ବେବୋ ଖୋଲିଲେ ନିଜ ବେଡ୍‌ ରୁମ୍‌ର‌ ଗୁମର

ମୁମ୍ୱାଇ: ବଲିଉଡର ପାଓ୍ୱାରଫୁଲ ଏବଂ ଚର୍ଚ୍ଚିତ କପୁଲ ମଧ୍ୟରେ କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ ଅନ୍ୟତମ। ବେବୋ ଯଦିଓ ନିକଟରେ ଦ୍ୱିତୀୟ ସନ୍ତାନର ମା’ ହୋଇଛନ୍ତି ତଥାପି ବି-ଟାଉନରେ ତାଙ୍କର କ୍ରେଜ୍ କମିନି। ନିକଟରେ ସେ ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ନିଜ ବେଡ୍‌ ରୁମ୍‌ର ଗୁମର ଖୋଲିଛନ୍ତି। କରୀନା କପୁର ଡିସ୍କୋଭରୀର ଏକ କାର୍ଯ୍ୟକ୍ରମ Star VS Food ପାଇଁ ରେକର୍ଡିଂ କରିଛନ୍ତି। ଏହି କାର୍ଯ୍ୟକ୍ରମ ଏପ୍ରିଲ ୧୫ (ଆଜି) ପ୍ରସାରିତ ହେବାକୁ […]

kareena-kapoor

kareena-kapoor

Subhransu Sekhar
  • Published: Thursday, 15 April 2021
  • Updated: 15 April 2021, 09:48 AM IST

Sports

Latest News

ମୁମ୍ୱାଇ: ବଲିଉଡର ପାଓ୍ୱାରଫୁଲ ଏବଂ ଚର୍ଚ୍ଚିତ କପୁଲ ମଧ୍ୟରେ କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ ଅନ୍ୟତମ। ବେବୋ ଯଦିଓ ନିକଟରେ ଦ୍ୱିତୀୟ ସନ୍ତାନର ମା’ ହୋଇଛନ୍ତି ତଥାପି ବି-ଟାଉନରେ ତାଙ୍କର କ୍ରେଜ୍ କମିନି। ନିକଟରେ ସେ ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ନିଜ ବେଡ୍‌ ରୁମ୍‌ର ଗୁମର ଖୋଲିଛନ୍ତି।

କରୀନା କପୁର ଡିସ୍କୋଭରୀର ଏକ କାର୍ଯ୍ୟକ୍ରମ Star VS Food ପାଇଁ ରେକର୍ଡିଂ କରିଛନ୍ତି। ଏହି କାର୍ଯ୍ୟକ୍ରମ ଏପ୍ରିଲ ୧୫ (ଆଜି) ପ୍ରସାରିତ ହେବାକୁ ଯାଉଛି। ଏହା ପୂର୍ବରୁ ତାର ଟ୍ରେଲର ରିଲିଜ୍ ହୋଇଛି। ଡିସକୋଭରୀ ପ୍ଲସର ଏହି ପ୍ରୋମୋକୁ କରୀନା ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି, ଯେଉଁଥିରେ ସେ ବେଡ୍‌ ରୁମରେ ଶୋଇବାକୁ ଯିବା ପୂର୍ବରୁ ତାଙ୍କର ଡିମାଣ୍ଡ କ’ଣ ଥାଏ ବୋଲି କହିଛନ୍ତି। ଆଉ ତାହା ଶୁଣି ବେବୋଙ୍କ ଫ୍ୟାନ୍ସ ମଧ୍ୟ ବୋଲ୍ଡ ହୋଇଛନ୍ତି।

କରୀନା କହିଛନ୍ତି ଯେ ସେ ବେଡ୍‌କୁ ଯିବା ପୂର୍ବରୁ ତାଙ୍କ ପାଖରେ ଓ୍ୱାଇନ୍, ପାଇଜାମା ଏବଂ ସୈଫ୍ ରହିବା ଦରକାର। ଆଉ ନିୟମିତ ଭାବରେ ଏହା ତାଙ୍କର ଡିମାଣ୍ଡ ବୋଲି କହିଛନ୍ତି। ସେ  Star VS Foodରେ ଏହା କହିବା ପରେ ଉପସ୍ଥିତ ଥିବା ଅନ୍ୟ ସେଲିବ୍ରିଟି ମଧ୍ୟ ହସିଥିଲେ। ଆଉ କରୀନା କହିଥିଲେ ଏହାଠାରୁ ଭଲ ଜବାବ କ’ଣ ଅଛି। ଏଥିପାଇଁ ତାଙ୍କୁ ପୁରସ୍କାର ମିଳିବା ଉଚିତ୍‌ ବୋଲି ବି ସେ କହିଛନ୍ତି।

Star VS Foodରେ କରୀନାଙ୍କ ବ୍ୟତୀତ ବଲିଉଡର ସେଲେବ୍ରିଟି ମଲାଇକା ଆରୋରା, କରଣ ଜୋହର, ଅର୍ଜୁନ କପୁର ଓ ପ୍ରତୀକ ଗାନ୍ଧୀଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ଏହି କାର୍ଯ୍ୟକ୍ରମ ଜରିଆରେ କରୀନା ଏବେ ଓଟିଟି ଫ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି। ଆଗାମୀ ଦିନରେ ଅମୀର ଖାନଙ୍କ ସହ ତାଙ୍କର ଫିଲ୍ମ ‘ଲାଲ୍ ସିଙ୍ଗ ଚଢ଼ା’ ଆସିବାକୁ ଯାଉଛି। ଅନ୍ତିମ ଥର ପାଇଁ ସେ ଅକ୍ଷୟ କୁମାରଙ୍କ ସହ ଗୁଡ୍ ନ୍ୟୁଜରେ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story