ହସ୍ପିଟାଲ ବେଡ୍‌ରେ ମିଥୁନ, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡର ମହାନ କଳାକାର ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ଭିତରୁ ଅଭିନେତାଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ସାମ୍ନାକୁ ଆସିଥିବା ଫଟୋରେ ମିଥୁନ ହସ୍ପିଟାଲ ବେଡ୍‌ରେ ଶୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଭାଇରାଲ ହେବା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଗୁଜବ ଆରମ୍ଭ ହୋଇଛି। ତେବେ ସମସ୍ତ ଗୁଜବ ଉପରେ ଏବେ ମିଥୁନଙ୍କ ପୁଅ […]

mithun-chakraborty

mithun-chakraborty

Madhupriya Mistry
  • Published: Monday, 02 May 2022
  • Updated: 02 May 2022, 01:19 PM IST

Sports

Latest News

ମୁମ୍ବାଇ: ବଲିଉଡର ମହାନ କଳାକାର ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ଭିତରୁ ଅଭିନେତାଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି।

ସାମ୍ନାକୁ ଆସିଥିବା ଫଟୋରେ ମିଥୁନ ହସ୍ପିଟାଲ ବେଡ୍‌ରେ ଶୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଭାଇରାଲ ହେବା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଗୁଜବ ଆରମ୍ଭ ହୋଇଛି। ତେବେ ସମସ୍ତ ଗୁଜବ ଉପରେ ଏବେ ମିଥୁନଙ୍କ ପୁଅ ମିମୋ ଚକ୍ରବର୍ତ୍ତୀ ପୂର୍ଣ୍ଣଛେଦ ପକାଇଛନ୍ତି।

ମିଥୁନଙ୍କ ସ୍ୱାସ୍ଥ୍ୟ କିଭଳି ଅଛି ସେ ନେଇ ଦେଇଛନ୍ତି ତାଜା ଅପଡେଟ୍‌। ସେ କହିଛନ୍ତି, 'ମିଥୁନଙ୍କୁ କିଡ୍‌ନୀ ଷ୍ଟୋନ ସମସ୍ୟା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସର୍ଜରୀ ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କୁ ଡିସଚାର୍ଜ ମିଳିଛି। ସେ ପୂରାପୁରି ଫିଟ୍‌ ଆଉ ଫାଇନ୍‌ ଅଛନ୍ତି।'

ମିଥୁନଙ୍କ ହେଲ୍‌ଥ ଅପଡେଟ୍‌ ସାମ୍ନାକୁ ଆସିବା ପରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ ଆଶ୍ୱସ୍ତି ମିଳିଛି। ସମସ୍ତେ ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ସଚିବ ଅନୁପମ ହାଜରା ମଧ୍ୟ ମିଥୁନଙ୍କ ଫଟୋକୁ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଶେଆର କରି ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

https://twitter.com/tweetanupam/status/1520297581842104321?s=20&t=ViOv4kO6xtM3dXQkhIM4VQ

ମିଥୁନଙ୍କୁ ନିକଟରେ କଲର୍ସ ଚ୍ୟାନେଲର ରିଆଲିଟି ଶୋ' 'ହୁନରବାଜ'ରେ ଦେଖିବାକୁ ମିଳିଥିଲା। ମିଥୁନ ଏହି ଶୋ'ର ଜଜ୍‌ ଥିଲେ। ଏହି ଶୋ'ରେ ସେ ନିଜର ଖାସ୍‌ ଅନ୍ଦାଜ ଜରିଆରେ ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରିଥିଲେ। କେବଳ ସେତିକି ନୁହେଁ ମିଥୁନଙ୍କୁ ଚଳିତ ବର୍ଷର ଐତିହାସିକ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'ରେ ମଧ୍ୟ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story