ରିଲିଜ ପୂର୍ବରୁ ବିବାଦରେ ଫିଲ୍ମ 'ଆର୍‌ଆର୍‌ଆର୍‌', ବୟକଟ୍‌ ଦାବି

ବେଙ୍ଗାଳୁରୁ: ଆସନ୍ତାକାଲି ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’। ଏହି ଫିଲ୍ମକୁ ନେଇ ଏବେ ଚାରିଆଡେ କ୍ରେଜ୍‌ ରହିଛି। ଲୋକେ ଫିଲ୍ମଟିକୁ ଦେଖିବା ପାଇଁ ଆଗୁଆ ଟିକେଟ୍‌ ବୁକ୍‌ କରିସାରିଲେଣି। ଅନେକ ସିନେମା ହଲ୍‌ ହାଉସ ଫୁଲ୍‌ ହୋଇସାରିଲାଣି। ତେବେ ରିଲିଜ ପୂର୍ବରୁ ହିଁ ଫିଲ୍ମଟିକୁ ନେଇ ଆରମ୍ଭ ହୋଇଛି ବିବାଦ। ଟ୍ୱିଟ୍‌ରରେ ଏହି ଫିଲ୍ମକୁ ବୟକଟ୍‌ କରିବାକୁ ଟ୍ରେଣ୍ଡ ଆରମ୍ଭ ହୋଇଛି। ବାସ୍ତବରେ ଏହି ଚଳଚ୍ଚିତ୍ରଟି ଅନେକ ଭାଷାରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ […]

RRR

RRR

Madhupriya Mistry
  • Published: Thursday, 24 March 2022
  • Updated: 24 March 2022, 12:25 PM IST

Sports

Latest News

ବେଙ୍ଗାଳୁରୁ: ଆସନ୍ତାକାଲି ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ 'ଆର୍‌ଆର୍‌ଆର୍‌'। ଏହି ଫିଲ୍ମକୁ ନେଇ ଏବେ ଚାରିଆଡେ କ୍ରେଜ୍‌ ରହିଛି। ଲୋକେ ଫିଲ୍ମଟିକୁ ଦେଖିବା ପାଇଁ ଆଗୁଆ ଟିକେଟ୍‌ ବୁକ୍‌ କରିସାରିଲେଣି। ଅନେକ ସିନେମା ହଲ୍‌ ହାଉସ ଫୁଲ୍‌ ହୋଇସାରିଲାଣି। ତେବେ ରିଲିଜ ପୂର୍ବରୁ ହିଁ ଫିଲ୍ମଟିକୁ ନେଇ ଆରମ୍ଭ ହୋଇଛି ବିବାଦ। ଟ୍ୱିଟ୍‌ରରେ ଏହି ଫିଲ୍ମକୁ ବୟକଟ୍‌ କରିବାକୁ ଟ୍ରେଣ୍ଡ ଆରମ୍ଭ ହୋଇଛି।

ବାସ୍ତବରେ ଏହି ଚଳଚ୍ଚିତ୍ରଟି ଅନେକ ଭାଷାରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା କନ୍ନଡ ଭାଷାରେ ରିଲିଜ୍ ହୋଇନଥିବା ନେଇ ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ମାତ୍ରେ କର୍ଣ୍ଣାଟକବାସୀ ଅସନ୍ତୋଷ ଜାହିର କରିଛନ୍ତି। ଏପରିକି ଏହି ଫିଲ୍ମକୁ ନେଇ ସେମାନେ ରାଗିଯାଇଛନ୍ତି। ଫିଲ୍ମକୁ ବୟକଟ୍‌ କରିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି। ଲୋକମାନେ ଟ୍ୱିଟରରେ #BoycottRRRinKarnataka ଟ୍ରେଣ୍ଡ କରି ଏହି ଫିଲ୍ମନ ଦେଖିବା ପାଇଁ କହୁଛନ୍ତି।

ଲୋକଙ୍କ କିହିବା ଅନୁଯାୟୀ ଏହି ଫିଲ୍ମଟି କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବା ଉଚିତ୍। କନ୍ନଡ ଭାଷାରେ ଫିଲ୍ମଟି ରିଲିଜ ହେବା ପରେ ହିଁ ସେମାନେ ଏହାକୁ ସମର୍ଥନ କରିବେ ବୋଲି କହିଛନ୍ତି। କିଛି ଲୋକ ଫିଲ୍ମ ଉପରେ ଅସନ୍ତୋଷ ଦେଖାଉଥିବା ବେଳେ ଅନ୍ୟ  କିଛି ପ୍ରଶଂସକ ଫିଲ୍ମର କାଷ୍ଟ ଏବଂ ଦଳକୁ ସମର୍ଥନ ମଧ୍ୟ କରୁଛନ୍ତି।

ଜଣେ ୟୁଜର୍ସ ଟ୍ୱିଟରରେ ଲେଖିଛନ୍ତି, ଆମେ RRR ଦେଖିବା ନାହିଁ। ଏହା ତେଲୁଗୁ ରାଜ୍ୟ ନୁହେଁ, ଏହା କର୍ଣ୍ଣାଟକ। ବ୍ୟବସାୟ ଅପେକ୍ଷା ସମ୍ମାନ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଜଣେ ଫିଲ୍ମର ନିର୍ମାତା ତାଙ୍କ ପ୍ରତିଶୃତି ଭାଙ୍ଗିଥିବା ନେଇ ଅଭିଯୋଗ କରିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ କର୍ଣ୍ଣାଟକରେ 'RRR' ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସମୟ ଆସିଛି।

୧୯୨୦ ଦଶକରେ ଦୁଇ ଭାରତୀୟ ବିପ୍ଳବୀ, ଆଲୁରି ସୀତାରାମ ରାଜୁ ଏବଂ କୋମରାମ ଭୀମଙ୍କ କାଳ୍ପନିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ। ଯେଉଁମାନେ କି ବ୍ରିଟିଶ ଶାସନ ଓ ହାଇଦ୍ରାବାଦର ନିଜାମ ବିରୋଧରେ ଲଢ଼େଇ କରୁଛନ୍ତି। ଏହି ଫିଲ୍ମଟି ଭାରତରେ ତିଆରି ବର୍ତ୍ତମାନର ସବୁଠାରୁ ଦାମୀ ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମର ଲିଡ୍‌ ରୋଲରେ ରାମଚରଣ, ଜୁନିଅର୍‌ ଏନ୍‌ଟିଆର୍‌, ଆଲିଆ ଭଟ୍ଟ, ଅଜୟ ଦେବଗନ, ଶ୍ରୟା ସରନ୍‌ ପ୍ରମୁଖ ଅଛନ୍ତି। ଆସନ୍ତାକାଲି ଫିଲ୍ମଟି ପରଦାକୁ ଆସିବ।

https://twitter.com/Kiran_DBossFan/status/1506512413192974337?s=20&t=K4Ty5Q_qoxQaZv4Rdd-s_A

https://twitter.com/sswmy_NHM/status/1506479089280258049?s=20&t=qD6XRy7qdjiD66Sm8Kc0nA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story