ଅଡୁଆରେ 'ଗଙ୍ଗୁବାଈ', ହାଇକୋର୍ଟ ଗଲେ ବିଧାୟକ

ମୁମ୍ବାଇ: ଅଡୁଆରେ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ’। ଏହାକୁ ନେଇ ଥମୁନି ବିବାଦ। ଆଉ ଦିନକ ପରେ ଫିଲ୍ମ ରିଲିଜ ହେବ ତେବେ ଫିଲ୍ମକୁ ନେଇ ବିବାଦ କିନ୍ତୁ ବଢ଼ିବାରେ ଲାଗିଛି। ନିକଟରେ ଏହି ଫିଲ୍ମକୁ ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବିଧାୟକ। ମହାରାଷ୍ଟ୍ର ବିଧାୟକ ଅମିନ ପଟେଲ ଏବଂ କମାଠିପୁରାର ଜଣେ ବାସିନ୍ଦା ‘ଗାଙ୍ଗୁବାଇ କାଠିଆୱାଡି’ ଫିଲ୍ମରେ ‘କମାଠିପୁରା’ ନାଁର ବ୍ୟବହାରକୁ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଫିଲ୍ମରୁ ଏହି ନାଁକୁ ହଟାଇବା […]

Alia Bhatt

Alia Bhatt

Madhupriya Mistry
  • Published: Wednesday, 23 February 2022
  • Updated: 23 February 2022, 02:32 PM IST

Sports

Latest News

ମୁମ୍ବାଇ: ଅଡୁଆରେ ଆଲିଆ ଭଟ୍ଟଙ୍କ 'ଗଙ୍ଗୁବାଇ'। ଏହାକୁ ନେଇ ଥମୁନି ବିବାଦ। ଆଉ ଦିନକ ପରେ ଫିଲ୍ମ ରିଲିଜ ହେବ ତେବେ ଫିଲ୍ମକୁ ନେଇ ବିବାଦ କିନ୍ତୁ ବଢ଼ିବାରେ ଲାଗିଛି। ନିକଟରେ ଏହି ଫିଲ୍ମକୁ ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବିଧାୟକ।

ମହାରାଷ୍ଟ୍ର ବିଧାୟକ ଅମିନ ପଟେଲ ଏବଂ କମାଠିପୁରାର ଜଣେ ବାସିନ୍ଦା ‘ଗାଙ୍ଗୁବାଇ କାଠିଆୱାଡି’ ଫିଲ୍ମରେ 'କମାଠିପୁରା' ନାଁର ବ୍ୟବହାରକୁ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଫିଲ୍ମରୁ ଏହି ନାଁକୁ ହଟାଇବା ପାଇଁ ଦାବି କରାଯାଇଛି। ସେହି ନାମ ବଦଳରେ ଅନ୍ୟ ନାମ ବ୍ୟବହାର କରାଯିବା ଉଚିତ ବୋଲି କହିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ କମାଠିପୁରା ନିବାସୀ ଶ୍ରଦ୍ଧା ସୁର୍ବେ ଏହି ଆବେଦନ ଦାଖଲ କରିଛନ୍ତି। ବମ୍ବେ ହାଇକୋର୍ଟର ବିଚାରପତି ଗୌତମ ପଟେଲ ଓ ମାଧବ ଜାମଦାରଙ୍କ ଖଣ୍ଡପୀଡ ଆଜି ଏହି ଆବେଦନର ଶୁଣାଣି କରିବେ। ଏହାବ୍ୟତୀତ ବିଧାୟକ ଅମିନ ପଟେଲଙ୍କ ଦ୍ୱାରା ମଧ୍ୟ ଦାଖଲ ହୋଇଥିବା ଏକ ଆବେଦର ଶୁଣାଣି ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ ଏମଏସ କର୍ନିକଙ୍କ ଖଣ୍ଡପୀଠ ଶୁଣାଣି କରିବେ।

ଯଦି ଫିଲ୍ମକୁ କମାଠିପୁରା ନାମରେ ମୁକ୍ତିଲାଭ କରିବାକୁ ଅନୁମତି ଦିଆଯାଏ, ତେବେ ଏହା ସେଠାକାର ବାସିନ୍ଦାଙ୍କ ଉପରେ ବିଶେଷ କରି ମହିଳାମାନଙ୍କ ଉପରେ ପ୍ରଭାବ ପକାଇବ। ତାଙ୍କ ପ୍ରତି ଏହା ଅପମାନ ହେବ ବୋଲି ଆବେଦନ ପତ୍ରରେ କୁହାଯାଇଛି। ‘କମାଠିପୁରା’ ନାମର କୌଣସି ସନ୍ଦର୍ଭ ରହିବା ଉଚିତ୍ ନୁହେଁ। ଏହି ନାଁକୁ ବଦଳାଇ ଦେବା ଉଚିତ। 'ମାୟାପୁରୀ କିମ୍ବା ମାୟାନାଗରୀ' ରଖାଯାଉ ବୋଲି ଆବେଦନପତ୍ରରେ ଦର୍ଶାଯାଇଛି। ସୂଚନା ଯୋଗ୍ୟ ଯେ, କମାଠିପୁରାରେ ପୂର୍ବରୁ ଅନେକ ବେଶ୍ୟାଳୟ ଥିଲା।

ସଞ୍ଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଲେଖକ ଏସ୍ ହୁସେନ୍ ଜୈଦିଙ୍କ ପୁସ୍ତକ 'ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ'ର ଏକ ଅଧ୍ୟାୟ ଉପରେ ଆଧାରିତ। ଯେଉଁଥିରେ ଆଲିଆ ଭଟ୍ଟଙ୍କୁ ଗାଙ୍ଗୁବାଇ ଭାବରେ ଦର୍ଶାଯାଇଛି, ଯିଏ ୧୯୬୦ ଦଶକରେ କମାଠିପୁରାର ଜଣେ ଶକ୍ତିଶାଳୀ ମହିଳା ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story