ଏମିତି ଫଟୋ କେମିତି ଛାଡ଼ିଲେ କଙ୍ଗନା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ବିବାଦୀୟ ଗାର୍ଲ। ପଙ୍ଗା କୁଇନ୍‌ କଙ୍ଗନାକୁ ନେଇ ପୁଣି ସୃଷ୍ଟି ହୋଇଛି ହଇଚଇ। ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିବା କଙ୍ଗନା ବିଭିନ୍ନ ସମୟରେ ନିଜର ମତ ଓ ମନ୍ତବ୍ୟକୁ ନେଇ ବିବାଦକୁ ଆସନ୍ତି । ପ୍ରାୟ ସମୟରେ ସେ ଏମିତି କିଛି କହିଦିଅନ୍ତି ଯାହାକୁ ନେଇ ରାଜନୀତି ହେଉ କିମ୍ବା ଫିଲ୍ମ ଜଗତରେ ଆରମ୍ଭ ହୋଇଯାଏ ଚର୍ଚ୍ଚା। ହେଲେ ଏଥର କିନ୍ତୁ କଥା ଟିକେ ଅଲଗା। ଏଥର ସେ ସେଆର […]

Kangana Ranaut

Kangana Ranaut

Madhupriya Mistry
  • Published: Saturday, 14 August 2021
  • Updated: 14 August 2021, 12:56 PM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ବିବାଦୀୟ ଗାର୍ଲ। ପଙ୍ଗା କୁଇନ୍‌ କଙ୍ଗନାକୁ ନେଇ ପୁଣି ସୃଷ୍ଟି ହୋଇଛି ହଇଚଇ। ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହୁଥିବା କଙ୍ଗନା ବିଭିନ୍ନ ସମୟରେ ନିଜର ମତ ଓ ମନ୍ତବ୍ୟକୁ ନେଇ ବିବାଦକୁ ଆସନ୍ତି । ପ୍ରାୟ ସମୟରେ ସେ ଏମିତି କିଛି କହିଦିଅନ୍ତି ଯାହାକୁ ନେଇ ରାଜନୀତି ହେଉ କିମ୍ବା ଫିଲ୍ମ ଜଗତରେ ଆରମ୍ଭ ହୋଇଯାଏ ଚର୍ଚ୍ଚା। ହେଲେ ଏଥର କିନ୍ତୁ କଥା ଟିକେ ଅଲଗା। ଏଥର ସେ ସେଆର କରିଥିବା କିଛି ଫଟୋକୁ ନେଇ ବଢ଼ିଛି ବିବାଦ।

ନିକଟରେ କଙ୍ଗନା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ତାଙ୍କୁ ବେଶ୍‌ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି ତାଙ୍କର ହଟ୍‌ ଫଟୋ।  ହେଲେ କିଛି ୟୁଜର୍ସଙ୍କୁ କଙ୍ଗନାଙ୍କ ଏହି ହଟ୍‌ ଫଟୋ ପସନ୍ଦ ଆସିନି। ଏମିତି ଫଟୋ କେମିତି ଛାଡିଲେ କହି ତାଙ୍କୁ  ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ଅଭିନେତ୍ରୀ ଏହି ଲୁକ୍‌କୁ କିଛି ୟୁଜର୍ସ ପସନ୍ଦ କରୁଥିବା ବେଳେ  ଆଉ କିଛି କରିଛନ୍ତି ନାପସନ୍ଦ। ଜଣେ ୟୁଜର୍ସ କହିଛନ୍ତି, ପ୍ରାୟତଃ ପୋଷାକକୁ ନେଇ ସମସ୍ତଙ୍କୁ ପରାମର୍ଶ ଦେଉଥିବା କଙ୍ଗନା ନିଜେ କିପରି ଏଭଳି ପୋଷାକ ପିନ୍ଧି ପୋଜ୍ ଦେଇଛନ୍ତି । ଆଉ କିଛି ୟୁଜର୍ସ କହିଛନ୍ତି ଆପଣଙ୍କ ଠାରୁ ଏଭଳି ଆଶା ନଥିଲା। ଆପଣ ଏଭଳି ଅଶାଳୀନ ପୋଷାକ ପିନ୍ଧିବେ ବୋଲି ଆଶା କରିନଥିଲୁ। ସେହି ଭଳି ଆଉ ଜଣେ ଲେଖିଛନ୍ତି କି ଆପଣ ନିଜେ ଅନ୍ୟମାନଙ୍କୁ ପୋଷ୍ଟରେ ମତାମତ ଦିଅନ୍ତି, ଆପଣ ଏହି ଫଟୋ ଅପଲୋଡ କରିବା ବେଳେ ଟିକେ ଚିନ୍ତା କଲେନି କିପରି?  ଅନ୍ୟ ଜଣେ ଲେଖିଛନ୍ତି, ନିଜକୁ ସନାତନ ଧର୍ମରେ ବିଶ୍ୱାସ ରଖୁଥିବା ଜଣେ ସଭ୍ୟ ମହିଳା ବୋଲି କହିଛନ୍ତି ତେବେ ଏ ସବୁ ପୁଣି କ'ଣ?

