ଲାରାଙ୍କ ଘର ସିଲ୍‌ କଲା ବିଏମ୍‌ସି, ମାରିଲା ନୋଟିସ୍‌

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତାଙ୍କ ସିଲ୍‌ ହେଲା ଘର। ବିଏମ୍‌ସି ତାଙ୍କ ପୂରା ବିଲ୍ଡିଂକୁ ସିଲ୍‌ କରିଛି। ଏଥିସହ ତାଙ୍କ ଘରେ ବାହାରେ ଏକ ନୋଟିସ୍‌ ମଧ୍ୟ ମାରିଛି ବିଏମ୍‌ସି। ଲାରା ଦତ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କର ପୂରା ବିଲ୍ଡିଂକୁ ସିଲ୍‌ କରାଯାଇଛି। ଏଥିସହ ଘର ବାହାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୋଷ୍ଟର […]

lara dutta

lara dutta

Madhupriya Mistry
  • Published: Saturday, 26 March 2022
  • Updated: 26 March 2022, 11:54 AM IST

Sports

Latest News

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତାଙ୍କ ସିଲ୍‌ ହେଲା ଘର। ବିଏମ୍‌ସି ତାଙ୍କ ପୂରା ବିଲ୍ଡିଂକୁ ସିଲ୍‌ କରିଛି। ଏଥିସହ ତାଙ୍କ ଘରେ ବାହାରେ ଏକ ନୋଟିସ୍‌ ମଧ୍ୟ ମାରିଛି ବିଏମ୍‌ସି।

ଲାରା ଦତ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କର ପୂରା ବିଲ୍ଡିଂକୁ ସିଲ୍‌ କରାଯାଇଛି। ଏଥିସହ ଘର ବାହାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୋଷ୍ଟର ଲଗାଇଛି ବିଏମସି।

Actress Lara Dutta Korona tested positive, BMC completely sealed her Bandra  home. Actress Lara Dutta tested Corona positive, BMC completely sealed her  Bandra's home | pipanews.com

ସୂଚନା ମୁତାବକ, କେବଳ ଲାରା ହିଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ପରିବାର ଅନ୍ୟ କୌଣସି ସଦସ୍ୟ ସଂକ୍ରମିତ ହୋଇନଥିବା ନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ନିକଟରେ ଲାରା ଇନଷ୍ଟାଗ୍ରାମରେ ନିଜ ବାନ୍ଧବୀ ତଥା ଅଭିନେତ୍ରୀ ସେଲିନା ଜେଟ୍‌ଙ୍କୁ ପିଲାଙ୍କ ସହ ନିଜ ଝିଅର କିଛି ଫଟୋକୁ ଶେଆର କରିଥିଲେ। ଏଥିରେ ସେଲିନାଙ୍କ ପିଲାଙ୍କ ସହ ଲାରାଙ୍କ ଝିଅ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା।

୨୦୧୧ରେ ଲାରା ଦତ୍ତା ଷ୍ଟାର ଟେନିସ୍‌ ଖେଳାଳି ମହେଶ ଭୂପତିଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ଝିଅ ମଧ୍ୟ ରହିଛି। ୨୦୨୧ରେ ଶେଷଥର ପାଇଁ ଲାରାଙ୍କୁ ବେଲ୍‌ ବଟମ୍‌ ଫିଲ୍ମରେ ଦେଖିବାକୁ ମିଳିଥିଲେ। ଏଥିରେ ସେ ପୂର୍ବତନ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story