'ପୁଷ୍ପା' ଫିଲ୍ମ ଅଫ୍‌ ଦି ଇୟର, ରଣବୀର ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୨ରେ ବି ‘ପୁଷ୍ପା’ର ଜଲୱା। ଫିଲ୍ମ ଅଫ୍‌ ଦି ଇୟର୍‌ ଆୱାର୍ଡ ହାତେଇଲା ‘ପୁଷ୍ପା’। ସେହିପରି ରଣବୀର ସିଂହଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ଆୱାର୍ଡ। ଶ୍ରେଷ୍ଠ ଅଭିନେତ୍ରୀ ଭାବେ କ୍ରିତି ସେନନ୍‌ ପାଇଛନ୍ତି ଦାଦା ସାହେବ ଫାଲକେ ଆୱାର୍ଡ। ରବିବାର ମୁମ୍ବାଇ ମାୟାନଗରୀରେ ଅନୁଷ୍ଠିତ ହୋଇଥିଲା ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୨। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫିଲ୍ମ ଜଗତର ସର୍ବଶ୍ରେଷ୍ଠ ଷ୍ଟାର୍ସ ଏବଂ ଫିଲ୍ମକୁ ଦାଦା […]

Allu Arjun and Ranveer Singh

Allu Arjun and Ranveer Singh

Madhupriya Mistry
  • Published: Monday, 21 February 2022
  • Updated: 21 February 2022, 01:41 PM IST

Sports

Latest News

ନୂଆଦିଲ୍ଲୀ: ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୨ରେ ବି 'ପୁଷ୍ପା'ର ଜଲୱା। ଫିଲ୍ମ ଅଫ୍‌ ଦି ଇୟର୍‌ ଆୱାର୍ଡ ହାତେଇଲା 'ପୁଷ୍ପା'। ସେହିପରି ରଣବୀର ସିଂହଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ଆୱାର୍ଡ। ଶ୍ରେଷ୍ଠ ଅଭିନେତ୍ରୀ ଭାବେ କ୍ରିତି ସେନନ୍‌ ପାଇଛନ୍ତି ଦାଦା ସାହେବ ଫାଲକେ ଆୱାର୍ଡ।

ରବିବାର ମୁମ୍ବାଇ ମାୟାନଗରୀରେ ଅନୁଷ୍ଠିତ ହୋଇଥିଲା ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୨। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫିଲ୍ମ ଜଗତର ସର୍ବଶ୍ରେଷ୍ଠ ଷ୍ଟାର୍ସ ଏବଂ ଫିଲ୍ମକୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଛି। ଫିଲ୍ମ ଠାରୁ ଆରମ୍ଭ କରି ଟିଭି ଯାଏଁ, ଏଣ୍ଟରଟେନ୍‌ମେଣ୍ଟ ୱାର୍ଲ୍ଡରେ ଦମ୍‌ଦାର କାମ କରିଥିବା ବ୍ୟକ୍ତି ତଥା ବିଷୟ ବସ୍ତୁକୁ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ କ୍ୟାଟେଗୋରୀ ଅନୁଯାୟୀ ଆୱାର୍ଡ ଦିଆଯାଇଛି।

ଏହି ଆୱାର୍ଡରେ ଶେରସାହାକୁ ସର୍ବଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଥିବା ବେଳେ ଫିଲ୍ମ '୮୩' ପାଇଁ ରଣବୀର ସିଂହଙ୍କୁ ବେଷ୍ଟ ଆକ୍ଟର ଓ ଫିଲ୍ମ 'ମିମି' ପାଇଁ କ୍ରିତି ସେନନ୍‌ଙ୍କୁ ବେଷ୍ଟ ଆକ୍ଟ୍ରେସ୍ର ଆୱାର୍ଡ ମିଳିଛି। ସେହିପରି କ୍ରିଟିକ୍‌ ବେଷ୍ଟ ଫିଲ୍ମରେ 'ସର୍ଦ୍ଦାର ଉଦ୍ଧମ'କୁ ଆୱାର୍ଡ ମିଳିଛି।