[caption id="attachment_666876" align="aligncenter" width="650"]KANGANA ପ୍ରାଚୀନ ଭାରତୀୟ ପୋଷାକ ପିନ୍ଧିଥିବା ଜଣେ ଯୁବତୀଙ୍କ ଫଟୋ ସେୟାର କରିଛନ୍ତି କଙ୍ଗନା[/caption]

ସେପଟେ ଟ୍ରୋଲ ହେବା ପରେ ୟୁଜର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ବଲିଉଡ କୁଇନ୍‌ କଙ୍ଗନା।  ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ପ୍ରାଚୀନ ଭାରତୀୟ ପୋଷାକ ପିନ୍ଧିଥିବା ଜଣେ ଯୁବତୀଙ୍କ ଫଟୋ ସେୟାର କରିଛନ୍ତି କଙ୍ଗନା ରାଣାୱତ। ସେ ଏଥିରେ ଲେଖିଛନ୍ତି, 'ଯେଉଁମାନେ ମୋତେ ସନାତନ ଧର୍ମ ବିଷୟରେ ଜ୍ଞାନ ଦେଉଛନ୍ତି, ଦୟାକରି ବୁଝନ୍ତୁ ଯେ ଆପଣ ଅବ୍ରହାମଙ୍କ ପରି ଦେଖାଯାଉଛନ୍ତି।'

ପ୍ରକୃତରେ କଙ୍ଗନା ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ସୂର୍ଯ୍ୟାସ୍ତ ସମୟର। ସେ ଏକ ନଦୀ କୂଳରେ ଠିଆ ହୋଇଛନ୍ତି। ଉକ୍ତ ଫଟୋରେ କଙ୍ଗନା ଧଳା ରଙ୍ଗର ଟ୍ରାନ୍ସପରେଣ୍ଟ ବ୍ରାଲେଟ ଟପ୍‌ ସହ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏଥିରେ କଙ୍ଗନାଙ୍କ ଲୁକ୍ ବେଶ୍‌ ବୋଲ୍ଡ ଲାଗୁଛି। ଏହି ଫଟୋକୁ ସେୟାର କରି କଙ୍ଗନା କ୍ୟାପସନ ଲେଖିଛନ୍ତି 'ପ୍ରେମରେ ବଞ୍ଚିବା ମରିବାରେ କୌଣସି ପାର୍ଥକ୍ୟ ନଥାଏ, ତାକୁ ଦେଖି ବଞ୍ଚିବା ଯାହା ବିଶ୍ୱାସଘାତକ ଦେଖାଯାଏ।'

ସୂଚନା ମୁତାବକ, ବୁଡାଫେଷ୍ଟରେ କଙ୍ଗନାଙ୍କ ଅପ୍‌କମିଂ ଫିଲ୍ମ 'ଧାକଡ'ର ସୁଟିଂ ସରିଛି। ଏନେଇ ଇନଷ୍ଟାଗ୍ରାମରେ ଫିଲ୍ମ ରାପ -ଅପ୍ ପାର୍ଟିର ଫଟୋ ପୋଷ୍ଟ କରିଥିଲେ କଙ୍ଗନା । ଶୁଟିଂ ଶେଷ ହେବା ପରେ ଏକ ଭାବ ପ୍ରବଣ ପୋଷ୍ଟ ମଧ୍ୟ ଲେଖିଥିଲେ। ଏହି ଫିଲ୍ମରେ  କଙ୍ଗନା 'ଏଜେଣ୍ଟ ଅଗ୍ନି' ଚରିତ୍ରରେ ନଜର ଆସିବେ। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମ ବ୍ୟତୀତ କଙ୍ଗନା 'ତେଜସ' ଏବଂ ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ 'ଥଲାଇଭି'ରେ ମଧ୍ୟ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story