ଆତ୍ମହତ୍ୟା କଲେ ବଲିଉଡର ଜଣାଶୁଣା ପ୍ରଡ୍ୟୁସର୍‌

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ଖରାପ ସମୟ। ଗୋଟିଏ ପରେ ଗୋଟିଏ ଦୁଃଖ ଖବର ସାମ୍ନାକୁ ଆସୁଛି। ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ପରେ ଏବେ ଜଣେ ଜଣାଶୁଣା ପ୍ରଡ୍ୟୁସର ଆତ୍ମହତ୍ୟା କରିଛନ୍ତି। ଫିଲ୍ମ ‘ଦ କାଶ୍ମୀର ଫାଇଲସ୍‌’ର ପ୍ରଡ୍ୟୁସର ସରାହାନ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁ୍‌ତାବକ, ସରାହନା ଜୁନ୍ ୩୦ ରେ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ବଲିଉଡ ଅଭିନେତା ଅନୁପମ ଖେର ଏହି ଖବର ପାଇଲା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କାରଣ […]

Sarahan

Sarahan

Madhupriya Mistry
  • Published: Friday, 09 July 2021
  • Updated: 09 July 2021, 05:28 PM IST

Sports

Latest News

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ଖରାପ ସମୟ। ଗୋଟିଏ ପରେ ଗୋଟିଏ ଦୁଃଖ ଖବର ସାମ୍ନାକୁ ଆସୁଛି। ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ମୃତ୍ୟୁ ପରେ ଏବେ ଜଣେ ଜଣାଶୁଣା ପ୍ରଡ୍ୟୁସର ଆତ୍ମହତ୍ୟା କରିଛନ୍ତି। ଫିଲ୍ମ ‘ଦ କାଶ୍ମୀର ଫାଇଲସ୍‌’ର ପ୍ରଡ୍ୟୁସର ସରାହାନ ଆତ୍ମହତ୍ୟା କରିଥିବା ଜଣାପଡିଛି।

ସୂଚନା ମୁ୍‌ତାବକ, ସରାହନା ଜୁନ୍ ୩୦ ରେ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ବଲିଉଡ ଅଭିନେତା ଅନୁପମ ଖେର ଏହି ଖବର ପାଇଲା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କାରଣ ସରାହନାଙ୍କ ଆତ୍ମହତ୍ୟା ପୂର୍ବରୁ ତାଙ୍କ ସହ ସେ ବହୁ ସମୟ କଥା ହୋଇଥିଲେ। ଏଥି ସହିତ ଅନୁପମ ଖେର ସରାହନାଙ୍କ ଫଟୋ, ଭିଡିଓ ଏବଂ ତାଙ୍କ ମୃତ୍ୟୁର ମେସେଜ୍ ସେୟାର କରି ଏକ ଇମୋଶନାଲ ନୋଟ୍ ଲେଖିଛନ୍ତି।

ଅନୁପମ ଲେଖିଛନ୍ତି, ‘ଏ ହେଉଛନ୍ତି ସରାହନା। ଯେତେବେଳେ ମୁଁ ଦେହରାଡୁନ୍ ଏବଂ ମୁସୁରିରେ ଏହି ଫିଲ୍ମର ସୁଟିଂ କରୁଥିଲି ସେତେବେଳେ ସେ ‘ଦ କାଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର ଥିଲେ। ଗତ ବର୍ଷ ଡିସେମ୍ବର ୨୨ ରେ ୟୁନିଟ୍ ତାଙ୍କ ଜନ୍ମଦିନ ପାଳନ କରିଥିଲା। ସୁଟିଂ ପରେ ଲକଡାଉନ୍ ଚାଲୁଥିବାରୁ ସେ ନିଜ ସହର ଆଲିଗଡକୁ ଯାଇଥିଲେ। ସେ ନିଜ କାର‌୍ୟ୍ୟରେ ଉଜ୍ଜ୍ୱଳ, ଦକ୍ଷ, ସାହାଯ୍ୟକାରୀ ଏବଂ ଉତ୍କୃଷ୍ଟ ଥିଲେ। ସେ ମୋତେ ମୋ ମା’ଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ମେସେଜ କରିଥିଲେ।’

ଅନୁପମ ଆହୁରି କହିଛନ୍ତି, ‘ମୁଁ ଫୋନ କରି ତାଙ୍କ ସହ କଥା ହୋଇଥିଲି ଏବଂ ତାଙ୍କୁ ମା’ଙ୍କ ଆଶୀର୍ବାଦ ଦେଇଥିଲି। ଏତେ ଦିନ ପରେ ଆଜି ମୁଁ ମୋ ଫୋନ୍‌ରୁ ଯାହା ଜାଣିବାକୁ ଏବଂ ଦେଖିବାକୁ ପାଇଲି ତାହା ମୋତେ ସମ୍ପୂର୍ଣ୍ଣ ଭାବେ ଶକ୍ତ ଝଟ୍‌କା ଦେଲା ଭଳି ଲାଗିଥିଲା। ଏଥିସହ ମୋତେ ବହୁତ ଦୁଃଖିତ ମଧ୍ୟ କରାଇଦେଲା। ମୁଁ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ଏବଂ ଆଶା କରୁଛି ଯେ ତାଙ୍କ ମା ଏବଂ ଭାଇ ଏହି କ୍ଷତିର ମୁକାବିଲା କରିପାରିବେ।’

୨୦୨୧ ଅଗଷ୍ଟ ୧୫ରେ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’, ରିଲିଜ୍ ହେବ। ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ ଏବଂ ଅନୁପମ ଖେର ଏକାଠି ନଜର ଆସିବେ। ଏହି ଫିଲ୍ମଟି ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ। ଜମ୍ମୁ-କାଶ୍ମୀରରୁ କିଳଭି କଶ୍ମୀର ପଣ୍ଡିତମାନେ ପଳାୟନ କରିଥିଲେ ତା’ର କାହାଣୀ ଉପରେ ଏହି ଫିଲ୍ମଟି ଆଧାରିତ।

View this post on Instagram

A post shared by Anupam Kher (@anupampkher)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story