ଫିଲ୍ମ ରିଲିଜ୍‌ର ଦିନକ ପୂର୍ବରୁ ଆଲିଆ ଭଟ୍ଟଙ୍କୁ ଶକ୍ତ ଝଟ୍‌କା

ମୁମ୍ବାଇ: ଫିଲ୍ମ ରିଲିଜ୍‌ର ଦିନକ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଜବରଦସ୍ତ ଝଟ୍‌କା। ନିଜର ଅଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିୱାଡ଼ି’ ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ୍ ଛାଟ। ଫିଲ୍ମର ଟାଇଟଲ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ଏହି ଫିଲ୍ମର ନିର୍ମାତା ସଞ୍ଜୟ ଲୀଳା ଭଂସାଲି ଦ୍ୱିତୀଥର ପାଇଁ ଟାଇଟଲକୁ ନେଇ ଆଇନ୍‌ ଜାଲରେ ଫସିବା ସହ ତାଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ଫିଲ୍ମ ‘ଗଙ୍ଗୁବାଇ କାଠିୱାଡ଼ି’ ନାମ ପରିବର୍ତ୍ତନ ପାଇଁ […]

Alia Bhatt

Alia Bhatt

Tapas Behera
  • Published: Wednesday, 23 February 2022
  • Updated: 23 February 2022, 06:34 PM IST

Sports

Latest News

ମୁମ୍ବାଇ: ଫିଲ୍ମ ରିଲିଜ୍‌ର ଦିନକ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଜବରଦସ୍ତ ଝଟ୍‌କା। ନିଜର ଅଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିୱାଡ଼ି’ ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ୍ ଛାଟ। ଫିଲ୍ମର ଟାଇଟଲ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ଏହି ଫିଲ୍ମର ନିର୍ମାତା ସଞ୍ଜୟ ଲୀଳା ଭଂସାଲି ଦ୍ୱିତୀଥର ପାଇଁ ଟାଇଟଲକୁ ନେଇ ଆଇନ୍‌ ଜାଲରେ ଫସିବା ସହ ତାଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ଫିଲ୍ମ ‘ଗଙ୍ଗୁବାଇ କାଠିୱାଡ଼ି’ ନାମ ପରିବର୍ତ୍ତନ ପାଇଁ ଭଂସାଲିଙ୍କୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ।  ଏହି ବିବାଦୀୟ ଚଳଚ୍ଚିତ୍ରଟି ଆସନ୍ତା ଶୁକ୍ରବାର ରିଲିଜ୍‌ ହେବାର ଥିଲା।  ରିଲିଜ ପୂର୍ବରୁ  ଉକ୍ତ ଚଳଚ୍ଚିତ୍ରକୁ ନେଇ ଏକାଧିକ ମାମଲା ରୁଜୁ ହୋଥିଲା। ଆଜି ଶୁଣାଣି ବେଳେ ଭଂସାଲିଙ୍କ ଓକିଲ ସିଦ୍ଧାର୍ଥ ଦେଭ ହାଜର ହୋଇଥିଲେ।  କୋର୍ଟଙ୍କ ରାୟକୁ ସେ ନିଜାର ମହକିଲ ଭଂଶାଳୀଙ୍କୁ ଅବଗତ କରାଇ ଦେବେ ବୋଲି କହିଛନ୍ତି।। ତେବେ ମାମଲାର ଆସନ୍ତାକାଲି ମଧ୍ୟ ଶୁଣାଣି ହେବ। ଜଣେ ଯୌନ କର୍ମୀଙ୍କ ଜୀବନୀକୁ ନେଇ ଆଧାରିତ ଫିଲ୍ମଟିକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ରାଜନୀତୀ ମଧ୍ୟ ଜୋର ଧରିଥିଲା।  ଅଡୁଆରେ ପଡିଥିଲେ ଆଲିଆ ଭଟ୍ଟ ।

ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ଉଭୟ ସଞ୍ଜୟ ଏବଂ ଆଲିଙ୍କ ପାଇଁ  ସମସ୍ୟା ବଢିଥିଲା । ମୁଭିରେ ଗଙ୍ଗୁବାଈଙ୍କ ଚରିତ୍ରକୁ ନକାରାତ୍ମକ ଭାବେ ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଥିଲା । ଗଙ୍ଗୁବାଈଙ୍କୁ ଜଣେ ସାମାଜିକ କର୍ମୀ ବଦଳରେ ଜଣେ ଦେହଜୀବୀ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଗଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା ସିନେମାର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି । ସେ ମୁମ୍ବାଇର ଏକ କୋର୍ଟରେ ଆଲିଆ ଓ ଏହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଭଂସାଲି ନାଁରେ ମାମଲା ଦାଏର କରିଛନ୍ତି ।

ଗଙ୍ଗୁବାଈଙ୍କ ପୁଅଙ୍କ ଅଭିଯୋଗ ମୁତାବକ, ଫିଲ୍ମ ନିର୍ମାଣ ସମୟରେ ତାଙ୍କ ପରିବାରଠାରୁ କୌଣସି ଅନୁମତି ନିଆଯାଇନଥିଲା । ପୂର୍ବରୁ ଯେତେବେଳେ ଗଙ୍ଗୁବାଈଙ୍କ ଉପରେ ବହି ଲେଖାଯାଇଥିଲା ସେତେବେଳେ ମଧ୍ୟ ଅନୁମତି ନେନେଇ ଲେଖାଯାଇଥିଲା । ଏବେ ମୁଭିରେ ତାଙ୍କ ମା’ଙ୍କୁ ଯେଉଁଭଳିଭାବେ ଚିତ୍ରଣ କରାଯାଇଛି ତାକୁ ନେଇ ତାଙ୍କ ପରିବାରରେ ସମସ୍ୟା ବଢିଯାଇଛି । ଲୋକ ଲଜ୍ଜା ଯୋଗୁଁ ତାଙ୍କ ପରିବାରକୁ ବାରମ୍ବାର ଘର ବଦଳାଇବାକୁ ପଡୁଛି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story