ବିବାହର ତିନି ମାସ ପରେ କୋର୍ଟରେ ବିକ୍କି-କ୍ୟାଟ୍ରିନା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ନବବିବାହିତ ଦମ୍ପତ୍ତି। ବିବାହର ତିନି ମାସରେ ବିକ୍କି କୌଶାଲ ଓ କାଟ୍ରିନା କୈଫଙ୍କୁ ପୁଣି ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ବିବାହକୁ ତିନି ମାସ ପୂରଣ ହେବା ପରେ ଦୁହେଁ କୋର୍ଟରେ ପହଞ୍ଚିଛନ୍ତି। ଦୁଇ ଜଣଙ୍କ ପରିବାର ଲୋକେ ମଧ୍ୟ କୋର୍ଟ ଯାଇଛନ୍ତି। ପ୍ରକୃତରେ ବିକ୍କି-କ୍ୟାଟ୍ରିନା ବିବାହାର ତିନି ମାସ ପରେ ପୁଣି ଥରେ ବିବାହ କରିଛନ୍ତି। ଏ ଦୁହେଁ କୋର୍ଟରେ ପଞ୍ଜିକୃତ ବିବାହ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା […]

katrina-kaif-and-vicky

katrina-kaif-and-vicky

Madhupriya Mistry
  • Published: Thursday, 24 March 2022
  • Updated: 24 March 2022, 11:57 AM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ନବବିବାହିତ ଦମ୍ପତ୍ତି। ବିବାହର ତିନି ମାସରେ ବିକ୍କି କୌଶାଲ ଓ କାଟ୍ରିନା କୈଫଙ୍କୁ ପୁଣି ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ବିବାହକୁ ତିନି ମାସ ପୂରଣ ହେବା ପରେ ଦୁହେଁ କୋର୍ଟରେ ପହଞ୍ଚିଛନ୍ତି। ଦୁଇ ଜଣଙ୍କ ପରିବାର ଲୋକେ ମଧ୍ୟ କୋର୍ଟ ଯାଇଛନ୍ତି।

ପ୍ରକୃତରେ ବିକ୍କି-କ୍ୟାଟ୍ରିନା ବିବାହାର ତିନି ମାସ ପରେ ପୁଣି ଥରେ ବିବାହ କରିଛନ୍ତି। ଏ ଦୁହେଁ କୋର୍ଟରେ ପଞ୍ଜିକୃତ ବିବାହ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ବିକ୍କିଙ୍କ ପରିବାର ଉପସ୍ଥିତିରେ ବିବାହ ପଞ୍ଜିକରଣ ତଥା ରେଜେଷ୍ଟ୍ରୀ ମ୍ୟାରେଜ୍‌ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଛି।

ଗଣମାଧ୍ୟମ ରିପୋର୍ଟରେ ଅନୁଯାୟୀ ଦୁହେଁ ଶନିବାର ତଥା ମାର୍ଚ୍ଚ ୧୯ ତାରିଖରେ ତାଙ୍କ ବିବାହ ପଞ୍ଜିକୃତ କରିଛନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ କ୍ୟାଟ୍ରିନା ଏବଂ ବିକ୍କିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଉଭୟଙ୍କୁ ପରିବାର ସହ ଏକାଠି ଦେଖିବାକୁ ମିଳିଥିଲା। ଏହି ଭିଡିଓଟି କେବଳ ସେହି ଦିନର।

ଦୁହେଁ ବିବାହ ପଞ୍ଜିକରଣ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ଏହି ଦମ୍ପତି ପୂରା ପରିବାର ସହିତ ଦେଖିବାକୁ ମିଳିଥିଲେ। ଏହା ପରେ ପୂରା ପରିବାର ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଡିନର ପାର୍ଟି କରି ଫେରୁଥିବା ଦେଖିବାକୁ ମିଳିଥିଲା। ସମସ୍ତେ କାଜୁଆଲ ଲୁକ୍‌ରେ ନଜର ଆସିଥିଲେ।

ଗତ ବର୍ଷ ଡିସେମ୍ବର ୯ତାରିଖରେ କ୍ୟାଟ୍ରିନା ଏବଂ ବିକ୍କି ରାଜସ୍ଥାନରେ ବିବାହ କରିଥିଲେ। ଏହି ରାଜକୀୟ ବିବାହରେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର କିଛି ବଛା ବଛା ଲୋକ ହିଁ ସାମିଲ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story