ବାହା ହେଲେ ଏଆର୍‌ ରେହମାନଙ୍କ ଝିଅ, ରିୟାସଦିନଙ୍କ ସହ ଛାଡିଲେ ପ୍ରଥମ ଫଟୋ

ମୁମ୍ବାଇ: ହାତକୁ ଦି ହାତ ହେଲେ ବଲିଉଡର ମ୍ୟୁଜିକ ଲେଜେଣ୍ଡ ତଥା ସିଙ୍ଗର ଏଆର୍‌ ରେହମାନଙ୍କ ଝିଅ ଖତିଜା। ସେ ରିୟାସଦିନ ରିୟାନଙ୍କ ସହ ବିବାହ କରିଛନ୍ତି। ବିଧି ଅନୁଯାୟୀ ସେ ରିୟାସଦିନଙ୍କ ସହ ପଢ଼ିଛନ୍ତି ନିକା। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋରେ ନବବିବାହିତ ଦମ୍ପତି ପୂରା ପରିବାର ସହ ପୋଜ ଦେଉଥିବା ଦେଖିବାକୁ ମିଳିଛି। ଖତିଜାଙ୍କ ବିବାହର ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଆର୍‌ ରେହମାନ ଖୋଦ୍‌ […]

ar-rahman-daughter-khatija-got-married

ar-rahman-daughter-khatija-got-married

Madhupriya Mistry
  • Published: Friday, 06 May 2022
  • Updated: 06 May 2022, 12:52 PM IST

ମୁମ୍ବାଇ: ହାତକୁ ଦି ହାତ ହେଲେ ବଲିଉଡର ମ୍ୟୁଜିକ ଲେଜେଣ୍ଡ ତଥା ସିଙ୍ଗର ଏଆର୍‌ ରେହମାନଙ୍କ ଝିଅ ଖତିଜା। ସେ ରିୟାସଦିନ ରିୟାନଙ୍କ ସହ ବିବାହ କରିଛନ୍ତି। ବିଧି ଅନୁଯାୟୀ ସେ ରିୟାସଦିନଙ୍କ ସହ ପଢ଼ିଛନ୍ତି ନିକା। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋରେ ନବବିବାହିତ ଦମ୍ପତି ପୂରା ପରିବାର ସହ ପୋଜ ଦେଉଥିବା ଦେଖିବାକୁ ମିଳିଛି।

ଖତିଜାଙ୍କ ବିବାହର ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଆର୍‌ ରେହମାନ ଖୋଦ୍‌ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଝିଅ ବାହାଘରର ଫଟୋକୁ ଶେଆର କରିଛନ୍ତି। ଏହି ଫଟୋରେ ଏଆର୍‌ ରେହମାନଙ୍କ ମା'ଙ୍କ ଫଟୋ ମଧ୍ୟ ପାଖରେ ରଖାଯାଇଥିବା ଦେଖିବାକୁ ମିଳିଛି।

ଫଟୋକୁ ଶେଆର କରି ରେହମାନ କ୍ୟାପସନରେ ଲେଖିଛନ୍ତି, 'ଝିଅ ଖତିଜା ରିୟାସଦିନ୍‌ଙ୍କୁ ବିବାହ କରିଛନ୍ତି। ଯିଏ ଜଣେ ଅଡିଓ ଇଞ୍ଜିନିୟର।' ଶେଆର ହୋଇଥିବା ଏହି ଫଟୋରେ ପରିବାର ସଦସ୍ୟଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଫଟୋରେ ଖତିଜା ରିୟାସଦିନ୍‌ଙ୍କ ପାଖରେ ବସିଛନ୍ତି। ରେହମାନଙ୍କ ଦୁଇ ସନ୍ତାନ ଅମ୍ମାନ ଏବଂ ରହୀମାଙ୍କ ସହ ପତ୍ନୀ ମଧ୍ୟ ନଜର ଆସିଛନ୍ତି। ଏହା ବ୍ୟତୀତ ଫ୍ରେମରେ ତାଙ୍କ ସ୍ୱର୍ଗତ ମା' କରିସ୍ମାଙ୍କର ଏକ ଫଟୋ ମଧ୍ୟ ପାଖରେ ରଖାଯାଇଥିବା ଦେଖିବାକୁ ମିଳିଛି। ସେ ଏହି ପୋଷ୍ଟ ଶେୟାର କରି କ୍ୟାପସନରେ ଲେଖିଛନ୍ତି, 'ସମସ୍ତେ ଏହି ଦମ୍ପତିଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ଶୁଭେଚ୍ଛା ଏବଂ ପ୍ରେମ ପାଇଁ ଆଡଭାନ୍ସ ଧନ୍ୟବାଦ।'

ସେପଟେ ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେବଳ ଫ୍ୟାନ୍‌ମାନେ ନୁହନ୍ତି ଅନେକ ସେଲେବ୍ରିଟିମାନେ ମଧ୍ୟ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡିସେମ୍ବର ୨୦୨୧ରେ ଖତିଜା ଓ ରିୟାସଦିନଙ୍କ ନିର୍ବନ୍ଧ ହୋଇଥିଲା। ଏନେଇ ଖୋଦ୍‌ ଖତିଜା ନିଜ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଥିଲେ। ପେଶାରେ ସାଉଣ୍ଡ ଇଞ୍ଜିନିୟର ଥିବା ରିୟାସଦିନ ଦୀର୍ଘ ବର୍ଷ ହେବ ଏଆର୍‌ ରେହମାନଙ୍କ ସହ କାମ କରୁଛନ୍ତି।

View this post on Instagram

A post shared by ARR (@arrahman)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story