ଶାନ୍ତନୁଙ୍କ ପ୍ରେମରେ ପଡ଼ିଲେ ଆଲିଆ, ଛାତ ଉପରୁ କଲେ ଇସାରା

ମୁମ୍ବାଇ: ପ୍ରେମରେ ପଡ଼ିଲେ ଗଙ୍ଗୁବାଈ ଓରଫ୍‌ ଆଲିଆ ଭଟ୍ଟ। ମନ ଭିତରେ ପ୍ରେମ, କିନ୍ତୁ ମୁହଁରେ ରୁବାବ। ଏଭଳି କିଛି ଦେଖାଇଲେ ଠାଣି। ଆଉ ଶାନ୍ତନୁ ମହେଶ୍ୱରୀଙ୍କୁ ଛାତରୁ ଉପରୁ ଦେଲେ ଇସାରା। ତାଙ୍କ ସହ ଛାତ ଉପରେ ହିଁ ଖେଳିଲେ ପ୍ରେମର ତାସ୍‌। ଏହି ଖେଳରେ ଶାନ୍ତନୁଙ୍କୁ ହରାଇ ଜିତି ମଧ୍ୟ ଗଲେ ଗଙ୍ଗୁବାଈ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ଅପ୍‌କମିଂ ଫିଲ୍ମ ‘ଗଙ୍ଗୁବାଈ କାଠିଆବାଡି’ର ଏକ ରୋମାଣ୍ଟିକ୍‌ ଟ୍ରକ୍‌। ହାତରେ […]

Alia Bhatt

Alia Bhatt

Madhupriya Mistry
  • Published: Tuesday, 15 February 2022
  • Updated: 15 February 2022, 04:50 PM IST

Sports

Latest News

ମୁମ୍ବାଇ: ପ୍ରେମରେ ପଡ଼ିଲେ ଗଙ୍ଗୁବାଈ ଓରଫ୍‌ ଆଲିଆ ଭଟ୍ଟ। ମନ ଭିତରେ ପ୍ରେମ, କିନ୍ତୁ ମୁହଁରେ ରୁବାବ। ଏଭଳି କିଛି ଦେଖାଇଲେ ଠାଣି। ଆଉ ଶାନ୍ତନୁ ମହେଶ୍ୱରୀଙ୍କୁ ଛାତରୁ ଉପରୁ ଦେଲେ ଇସାରା। ତାଙ୍କ ସହ ଛାତ ଉପରେ ହିଁ ଖେଳିଲେ ପ୍ରେମର ତାସ୍‌। ଏହି ଖେଳରେ ଶାନ୍ତନୁଙ୍କୁ ହରାଇ ଜିତି ମଧ୍ୟ ଗଲେ ଗଙ୍ଗୁବାଈ।

ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ଅପ୍‌କମିଂ ଫିଲ୍ମ 'ଗଙ୍ଗୁବାଈ କାଠିଆବାଡି'ର ଏକ ରୋମାଣ୍ଟିକ୍‌ ଟ୍ରକ୍‌। ହାତରେ ତାସ୍‌, ମଥାରେ ଲାଲ ବିନ୍ଦି। ଆଖିରେ କଜଳ ଆଉ ନାକରେ ରୂପାର ନଥ, ଦେହରେ ଧଳା ଶାଢ଼ୀ। ଗୀତରେ ଆଲିଆ ଗଙ୍ଗୁବାଇ ସାଜି ସର୍ବସମ୍ମୁଖରେ ଶାନ୍ତନଙ୍କୁ ଦେଇଛନ୍ତି ପ୍ରେମର ଇସାରା। ସେପଟେ ଶାନ୍ତନୁ ମଧ୍ୟ କିଛି କମ୍‌ ନୁହନ୍ତି। ସେ ମଧ୍ୟ ଆଲିଆଙ୍କ ଇସାରାକୁ ଠିକ୍‌ ଭାବେ ବୁଝି ତାଙ୍କୁ ଉତ୍ତର ଦେଉଛନ୍ତି। ଗୀତରେ ଶାନ୍ତନୁ ମହେଶ୍ୱରୀ ଦର୍ଜି ଚରିତ୍ରରେ ଦେଖିବାକୁ ମିଳିଛି।

Gangubai Kathiawadi song Jab Saiyaan: Shreya Ghoshal track features the innocent romance of Alia Bhatt-Shantanu Maheshwari | JIFFY360.COM

ଏହି ଗୀତକୁ ଆଲିଆ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, 'ଦୁଇ ବର୍ଷ ଯାଏଁ ଲୁଚାଛପାରେ ଗୁଣୁଗୁଣୁ ହେଲି, ଶୁଣିଲ ଏବଂ ପରେ ଏହି ଗୀତର ପ୍ରେମରେ ପଡିଗଲି।' ଗୀତରେ ଆଲିଆଙ୍କ ଡିଫରେଣ୍ଟ ଲୁକ୍‌ ସାମ୍ନାକୁ ଆସିଛି। ତାଙ୍କ ଲୁକ୍‌ ଏବେ ଫ୍ୟାନ୍‌ମାନଙ୍କୁ ଆଟ୍ରାକ୍ଟ କରିଛି। ଏହି ଗୀତକୁ ଶ୍ରେୟା ଘୋଷାଲ ଗାଇଛନ୍ତି। ଗୀତର ମ୍ୟୁଜିକ କମ୍ପୋଜ ଖୋଦ୍‌ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭସାଂଲି କରିଛନ୍ତି। ଏହାର ଲିରିକ୍ସ ଲେଖିଛନ୍ତି ଏଏମ୍‌ ଟୁରଜ୍‌।

ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମକୁ ନେଇ ଏବେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଲୋକେ ଗଙ୍ଗୁବାଈ ଓ କରିମ ଲାଲାକୁ ଦେଖିବା ପାଇଁ ବେଶ୍‌ ଉତ୍ସାହର ସହ ଅପେକ୍ଷ କରି ରହିଛନ୍ତି। ଆସନ୍ତା ୨୫ ତାରିଖରେ ଫିଲ୍ମଟି ବଡ଼ ପରଦାରେ ରିଲିଜ୍‌ ହେବ।

https://youtu.be/jJLP6P5QaGs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story