ଗୁଲସନ କୁମାର ହତ୍ୟାକାଣ୍ଡ: ଦାଉଦର ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡ

ମୁମ୍ବାଇ: ପୂର୍ବତନ ବଲିଉଡ ସିଙ୍ଗର ତଥା ଟି-ସିରିଜ୍ କମ୍ପାନୀ ମାଲିକ ଗୁଲସନ କୁମାର ହତ୍ୟାକାଣ୍ଡ ମାମଲର ଆଜି ଏକ ବଡ଼ ଫଇସଲା ହୋଇଛି। ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବଦ୍ଦୁଲ ରାଉଫ ତଥା ଦାଉଦ ମର୍ଚେଣ୍ଟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଆଜି ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏଭଳି ଫଇସଲ ଶୁଣାଇଛନ୍ତି। ସେହିରପି ଫିଲ୍ମ ନିର୍ମାତା ତଥା ଟିପ୍ସ ଇଣ୍ଡଷ୍ଟ୍ରିର ସହ ସଂସ୍ଥାପକ ରମେଶ ତୋରାନୀ ଦୋଷ ମୁକ୍ତ ହୋଇଛନ୍ତି। […]

Gulshan Kumar Murder case

Gulshan Kumar Murder case

Madhupriya Mistry
  • Published: Thursday, 01 July 2021
  • Updated: 01 July 2021, 05:50 PM IST

Sports

Latest News

ମୁମ୍ବାଇ: ପୂର୍ବତନ ବଲିଉଡ ସିଙ୍ଗର ତଥା ଟି-ସିରିଜ୍ କମ୍ପାନୀ ମାଲିକ ଗୁଲସନ କୁମାର ହତ୍ୟାକାଣ୍ଡ ମାମଲର ଆଜି ଏକ ବଡ଼ ଫଇସଲା ହୋଇଛି। ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବଦ୍ଦୁଲ ରାଉଫ ତଥା ଦାଉଦ ମର୍ଚେଣ୍ଟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଆଜି ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏଭଳି ଫଇସଲ ଶୁଣାଇଛନ୍ତି। ସେହିରପି ଫିଲ୍ମ ନିର୍ମାତା ତଥା ଟିପ୍ସ ଇଣ୍ଡଷ୍ଟ୍ରିର ସହ ସଂସ୍ଥାପକ ରମେଶ ତୋରାନୀ ଦୋଷ ମୁକ୍ତ ହୋଇଛନ୍ତି। ୨୦୦୨ରେ ତଳ କୋର୍ଟ ଶୁଣାଇଥିବା ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ବଜାୟ ରଖିଛନ୍ତି।

ଜଷ୍ଟିସ ଏସଏସ୍ ଯାଦବ ଓ ଜଷ୍ଟିସ ଏନ୍‌ଆର୍ ବୋରକରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ପୂର୍ବରୁ ଦୋଷମୁକ୍ତ ହୋଇଥିବା ରାଉଫର ଭାଇ ଅବଦ୍ଦୁଲ ରଶିଦ ମର୍ଚେଣ୍ଟଙ୍କୁ ପୁଣି ଥରେ ଦୋଷୀ ସାବ୍ୟସ୍ତ କରାଇଛନ୍ତି। ଏଥିସହ କୋର୍ଟ ତାଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି।

କୋର୍ଟ କହିଛନ୍ତି, ଅବଦ୍ଦୁଲ କୌଣସି କ୍ଷମା ପ୍ରାର୍ଥନର ଯୋଗ୍ୟ ନୁହନ୍ତି। କାରଣ ପୂର୍ବରୁ ୨୦୦୯ରେ ସେ ପାରଲୋରେ ଆସି ବାଙ୍ଗଲାଦେଶକୁ ପଳାୟନ କରିଥିଲେ ବୋଲି ବମ୍ବେ ହାଇକୋର୍ଟ କରିଛନ୍ତି। ଅବଦ୍ଦୁଲ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ଙ୍କ ସହଯୋଗୀ ଥିଲେ।

ସୂଚନା ମୁତାବକ, ୧୯୯୭ ଅଗଷ୍ଟ ୧୨ରେ ମୁମ୍ବାଇ ଜୁହୁ ଅଞ୍ଚଳରେ ଗୁଲସନ କୁୁମାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମନ୍ଦିର ବାହାରେ ତାଙ୍କ ଉପରକୁ ୧୬ ରାଉଣ୍ଡ ଗୁଳି ମାଡ ହୋଇଥିଲା। ଏହି ମାମଲାରେ ଅନେକଙ୍କୁ ଗିରଫ କରାଯାଇଥିବା ବେଳେ ଏବେବି ଅନେକଙ୍କ ଉପରେ ମକଦ୍ଦମା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story