ମନ କଥା କହିଲେ ମଲାଇକା, 'ଯେଉଁ ପୁଅ ଭଲ କିସ୍‌ କରୁଥିବ ସିଏ ମୋ ପସନ୍ଦ'

ମୁମ୍ବାଇ: ନିଜ ମନ କଥା କହିଲେ ବଲିଉଡର ମୁନ୍ନି ଓରଫ୍‌ ମଲାଇକା ଓରୋରା। ଦୀର୍ଘ ଦିନ ପରେ ବଖାଣିଲେ ନିଜ ଇଚ୍ଛା। ସମସ୍ତଙ୍କ ସାମ୍ନାରେ ଖୋଲି କହିଦେଲେ ନିଜ ଅନ୍ତରର କଥା। କିଭଳି ପୁଅ ତାଙ୍କୁ ପସନ୍ଦ? ସେ ନେଇ କଲେ ଖୁଲାସା। ଯାହା ଏବେ ବି-ଟାଉନରେ ଚର୍ଚ୍ଚାର ବିଷୟ ପାଲଟିଛି। ମଲାଇକା ଏବେ ‘ଇଣ୍ଡିଆଜ୍‌ ନେକ୍‌ଷ୍ଟ ମଡେଲ’ ଶୋ’ରେ ଜଜ୍‌ ରୂପୋ କାମ କରୁଛନ୍ତି। ଏହି ଶୋ’ରେ ତାଙ୍କୁ କିଭଳି ଯୁବକ ପସନ୍ଦ ସେ ନେଇ […]

malaika

malaika

Madhupriya Mistry
  • Published: Thursday, 23 September 2021
  • Updated: 23 September 2021, 12:01 PM IST

Sports

Latest News

ମୁମ୍ବାଇ: ନିଜ ମନ କଥା କହିଲେ ବଲିଉଡର ମୁନ୍ନି ଓରଫ୍‌ ମଲାଇକା ଓରୋରା। ଦୀର୍ଘ ଦିନ ପରେ ବଖାଣିଲେ ନିଜ ଇଚ୍ଛା। ସମସ୍ତଙ୍କ ସାମ୍ନାରେ ଖୋଲି କହିଦେଲେ ନିଜ ଅନ୍ତରର କଥା। କିଭଳି ପୁଅ ତାଙ୍କୁ ପସନ୍ଦ? ସେ ନେଇ କଲେ ଖୁଲାସା। ଯାହା ଏବେ ବି-ଟାଉନରେ ଚର୍ଚ୍ଚାର ବିଷୟ ପାଲଟିଛି।

ମଲାଇକା ଏବେ 'ଇଣ୍ଡିଆଜ୍‌ ନେକ୍‌ଷ୍ଟ ମଡେଲ' ଶୋ'ରେ ଜଜ୍‌ ରୂପୋ କାମ କରୁଛନ୍ତି। ଏହି ଶୋ'ରେ ତାଙ୍କୁ କିଭଳି ଯୁବକ ପସନ୍ଦ ସେ ନେଇ ମଲାଇକା ଖୁଲାସା କରିଛନ୍ତି। ମଲାଇକା କହିଛନ୍ତି, 'ମୁଁ ସେହି ପୁଅମାନଙ୍କୁ ପସନ୍ଦ କରେ ଯେଉଁମାନେ ଟିକେ ଶକ୍ତ ଅଟନ୍ତି। ପୁଅମାନଙ୍କ ଚିକ୍କଣ ଚେହେରା ତାଙ୍କୁ ପସନ୍ଦ ନାହିଁ। ଏଥିସହ ଯେଉଁ ପୁଅ ଭଲ କିସ୍‌ କରିପାରିବେ ମୁଁ ସେମାନଙ୍କୁ ପସନ୍ଦ କରେ ବୋଲି ମଲାଇବା କହିଛନ୍ତି।ମଲାଇକା ଏହା ମଧ୍ୟ କହିଛନ୍ତି ଯେ 'ଯେଉଁ ପୁଅ ଗସିପ୍‌ କରନ୍ତି ସେମାନଙ୍କୁ ସେ ପସନ୍ଦ କରନ୍ତି ନାହିଁ।

ଏହି ସମୟରେ ମଲାଇକାଙ୍କୁ ଅର୍ଜୁନ କପୁରଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା। ଅର୍ଜନଙ୍କୁ ସେ ଶେଷ ଥର ପାଇଁ କ'ଣ ମେସେଜ ଦେଇଛନ୍ତି ବୋଲି ମଲାଇକାଙ୍କୁ ପଚରାଯିବା ପରେ ସେ ଟିକେ ଲାଜେଇ ଯାଇଥିଲେ। କହିଥିଲେ, 'ଆଇ ଲଭ୍‌ ୟୁ ଠୁ'। ମଲାଇକା ଆହୁରି କହିଥିଲେ ଯେ 'ଅର୍ଜୁନ କପୁର ତାଙ୍କୁ ଭଲଭାବେ ବୁଝନ୍ତି ଏବଂ ଜାଣନ୍ତି। ଏଥିସହ ହଇରାଣ ମଧ୍ୟ କରନ୍ତି।'

ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ଏକ ସାକ୍ଷାତକାରେ ଅର୍ଜୁନ କପୁରଙ୍କୁ ମଧ୍ୟ ସମାନ ଉତ୍ତର ଦେଇଥିଲେ। ଅର୍ଜୁନ କହିଥିଲେ, 'ମଲାଇକା ଏପରି ଜଣେ ବ୍ୟକ୍ତି ଯିଏ ମୋତେ ଦେଖି ମୋ ଦିନ କିପରି ଥିଲା ତାହା କହିପାରିବ। ସେ ମୋତେ ବହୁତ ଭଲ ଭାବରେ ବୁଝନ୍ତି।'

ସୂଚନାଯୋଗ୍ୟ ଯେ, ଅଭିନେତା ଅରବାଜ ଖାନ୍‌ଙ୍କ ଠାରୁ ଛାଡପତ୍ର ପରେ ମଲାଇକା ଅରୋରା ଅର୍ଜୁନ କପୁର ସହ ଲିଙ୍କ-ଅପ୍‌ରେ ଅଛନ୍ତି। ୨୦୧୯ରୁ ଦୁହିଁଙ୍କ ରିଲେସନସିପ୍‌ ଆରମ୍ଭ ହୋଇଛି। ପାର୍ଟି ହେଉ ଅବା ହଲିଡେ' ସବୁ ସ୍ଥାନରେ ଏହି ଲଭ୍‌ ବାର୍ଡଙ୍କୁ ଏକାଠି ଦେଖିବାକୁ ମିଳେ। ଏହି ଦୁଇ ସେଲେବ୍ରିଟି କେବେ ବିବାହ କରିବେ? ତାକୁ ନେଇ ଅପେକ୍ଷା କରି ରହିଛନ୍ତି ସେମାନଙ୍କ ପ୍ରଶଂସକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story