମର ଏକ ଇମୋସନାଲ ଭିଡିଓ ପୋଷ୍ଟ କରିଛନ୍ତି। ନିଜ ମନବଳକୁ ଦୃଢ଼ କରି ତ୍ରିଶାକାର କହିଛନ୍ତି ଯେ, ଭୀରୁ ବି ଲଢ଼ିପାରିବ। ପରାଜୟ ନିଶ୍ଚିତ ହୋଇଥିଲେ ମଧ୍ୟ ଯିଏ ମଇଦାନ ଛାଡ଼ିନଥାଏ ତାକୁ ହିଁ ବୀର କୁହାଯାଏ ବୋଲି […]

trisa

trisa

Tapas Behera
  • Published: Sunday, 17 October 2021
  • Updated: 18 October 2021, 06:09 PM IST

Sports

Latest News

ମୁମ୍ବାଇ: ଦୟାକରି ମୋ ଅନ୍ତରଙ୍ଗ ଦୃଷ୍ୟକୁ ଡିଲିଟ୍‌ କରିଦିଅ। ନିଜ ବୟଫ୍ରେଣ୍ଡଙ୍କ ସହ ପ୍ରାଇଭେଟ୍‌ ଭିଡିଓ ଇଣ୍ଟରନେଟ୍‌ରେ ଲିକ୍‌ ହୋଇଯିବା ଭୋଜପୁରୀ ଅଭିନେତ୍ରୀ ତ୍ରିଶାକାର ମଧୁ ନିଜ ଫ୍ୟାନ୍‌ମାନଙ୍କୁ ଏମିତି ନିବେଦନ କରିଛନ୍ତି। ଏଥିସହ ତ୍ରିଶାକାର ନିଜ ଇନ୍‌ଷ୍ଠାଗ୍ରାମର ଏକ ଇମୋସନାଲ ଭିଡିଓ ପୋଷ୍ଟ କରିଛନ୍ତି। ନିଜ ମନବଳକୁ ଦୃଢ଼ କରି ତ୍ରିଶାକାର କହିଛନ୍ତି ଯେ, ଭୀରୁ ବି ଲଢ଼ିପାରିବ। ପରାଜୟ ନିଶ୍ଚିତ ହୋଇଥିଲେ ମଧ୍ୟ ଯିଏ ମଇଦାନ ଛାଡ଼ିନଥାଏ ତାକୁ ହିଁ ବୀର କୁହାଯାଏ ବୋଲି ସେ ଲେଖିଛନ୍ତି।

ମୋତେ ଯେତେ ଖରାପ କହୁଛ କୁହ ମୁଁ ମୁଣ୍ଡପାତି ସବୁ ସହି ନେଉଛି। ସମୟ ଆପଣଙ୍କର । ଆଉ ଆପଣଙ୍କର ହିଁ ଖେଳିବା ପାଳି କହି ତାଙ୍କ ଭିଡିଓ ଭାଇରାଲ କରୁଥିବା ଗୋଷ୍ଠୀଙ୍କୁ ତେରଛାବାଣ ମାରିଛନ୍ତି। ଭୋଜପୁରୀ ସିନେମାର ସବୁଠୁ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ତ୍ରିଶାକାର।

ହଟ୍‌ ଏବଂ ବୋଲଡ୍‌ ସିନ ଦେବାରେ ମାହିର୍‌ ତ୍ରିଶାକାରଙ୍କ ଏକ ଅନ୍ତରଙ୍ଗ ଭିଡିଓ ଭାଇରାଲ ହୋଇଥିଲା। ନିଜ ବୟଫ୍ରେଣ୍ଡ ସହ ଶୁଟିଂ ହୋଇଥିବା ଏହି ଭିଡିଓଟି ଅତ୍ୟନ୍ତ ଅଶ୍ଲୀଳ ଓ ଆପତ୍ତିଜନକ ଥିଲା। ୨୭ ବର୍ଷୀୟ ଏହି ଅଭିନେତ୍ରୀଙ୍କ ଘର ହେଉଛି ପଶ୍ଚିମବଙ୍ଗର। ଭୋଜପୁରୀ ସିରିଏଲ  ‘ହମ ହେ ହିନ୍ଦୁସ୍ତାନୀ’ ସେ ଡେବ୍ୟୁ କରିଥିଲେ। ତ୍ରିଶାକାର ମଧ୍ୟ ଅନେକ ଆଇଟମ୍‌ ସଙ୍ଗରେ ନିଜ ଜଲୱା ଦେଖାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story