'ଶେରସାହା' ପାଇଁ କିଆରା ଆଡଭାନୀଙ୍କୁ କ୍ରିଟିକ୍ସ ବେଷ୍ଟ ଅଭିନେତ୍ରୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କୁ କ୍ରିଟିକ୍ସ ବେଷ୍ଟ ଅଭିନେତା ଭାବେ ଆୱାର୍ଡ ମଧ୍ୟ ମିଳିଛି ।  ଏହା ବ୍ୟତୀତ ସୁନୀଲ୍‌ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟିଙ୍କୁ ଡେବ୍ୟୁ ପାଇଁ ମିଳିଛି ଆୱାର୍ଡ। ଆଶା ପାରେଖଙ୍କୁ ଫିଲ୍ମ ଉଦ୍ଦ୍ୟୋଗରେ ସର୍ବୋତ୍କୃଷ୍ଟ ଅବଦାନ ପାଇଁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଛି।

ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ କେନ୍‌ ଘୋଷଙ୍କୁ ସମ୍ମାନୀତ କରାଯାଇଛି। ଶ୍ରେଷ୍ଟ ସହ ଅଭିନେତା ରୂପେ ସତୀକ କୌଶିକ ଓ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଲାରା ଦତ୍ତା ପାଇଛନ୍ତି ଆୱାର୍ଡ।

ମୁମ୍ବାଇର ତାଜ ଲ୍ୟାଡସ୍ ଏଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିନେତା ଆହନ ସେଟ୍ଟି, ସତିଶ କୌଶିକ ଓ ସନ୍ୟା ମାଲହୋତ୍ରା ବି ସାମିଲ ହୋଇଥିଲେ। ଲକି ଅଲି ତାଙ୍କର ସଦାବାହାର ଗୀତ ‘ଓ ସନମ’ରେ ଚମତ୍କାର ପରଫରମାନ୍ସ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଶା ପାରେଖ, ଲାରା ଦତ୍ତା, ରଣବୀର ସିଂ ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀଙ୍କ  ସମେତ ବହୁ କଳାକାର ଯୋଗ ଦେଇଥିଲେ।

ବେଷ୍ଟ ନେଗେଟିଭ ରୋଲ- ଆୟୁଷ ଶର୍ମା

ପିପୁଲ ଚଏସ୍‌ ବେଷ୍ଟ ଆକ୍ଟର- ଅଭିମନ୍ୟୁ ଦସାନି

ପିପୁଲ ଚଏସ୍‌ ବେଷ୍ଟ ଆକ୍ଟ୍ରେସ- ରାଧିକା ମଦାନ

ବେଷ୍ଟ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ- ଅନାଦର ରାଉଣ୍ଡ

ବେଷ୍ଟ ୱେବ ସିରିଜ- କ୍ୟାଣ୍ଡି

ବେଷ୍ଟ ୱେବ ସିରିଜ ଆକ୍ଟର- ମନୋଜ ବାଜପେୟୀ

ବେଷ୍ଟ ୱେବ ସିରିଜ ଆକ୍ଟ୍ରେସ- ରବୀନା ଟଣ୍ଡନ୍‌

ବେଷ୍ଟ ଟେଲିଭିଜନ ସିରିଜ- ଅନୁପମା

ଟେଲିଭିଜନ ସିରିଜ ବେଷ୍ଟ ଆକ୍ଟର- ଶାହିର ଶେଖ୍‌

ଟେଲିଭିଜନ ସିରିଜ ବେଷ୍ଟ ଆକ୍ଟ୍ରେସ- ଶ୍ରଦ୍ଧା ଆର୍ଯ୍ୟା

ଟେଲିଭିଜନ ସିରିଜ ମୋଷ୍ଟ ପ୍ରମିସିଂ ଆକ୍ଟ୍ରେସ- ରୂପାଲି ଗାଙ୍ଗୁଲି

ଟେଲିଭିଜନ ସିରିଜ ମୋଷ୍ଟ ପ୍ରମିସିଂ ଆକ୍ଟର- ଧୀରଜ ଧୂପର

ବେଷ୍ଟ ସର୍ଟ ଫିଲ୍ମ -ପୋଲି

ବେଷ୍ଟ ପ୍ଲେ ବ୍ୟାକ୍‌ ସିଙ୍ଗର - ବିଶାଲ ମିଶ୍ରା

ବେଷ୍ଟ ପ୍ଲେ ବ୍ୟାକ୍‌ ସିଙ୍ଗ ଫିମେଲ୍‌- କନିକା କପୁର

ବେଷ୍ଟ ସିନେମେଟୋଗ୍ରାଫର- ଜୟକୃଷ୍ଣ ଗୁମ୍ମଦି

https://twitter.com/RanveerOfficial/status/1495424050315018242?s=20&t=3lLkdN1StHhHtdk0dvIsjA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story