କଙ୍ଗନାଙ୍କୁ ମନୋଜଙ୍କ ପରାମର୍ଶ, ଭାଷା ପ୍ରତି ସଞ୍ଜମତା ରଖ

ମୁମ୍ବାଇ: ଭୋଜପୁରି ଅଭିନେତା ତଥା ବିଜେପି ନେତା ମନୋଜ ତିୱାରୀ କେବଳ ରାଜନୀତି ନୁହେଁ ଫିଲ୍ମ କଳାକାରଙ୍କ ଉପରେ ଦେଉଥିବା ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ନିଜ ମନ କଥା ବେଧଡକ ସମସ୍ତ ସାମ୍ନାରେ କହିଦିଅନ୍ତି। ଏଥିଲାଗି ସେ ଓ ତାଙ୍କ ବିବାଦିୟ ବୟାନ ପ୍ରୟତଃ ଲାଇମ୍‌ଲାଇଟ୍‌ରେ ରୁହେ। ନିକଟରେ ମନୋଜ ତିୱାରୀ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନାଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଏକ […]

Kangana and manoj

Kangana and manoj

Madhupriya Mistry
  • Published: Wednesday, 09 February 2022
  • Updated: 09 February 2022, 11:46 AM IST

Sports

Latest News

ମୁମ୍ବାଇ: ଭୋଜପୁରି ଅଭିନେତା ତଥା ବିଜେପି ନେତା ମନୋଜ ତିୱାରୀ କେବଳ ରାଜନୀତି ନୁହେଁ ଫିଲ୍ମ କଳାକାରଙ୍କ ଉପରେ ଦେଉଥିବା ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ନିଜ ମନ କଥା ବେଧଡକ ସମସ୍ତ ସାମ୍ନାରେ କହିଦିଅନ୍ତି। ଏଥିଲାଗି ସେ ଓ ତାଙ୍କ ବିବାଦିୟ ବୟାନ ପ୍ରୟତଃ ଲାଇମ୍‌ଲାଇଟ୍‌ରେ ରୁହେ। ନିକଟରେ ମନୋଜ ତିୱାରୀ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନାଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

ନିକଟରେ ଏକ ସାକ୍ଷାତକାର୍‌ରେ ମନୋଜ ରାଜନୀତି ଠାରୁ ଆରମ୍ଭ କରି ଫିଲ୍ମ ଜଗତ ସମସ୍ତଙ୍କୁ ଚର୍ଚ୍ଚା କରିଥିଲେ। ଏହାରି ଭିତରେ ସେ କଙ୍ଗନାଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି। ଅଭିନେତ୍ରୀ କଙ୍ଗନା ଆପଣଙ୍କୁ କିଭଳି ଲାଗନ୍ତି? ଏହି ପ୍ରଶ୍ନର ଉତ୍ତରରେ ମନୋଜ କହିଥିଲେ, 'ତାଙ୍କ ବିଷୟରେ କିଛି ବି କହିବା ଠିକ୍‌ ହେବନି। ଅନ୍ୟମାନଙ୍କୁ ଆଘାତ ଦେଲା ଭଳି ନିଜ ବିଚାରଗୁଡିକୁ ଏତେ ବି ବିସ୍ଫୋରକ ଭାବେ ରଖିବା ଉଚିତ ନୁହେଁ। ଜଣେ କଳାକାରଙ୍କ ମଧ୍ୟ ନିଜର ଏକ ଧର୍ମ ଅଛି।'

ସେ ଆହୁରି କହିଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ସମୟରେ ସେ ଯେଉଁ କଥା କହୁଥିଲେ ତାହା ବୁଝାପଡୁଥିଲା। ମହାରାଷ୍ଟ୍ର ସରକାରଙ୍କ ମନୋଭାବ ମଧ୍ୟ ତାଙ୍କ ପ୍ରତି ସାମାନ୍ୟ ବଦଳି ଯାଇଥିଲା, ଯାହା ଠିକ୍ ନୁହେଁ। କଙ୍ଗନାଙ୍କୁ କଥା କହିବା ବେଳେ ଟିକେ ସଞ୍ଜମତା ରଖିବା ଉଚିତ।  ନିଜ କଥା ରଖ କିନ୍ତୁ ଅନାଦର ସହ କାହା ନାଁ ନେଇ କହିବା ଠିକ୍‌ ନୁହେଁ। ଏହା ଆମ ଦେଶର ସଂସ୍କୃତି ନୁହେଁ। ଦେଶର ବଡ ବଡ ପଦବୀରେ ବସିଥିବା କୌଣସି ବି ବ୍ୟକ୍ତିଙ୍କ ଯଦି ବି ଆପଣ ବିରୋଧ କରୁଛନ୍ତି ତେବେ ଭାଷା ପ୍ରତି ସଞ୍ଜମତା ରଖନ୍ତୁ। କଙ୍ଗନା ବେଳେବେଳେ ନିଜ ଭାଷା ପ୍ରତି ସଞ୍ଜମତା ହରାଇ ଦିଅନ୍ତି ବୋଲି ବିଜେପି ନେତା କହିଛନ୍ତି।

ଦୀର୍ଘ ଦିନ ହେବ କଙ୍ଗନା ରଣାୱତ ବିବାଦ ଘେରରେ ଛନ୍ଦି ହୋଇ ରହିଛନ୍ତି। ସେ ରାଜନୀତି ହେଉ ଅବା ବଲିଉଡ, ସେ ବିବାଦକୁ ନିମନ୍ତ୍ରଣ କରି ନିଜ ପାଖକୁ ଡାକିଥାନ୍ତି। ତାଙ୍କର ଏଭଳି ହିଁ ବିବାଦୀୟ ବୟାନ ଯୋଗୁଁ କିଛି ଦିନ ତଳେ ତାଙ୍କୁ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟ୍ୱିଟର୍‌ରୁ ହଟାଇ ଦିଆଯାଇଥିଲା। ଏବେ ମନୋଜ ତିୱାରୀ କଙ୍ଗନାଙ୍କ କହିବା ଶୈଳୀ ଏବଂ ଭାଷା ପ୍ରତି ଆଙ୍ଗୁଠି ଉଠାଇଛନ୍ତି। ଏହାର ପ୍ରତି ଉତ୍ତରରେ କଙ୍ଗନା କ'ଣ ଜବାବ ଦେଉଛନ୍ତି ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story