ସଲମାନଙ୍କ ଫିଲ୍ମରେ ଶେହନାଜ!

ମୁମ୍ବାଇ: ଶେହନାଜ ଗିଲ୍‌। ବିଗ୍‌ବସ-୧୩ର ପ୍ରତିଯୋଗୀ ଶେହନାଜଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କ ସୁନ୍ଦରତା ଏବଂ ତାଙ୍କ ଚୁଲବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ୍‌ ଫିଦା। କେବଳ ସେତିକି ନୁହେଁ ତାଙ୍କ କଥା କହିବା ଶୈଳୀ ସମସ୍ତଙ୍କୁ କରେ ଆଟ୍ରାକ୍ଟ। ବିଗ୍‌ ବସ୍‌-୧୩ରୁ ରତାରାତି ଫେମସ୍‌ ହୋଇଥିବା ଏହି ପଞ୍ଜାବୀ ଅଭିନେତ୍ରୀ ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସଲମାନ ଖାନଙ୍କ ଶୋ’କୁ ଆସିବା ପରେ ସେ ଗୋଟିଏ ପରେ ଗୋଟିଏ ବଡ ସଫଳତା ହାସଲ […]

shehnaaz gill and salman khan

shehnaaz gill and salman khan

Madhupriya Mistry
  • Published: Friday, 29 April 2022
  • Updated: 29 April 2022, 12:06 PM IST

Sports

Latest News

ମୁମ୍ବାଇ: ଶେହନାଜ ଗିଲ୍‌। ବିଗ୍‌ବସ-୧୩ର ପ୍ରତିଯୋଗୀ ଶେହନାଜଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କ ସୁନ୍ଦରତା ଏବଂ ତାଙ୍କ ଚୁଲବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ୍‌ ଫିଦା। କେବଳ ସେତିକି ନୁହେଁ ତାଙ୍କ କଥା କହିବା ଶୈଳୀ ସମସ୍ତଙ୍କୁ କରେ ଆଟ୍ରାକ୍ଟ। ବିଗ୍‌ ବସ୍‌-୧୩ରୁ ରତାରାତି ଫେମସ୍‌ ହୋଇଥିବା ଏହି ପଞ୍ଜାବୀ ଅଭିନେତ୍ରୀ ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସଲମାନ ଖାନଙ୍କ ଶୋ’କୁ ଆସିବା ପରେ ସେ ଗୋଟିଏ ପରେ ଗୋଟିଏ ବଡ ସଫଳତା ହାସଲ କରିବାରେ ଲାଗିଛନ୍ତି। ତାଙ୍କ ଭାଗ୍ୟ ବଦଳିବାରେ ଲାଗଛି।

ଶେହନାଜ ଗିଲ୍‌ ଓ ସଲମାନ ଖାନ୍‌ଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ। ତେବେ କୌଣସି ରିଆଲିଟି ଶୋ'ରେ ନୁହେଁ ବରଂ ବଡ ପରଦାରେ ଉଭୟ ନଜର ଆସିବେ। ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ଶେହନାଜ। ସେ ପୁଣି ସଲମାନ ଖାନ୍‌ଙ୍କ ଫିଲ୍ମରୁ।

କୁହାଯାଉଛି ଯେ ଶେହନାଜଙ୍କ ହାତରେ ଏବେ ଏକ ବଡ ଫିଲ୍ମ ଅଛି। ଯେଉଁଥିପାଇଁ ସେ ଖୁବ୍‌ ଖୁସି ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଞ୍ଜାବ ଇଣ୍ଡଷ୍ଟ୍ରି ପରେ ବର୍ତ୍ତମାନ ଅଭିନେତ୍ରୀ ବଲିଉଡକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ସେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସହ ନଜର ଆସିବେ। ମିଳିଥିବା ସୂଚନା ଅନୁଯାୟୀ, ଶେହନାଜଙ୍କୁ ‘କଭି ଇଦ୍ କଭି ଦିୱାଲୀ’ରେ ଦେଖିବାକୁ ମିଳିବ।

ଏହି ଫିଲ୍ମରେ ସଲମାନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। କୁହାଯାଉଛି ଯେ ଶେହନାଜଙ୍କୁ ଆୟୁଷଙ୍କ ଅପୋଜିଟ୍‌ରେ କାଷ୍ଟ କରାଯାଇଛି। ହେଲେ ବର୍ତ୍ତମାନ ଏନେଇ ସଲମାନ କିମ୍ବା ଶେହନାଜଙ୍କ ପକ୍ଷରୁ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ପୁରାପୁରି ଭାଙ୍ଗି ପଡିଥିଲେ ଶେହନାଜ ଗିଲ୍‌। ଏବେ ସେ ଧୀରେ ଧୀରେ ପୂର୍ବ ସ୍ଥିତିକୁ ଫେରିଛନ୍ତି। ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିବାକୁ ଲାଗିଛନ୍ତି। ଏହାରି ଭିତରେ ଶେହନାଜ ଓ ସଲମାନଙ୍କ ମଧ୍ୟରେ ସ୍ପେଶାଲ ବଣ୍ଡିଂ ରହିଛି। ଶେହନାଜ ଅନେକଥର ବିଗ୍‌ ବସ୍‌ ଶୋ' ଆସିଛନ୍ତି। ସଲମାନ ମଧ୍ୟ ତାଙ୍କୁ ଖୁବ୍‌ ପସନ୍ଦ କରନ୍ତି। ଅନେକ ଥର କ୍ୟାମେରା ସାମ୍ନାରେ ସଲମାନ ଶେହନାଜଙ୍କ ପ୍ରଶଂସା ମଧ୍ୟ କରି ସାରିଛନ୍ତି। ଏଭଳି ସ୍ଥିତିରେ ତାଙ୍କ ଫିଲ୍ମ ଜରିଆରେ ଶେହନାଜ ବଲିଉଡରେ ଏଣ୍ଟ୍ରି କରୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story