କଥା ରଖିଲେନି କପିଲ, ରାଗିଗଲେ ଅକ୍ଷୟ

ମୁମ୍ବାଇ: ଲଗାତାର କମେଡି କଙ୍ଗ କପିଲ ଶର୍ମାଙ୍କ ଶୋ’କୁ ଯାଉଥିବା ଖିଲାଡି ଷ୍ଟାର ଅକ୍ଷୟ ଏବେ ଏହି ଶୋ’ରୁ ସେ ନିଜ ମୁହଁ ଫେରାଇ ଦେଇଛନ୍ତି। ସେ କପିଲ ଶର୍ମାଙ୍କ ଶୋ’କୁ କରିଛନ୍ତି ବୟକଟ୍‌। ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ କମେଡି କିଙ୍ଗ କପିଲ ଶର୍ମାଙ୍କ ମଧ୍ୟରେ ସବୁ କିଛି ଠିକ୍‌ ନାହିଁ। ବଢ଼ିବାରେ ଲାଗିଛି ଉଭୟଙ୍କ ମଧ୍ୟରେ ବିବାଦ। ଏହା ଏତେ ବଢ଼ିଯାଇଛି ଯେ, ଏବେ ଅକ୍ଷୟ କୁମାର କପିଲଙ୍କ ଉପରେ ରାଗି ଯାଇ […]

Akshya and kapil

Akshya and kapil

Madhupriya Mistry
  • Published: Tuesday, 08 February 2022
  • Updated: 08 February 2022, 11:41 AM IST

Sports

Latest News

ମୁମ୍ବାଇ: ଲଗାତାର କମେଡି କଙ୍ଗ କପିଲ ଶର୍ମାଙ୍କ ଶୋ'କୁ ଯାଉଥିବା ଖିଲାଡି ଷ୍ଟାର ଅକ୍ଷୟ ଏବେ ଏହି ଶୋ'ରୁ ସେ ନିଜ ମୁହଁ ଫେରାଇ ଦେଇଛନ୍ତି। ସେ କପିଲ ଶର୍ମାଙ୍କ ଶୋ'କୁ କରିଛନ୍ତି ବୟକଟ୍‌। ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ କମେଡି କିଙ୍ଗ କପିଲ ଶର୍ମାଙ୍କ ମଧ୍ୟରେ ସବୁ କିଛି ଠିକ୍‌ ନାହିଁ। ବଢ଼ିବାରେ ଲାଗିଛି ଉଭୟଙ୍କ ମଧ୍ୟରେ ବିବାଦ। ଏହା ଏତେ ବଢ଼ିଯାଇଛି ଯେ, ଏବେ ଅକ୍ଷୟ କୁମାର କପିଲଙ୍କ ଉପରେ ରାଗି ଯାଇ ତାଙ୍କ ଶୋ'କୁ ବୟକଟ୍‌ କରିଦେଇଛନ୍ତି। କପିଲ କୁଆଡେ ଅକ୍ଷୟଙ୍କ କଥା ରଖିନଥିବାରୁ ସେ ରାଗି ଯାଇଛନ୍ତି।

ଅକ୍ଷୟ ଓ କପିଲଙ୍କ ଭିତରେ ପ୍ରଥମେ ରାଗରୁଷା ଥିବା ଖବର ସାମ୍ନାକୁ ଆସିଥିଲା। ଏବେ କୁହାଯାଇଛି ଯେ, ଅକ୍ଷୟ ତାଙ୍କ ଅପକମିଂ ଫିଲ୍ମ 'ବଚ୍ଚନ ପାଣ୍ଡେ'ର ପ୍ରମୋସନ 'ଦ କପିଲ ଶର୍ମା ଶୋ'ରେ କରିବା ପାଇଁ ମନା କରିଦେଇଛନ୍ତି।

କୁହାଯାଉଛି ଯେ ଅକ୍ଷୟ କୁମାର ଏବଂ ସାରା ଅଲି ଖାନ କପିଲ ଶର୍ମା ଶୋ’କୁ ସେମାନଙ୍କ ଗୋଟିଏ ଫିଲ୍ମର ପ୍ରମୋସନ ପାଇଁ ଯାଇଥିଲେ। ସେଠାରେ କପିଲ ଏବଂ ଅକ୍ଷୟଙ୍କ ମଧ୍ୟରେ ରାଜନୈତିକ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ ଅକ୍ଷୟ ଏହି ଭିଡିଓକୁ ପ୍ରସାରଣ ନକରିବାକୁ କହିଥିଲେ। କିନ୍ତୁ ଅକ୍ଷୟଙ୍କ କଥା ରଖି ପାରିନଥିଲେ କପିଲ। ଏହି ଭିଡିଓ କ୍ଲିପ୍‌ଟି ସୋଶାଲ ମଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାକୁ ଲାଗିଥିଲା।

ଏହି କଥାକୁ ନେଇ ରାଗି ଯାଇଥିଲେ ଅକ୍ଷୟ। ବର୍ତ୍ତମାନ ସେ କପିଲଙ୍କ ଶୋ’ରେ ତାଙ୍କର ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ପ୍ରମୋସନ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ଅକ୍ଷୟ କୁମାରଙ୍କ ଫିଲ୍ମ 'ବଚ୍ଚନ ପାଣ୍ଡେ'ରେ ତାଙ୍କ ଅପୋଜିଟ୍‌ରେ କ୍ରିତି ସେନନର ଅଛନ୍ତି। ଏଥିରେ ଅକ୍ଷୟଙ୍କୁ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story