ରନ୍ଥାମ୍ଭୋରରେ ବିବାହ କରିବେ ରଣବୀର-ଆଲିଆ!

ମୁମ୍ବାଇ: ବାଜିବ ବଲିଉଡର ସୁପରଷ୍ଟାର ରଣବୀର ଓ ଆଲିଆଙ୍କ ଶାହାନାଇ। ହାତକୁ ଦି ହାତ ହେବେ ବି-ଟାଉନ୍‌ର ଏହି ଚର୍ଚ୍ଚିତ ଯୋଡି। ଆସନ୍ତା ଏପ୍ରିଲ ମାସରେ ପଡିବ ଏ ଦୁହିଁଙ୍କ ହାତଗଣ୍ଠି। ଦୁହେଁ ରାଜସ୍ଥାନରେ ସାତ ଫେରା ନେବେ ବୋଲି ଶୁଣିବାକୁ ମିଳୁଛି। ଏନେଇ ଉଭୟଙ୍କ ପରିବାର ମଧ୍ୟରେ ଜୋରସୋର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଅନେକ ଦିନ ହେବ ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ ବି-ଟାଉନରେ ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ଦୁହେଁ ଡିସେମ୍ବର ୨୦୨୧ରେ […]

alia and ranbir-kapoor

alia and ranbir-kapoor

Madhupriya Mistry
  • Published: Wednesday, 09 February 2022
  • Updated: 09 February 2022, 04:03 PM IST

Sports

Latest News

ମୁମ୍ବାଇ: ବାଜିବ ବଲିଉଡର ସୁପରଷ୍ଟାର ରଣବୀର ଓ ଆଲିଆଙ୍କ ଶାହାନାଇ। ହାତକୁ ଦି ହାତ ହେବେ ବି-ଟାଉନ୍‌ର ଏହି ଚର୍ଚ୍ଚିତ ଯୋଡି। ଆସନ୍ତା ଏପ୍ରିଲ ମାସରେ ପଡିବ ଏ ଦୁହିଁଙ୍କ ହାତଗଣ୍ଠି। ଦୁହେଁ ରାଜସ୍ଥାନରେ ସାତ ଫେରା ନେବେ ବୋଲି ଶୁଣିବାକୁ ମିଳୁଛି। ଏନେଇ ଉଭୟଙ୍କ ପରିବାର ମଧ୍ୟରେ ଜୋରସୋର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି।

ଅନେକ ଦିନ ହେବ ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ ବି-ଟାଉନରେ ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ଦୁହେଁ ଡିସେମ୍ବର ୨୦୨୧ରେ ବିବହ କରିବେ ବୋଲି ଖବର ଆସିଥିଲା। କିନ୍ତୁ କରୋନା ଏବଂ କିଛି ବ୍ୟକ୍ତିଗତ ଅସୁବିଧା କାରଣରୁ ଏହାକୁ ଟାଳିବାକୁ ପଡିଥିଲା।

ମିଡିଆ ରିପୋର୍ଟ ମୁତାବକ ଏବେ ରଣବୀର ଏବଂ ଅଲିଆଙ୍କ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି। କୁହାଯାଉଛି ଯେ ଏହି ଷ୍ଟାର ଦମ୍ପତ୍ତି ରାଜସ୍ଥାନର ରନ୍ଥାମ୍ଭୋରରେ ହାତକୁ ଦି ହାତ ହେବେ। ଏହି କପୁଲ ପ୍ରାୟତଃ ରାଜସ୍ଥାନର ରନ୍ଥାମ୍ଭୋରରେ ଛୁଟି କାଟିବା ପାଇଁ ଯାଆନ୍ତି। ଏହା ଉଭୟ ରଣବୀର ଏବଂ ଆଲିଆଙ୍କ ସବୁଠାରୁ ଫେଭରେଟ୍‌ ପ୍ଲେସ୍‌। ତେବେ ବିବାହକୁ ନେଇ ରଣବୀର ଓ ଆଲିଆଙ୍କ ପକ୍ଷରୁ କୌଣସି ଅଧିକାରୀକ ରୂପେ ବୟାନ ସାମ୍ନାକୁ ଆସିନାହିଁ।

ସୂଚନାମୁତାବକ, ୨୦୨୦ରେ ଏକ ସାକ୍ଷାତକାର ବେଳେ ରଣବୀର ଖୁଲାସା କରିଥିଲେ ଯେ, ସେ ଶୀଘ୍ର ନିଜ ଗାର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କୁ ବିବାହ କରିପାରନ୍ତି। ଯଦି କରୋନା ମହାମାରୀ ଆସି ନଥାନ୍ତା ତେବେ ସେ ଦୁହିଁଙ୍କ ବିବାହ ବର୍ତ୍ତମାନ ସରିଥାଆନ୍ତା ବୋଲି ରଣବୀର କରିଥିଲେ।

ଏହାପୂର୍ବରୁ ବଲିଉଡ ଷ୍ଟାର ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ ମଧ୍ୟ ରଣଥମ୍ଭରରେ ହିଁ ବିବାହ କରିବା ପାଇଁ ବାଛିଥିଲେ। ଗତବର୍ଷ ଡିସେମ୍ବର ୯ ତାରିଖରେ ବିକ୍କି ଏବଂ କ୍ୟାଟ୍ରିନା ବାରବରାର ସିକ୍ସ ସେନ୍ସ ଫର୍ଟରେ ସାତ ଫେରା ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story