ଅନୁପମ ଖେରଙ୍କୁ ମିଳିଲା ବଡ଼ ସମ୍ମାନ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅନୁପମ ଖେରଙ୍କୁ ମିଳିଲା ବଡ଼ ସମ୍ମାନ। ନ୍ୟୁୟର୍କର ମ୍ୟାନହେଟନରେ ଆୟୋଜିତ ସମାରୋହରେ ଅନୁପମ ଖେରଙ୍କୁ ହିନ୍ଦୁ ଅଧ୍ୟୟନ ପାଇଁ ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଆମେରିକା ୟୁନିଭର୍ସିଟି ‘ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା’ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି। ଏହି ବଡ଼ ସମ୍ମାନ ପାଇଁ ଅନୁପମ ଖେର ବହୁତ ଖୁସି ହୋଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ପ୍ରଥମ ବ୍ୟକ୍ତି ଭାବେ ‘ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା’ ତରଫରୁ ଡକ୍ଟରେଟ୍ […]

anupam-kher

anupam-kher

Ranjit Kumar Jena
  • Published: Sunday, 19 September 2021
  • Updated: 19 September 2021, 10:09 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅନୁପମ ଖେରଙ୍କୁ ମିଳିଲା ବଡ଼ ସମ୍ମାନ। ନ୍ୟୁୟର୍କର ମ୍ୟାନହେଟନରେ ଆୟୋଜିତ ସମାରୋହରେ ଅନୁପମ ଖେରଙ୍କୁ ହିନ୍ଦୁ ଅଧ୍ୟୟନ ପାଇଁ ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଆମେରିକା ୟୁନିଭର୍ସିଟି ‘ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା’ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି। ଏହି ବଡ଼ ସମ୍ମାନ ପାଇଁ ଅନୁପମ ଖେର ବହୁତ ଖୁସି ହୋଇଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ପ୍ରଥମ ବ୍ୟକ୍ତି ଭାବେ ‘ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା’ ତରଫରୁ ଡକ୍ଟରେଟ୍ ଡିଗ୍ରୀ ମିଳିଥିବାରୁ ମୁଁ ନିଜକୁ ସମ୍ମାନିତ ମନେ କରୁଛି। ମୁଁ ବିଶ୍ୱାସ କରେ ଯେ ହିନ୍ଦୁତ୍ୱରୁ ଆମେ ଶାନ୍ତି ଏବଂ ଗ୍ରହଣର ମହତ୍ତ୍ୱ ବୁଝିପାରିବା। ମୁଁ ମୋର ଡକ୍ଟରେଟ୍ ଡିଗ୍ରୀ ସହିତ ଶାନ୍ତିର ବାର୍ତ୍ତା ପ୍ରସାର କରିବାକୁ ଚାହୁଁଛି।

View this post on Instagram

A post shared by Anupam Kher (@anupampkher)

ସେ ଆହୁରି କହିଛନ୍ତି, ଏହା ମୋ ପାଇଁ ଏକ ସମ୍ମାନଜନକ ଉପଲବ୍ଧି। ଏହି ଡିଗ୍ରୀ ମୋତେ ଦୁନିଆର ସବୁଠାରୁ ପୁରାତନ ସଂସ୍କୃତି ଏବଂ ହିନ୍ଦୁ ଧର୍ମର ଦର୍ଶନ ବିଷୟରେ କହିବାକୁ ସୁଯୋଗ ଦେଇଛି। ଲୋକେ ହିନ୍ଦୁ ଧର୍ମର ଶିକ୍ଷା ଉପରେ କାମ କରୁଛନ୍ତି, ଯାହାକୁ ଦେଖି ଲାଗୁଛି ଯେ ଏହି ସମ୍ମାନ ଗ୍ରହଣ କରିନେବା ଉଚିତ୍ ହେବ। ମୁଁ ହିନ୍ଦୁ ଧର୍ମର ଶିକ୍ଷା ସହିତ ବଢ଼ିଛି ଏବଂ ଏହାକୁ ବିଶ୍ୱାସ ମଧ୍ୟ କରେ।

ସୂଚନାଯୋଗ୍ୟ, ଅନୁପମ ଖେର ନିଜର ନୂଆ ଶୋ’ ‘ଜୀନ୍ଦେଗୀ କା ସଫର’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିଯାନରେ ସେ ବର୍ତ୍ତମାନ ଆମେରିକାର ଅନେକ ସହରର ଯାତ୍ରାରେ ଅଛନ୍ତି। ଭାରତ ଫେରିବା ପରେ ସେ ସୂଜର ବରଯାତ୍ୟାଙ୍କ ଆଗାମୀ ଫିଲ୍ମ ‘ଉଚ୍ଚାଇଁ’ର ଶୁଟିଂ ଆରମ୍ଭ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story